Posted inଜାତୀୟ

ଆସନ୍ତା ବିଧାନସଭା ନିର୍ବାଚନ ଏକାକି ଲଢିବ ସମାଜବାଦୀ ପାର୍ଟି: ଅଖିଳେଶ

ଲକ୍ଷ୍ନୌ,୧୦।୯: ଆସନ୍ତା ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି(ଏସ୍‌ପି) ଏକାକି ଲଢିବ ବୋଲି କହିଛନ୍ତି ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବ। ସେ କହିଛନ୍ତି, ବଡ ବଡ ଦଳ ସହ ମେଣ୍ଟ କରି ଏହାର ଫଳାଫଳ ଭଲଭାବେ ଉପଲବ୍ଧ କରି ସାରିଛି ଦଳ। ତେଣୁ ଏଥର ଆଉ କୌଣସି ବଡ ଦଳ ସହ ମେଣ୍ଟ କରିବାକୁ ସେ ରାଜି ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି। ହେଲେ ଛୋଟ ଦଳ ଗୁଡିକ ସହ ରିହିବେ କି ନା ସେ ବିଷୟରେ ଅଖିଳେଶ କିଛି କହି ନାହାଁନ୍ତି। ବହୁଜନ ସମାଜ ପାର୍ଟି(ବିଏସ୍‌ପି)ଠାରୁ ମେଣ୍ଟ ଭାଙ୍ଗିଯିବା ପରେ ଅଖିଳେଶ ଏମିତି ନିଷ୍ପତ୍ତି ନେଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ସେନାଧ୍ୟକ୍ଷଙ୍କ ସମ୍ମୁଖରେ ୪ ଆହ୍ବାନ…

ନୂଆଦିଲ୍ଲୀ, ୧୯।୪ : ଲ୍ୟୁଟନାଟ୍‌ ଜେନେରାଲ ମନୋଜ ପାଣ୍ଡେ ୩୦ ଏପ୍ରିଲରେ ନୂତନ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେ ଭାରତୀୟ ସେନାର...

ଦିଲ୍ଲୀରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ୧.୪ ଡିଗ୍ରୀ…

ନୂଆଦିଲ୍ଲୀ,୧୬।୧ : ଦିଲ୍ଲୀରେ ଶୀତ ଲହର ଯୋଗୁଁ ସୋମବାର ଭୋରରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ଦିଲ୍ଲୀର ତାପମାତ୍ରା...

ବଢ଼ିବ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌ ସମୟ ସୀମା…

ନୂଆଦିଲ୍ଲୀ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ...

ନାଗରିକତା ବିବାଦ: ରାହୁଲଙ୍କ ନିର୍ବାଚନ ଲଢ଼ିବା ଉପରେ ଲାଗିପାରେ ରୋକ !

ନୂଆଦିଲ୍ଲୀ,୨।୫: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ନାଗରିକତା ବିବାଦ ଯୋଗୁ ରାହୁଲଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଯିବାର...

ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ…

ନୂଆଦିଲ୍ଲୀ, ୧୫।୮ : ଦେଶର ୭୬ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରୁ ଦେଶର ବିକାଶ ପାଇଁ ଆଗାମୀ ୨୫...

କରୋନା କଲା ରେକର୍ଡ: ୨୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୦।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଦେଶରେ କରୋନା...

ପ୍ରାକୃତିକ ଚିକିତ୍ସାରେ ଭଲ ହେବେ କରୋନା ଭୂତାଣୁ ସଂକ୍ରମିତ: ଦାବିକଲେ ତାମିଲନାଡୁ ଡାକ୍ତର

ଚେନ୍ନାଇ,୨୮।୧: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭୁତାଣୁ ସଂକ୍ରମଣ ଏବେ ବିଶ୍ୱର ବିଭିନ୍ନ ଦେଶରେ କାୟା ବିସ୍ତାର କରିବା ଆରମ୍ଭ କଲାଣି। ଚାଇନାରେ କରୋନା ଭୂତାଣୁରେ...

ଅର୍ଣ୍ଣବଙ୍କ ଗିରଫଦାରି ସହ ସାମ୍ବାଦିକତାର ସମ୍ପର୍କ ନାହିଁ

ନୂଆଦିଲ୍ଲୀ, ୯।୧୧: ରିପବ୍ଲିକ୍‌ ଟିଭି ଏଡିଟର-ଇନ୍‌-ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ଏହାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କଠାରୁ ଆରମ୍ଭ କରି...

Advertisement
Archives

Model This Week