Posted inଖେଳ

ଆଶ୍‌ଲେଙ୍କୁ ଟପିଲେ ଗୁପଟିଲ

ମାଉଣ୍ଟ ମାଙ୍ଗନୁଇ,୧୧।୨- ଭାରତୀୟ ଦଳ ବିପକ୍ଷରେ ଏଠାରେ ଅନୁଷ୍ଠିତ ତୃତୀୟ ଦିନିକଆ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳର ଓପନର ମାର୍ଟିନ ଗୁପଟିଲ ୬୬ ରନ୍‌ କରିଥିଲେ। ଏଥି ସହିତ ସେ ଦେଶର ଦିନିକିଆ ଫର୍ମାଟରେ ସର୍ବାଧିକ ରନ୍‌ କରିଥିବା ଓପନର ହେବାର ରେକର୍ଡ କରିଛନ୍ତି। ସେ ଓପନର ଭାବେ ଦିନିକିଆରେ ୬୧୭୮ ରନ୍‌ କରି ପୂର୍ବତନ ବ୍ୟାଟ୍ସମ୍ୟାନ ନାଥନ ଆଶଲେ(୬,୧୭୬ ରନ୍‌)ଙ୍କୁ ଟପିଛନ୍ତି। ଏହି ତାଲିକାରେ ଜନ ରାଇଟ୍‌ (୩,୬୦୪), ବ୍ରେଣ୍ଡନ ମ୍ୟାକ୍‌କୁଲମ (୩୩୬୩) ଓ ଷ୍ଟିଫେନ ଫ୍ଲେମିଂ (୩୨୮୦) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ କ୍ରିକେଟରଙ୍କ କୁସ୍ତି ଡ୍ରିଲ

ମେଲବୋର୍ନ, ୨୫।୧୨(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ବିପର୍ଯ୍ୟୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଜୋରଦାର ହୋଇଛି। ଗୁରୁବାର ଖେଳାଳିମାନେ କୁସ୍ତି...

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଇଣ୍ଡିଜ ଦଳରେ ପରିବର୍ତ୍ତନ

ଜାମାଇକା,୨୮।୮(ପିଟି): ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଏଠାରେ ଶୁକ୍ରବାରଠାରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ୧୩ ଜଣିଆ ଇଣ୍ଡିଜ ଦଳରେ ଗୋଟିଏ...

ପରାଜୟର ପ୍ରକୃତ କାରଣ କହିଲେ ରୋହିତ ଶର୍ମା

ଦୁବାଇ,୫।୯: ଏସିଆ କପ ୨୦୨୨ର ସୁପର-୪ ରାଉଣ୍ଡ ମ୍ୟାଚରେ ପାକିସ୍ତାନ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ...

ୟୁଏସ୍‌ ଓପନ୍‌: ଜୋକୋଭିଚ୍‌, ଓସାକଙ୍କୁ ଟପ୍‌ ସିଡ୍‌

ନ୍ୟୁୟର୍କ, ୨୨।୮ (ଏଏଫ୍‌ପି)- ଚଳିତ ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏହି...

ରୋଇଂରୁ ଓଡ଼ିଶାକୁ ରୌପ୍ୟ, ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୧୦।୧୦ (କ୍ରୀଡ଼ା ପ୍ରତିନିଧି): ଗୁଜରାଟର ବିଭିନ୍ନ ସହରରେ ଚାଲିଥିବା ଜାତୀୟ କ୍ରୀଡ଼ାର ୩୬ତମ ସଂସ୍କରଣରେ ଓଡ଼ିଶା ରୋଇଂ ତାରକାମାନେ ରବିବାର ଗୋଟିଏ ଲେଖାଏ ରୌପ୍ୟ...

କୋଭିଡ୍‌ ହେଲ୍ପ ଲାଇନ୍‌ରେ କାର୍ଯ୍ୟ କରୁଛନ୍ତି ଭିନିଥ୍‌

ନୂଆଦିଲ୍ଲୀ, ୧୨ା୪ (ପି.ଟି.)-କେରଳ ରାଜ୍ୟର ଲୋକପ୍ରିୟ ଫୁଟ୍‌ବଲର ସି.ଏସ୍‌, ଭିନିଥ୍‌ ସରକାରଙ୍କ ଏକ ହେଲ୍‌ପଲାଇନ୍‌ ସେଣ୍ଟରରେ ଯୋଗ ଦେଇଛନ୍ତି। କୋଭିଡ୍‌-୧୯ ମହାମାରୀ କିଭଳି ସାମ୍ନା କରିବାକୁ...

ଏହି ଦେଶର ମୁଖ୍ୟ କୋଚ୍‌ ହେବେ ଜଣ୍ଟି ରୋଡ୍ସ

ଜୋହାନ୍ସବର୍ଗ, ୧୦।୯: ବିଶ୍ୱ କ୍ରିକେଟ୍‌ରେ ଫିଲ୍ଡିଂ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜଣ୍ଟି ରୋଡ୍ସ ସ୍ବିଡେନ ଜାତୀୟ...

ଇତିହାସ ରଚିଲେ ପ୍ରବୀଣ

ଟୋକିଓ,୩।୯: ଭାରତୀୟ ଆଥଲେଟ ପ୍ରବୀଣ କୁମାର ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପୁରୁଷ ଟି -୬୪ ହାଇ ଜମ୍ପ୍‌ ଇଭେଣ୍ଟ ଫାଇନାଲରେ ରୌପ୍ୟ...

Advertisement
Archives

Model This Week