ଆଶାରେ ସବ୍ୟସାଚୀ

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା। ମନରେ ଅସୁମାରୀ ଆଶା। କେମିତି ଟିକେ ବଡ଼ ପରଦାରେ ମୁହଁ ଦେଖାନ୍ତି?
ତାହା ପୂରଣ କରିବାକୁ ସେ ନିଜେ ଅଣ୍ଟା ଭିଡ଼ିଛନ୍ତି। ଅର୍ଥାତ୍‌, ନିଜେ ଫିଲ୍ମ ନିର୍ମାଣ ପରି ଗୁରୁଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। କେବଳ ସେତିକି ନୁହେଁ, ପ୍ରସ୍ତୁତି ପଥେ ଥିବା ଏହି ଫିଲ୍ମରେ ସେ ନିଜେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବେ। ସେ ହେଲେ ନବାଗତ ଅଭିନେତା ତଥା ପ୍ରଯୋଜକ ସବ୍ୟସାଚୀ ଅମାତ (ଗୁଡ଼ୁ)। ନିଜର ଯୋଜନା ସମ୍ପର୍କରେ ସବ୍ୟସାଚୀ କହନ୍ତି, ‘ମୁଁ ଜାଣିଛି ସିନେମାଟିଏ ପ୍ରଯୋଜନା କରିବା ଏକ ସହଜ କଥା ନୁହେଁ। ହେଲେ ମନରେ ସାହସ ଏକଜୁଟ୍‌ କରି ଆଗଉଛି। ମୋ ପ୍ରଥମ ଫିଲ୍ମରେ ନବାଗତମାନଙ୍କୁ ପ୍ରାଥମିକତା ଦେବି। ବର୍ତ୍ତମାନ ପ୍ରଥମ ସିନେମାର ପ୍ରାରମ୍ଭିକ କାମ ଚାଲିଛି।’ ତେବେ କେବଳ ଜଣେ ଯୁବ ପ୍ରଯୋଜକ ନୁହନ୍ତି ଜଣେ ଅଭିନେତା ଭାବରେ ସେ କେତେ ବାଜିମାତ କରୁଛନ୍ତି ତାହା ଆଗାମୀ ସମୟ ହିଁ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆ ଗଦାରେ କ୍ୟାଟ୍‌ଓ୍ବାର୍କ କଲେ ମଡେଲ…

ରାଞ୍ଚି,୩୧।୮: ଜମା ହୋଇ ରହିଥିବା ଗଦାଗଦା ଆବର୍ଜନା ସମ୍ପର୍କରେ ସଚେତନା ସୃଷ୍ଟି କରିବା ଲାଗି ଝାଡ଼ଖଣ୍ଡର ସୁପର ମଡେଲ ସୁରଭୀ ଏକ ନିଆରା ପଦକ୍ଷେପ ଗ୍ରହଣ...

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି: ପ୍ରତିଟି ଅକ୍ଷରରେ ତାଙ୍କ ଫିଲ୍ମର ଚରିତ୍ର ତିଆରିକଲେ ଚିତ୍ରକାର

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇପଡ଼ିଛି ସିନେଜଗତ। ପ୍ରଶଂସକଙ୍କଠାରୁ ଆରମ୍ଭକରି ସେଲିବ୍ରିଟିମାନେ ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରୁଛନ୍ତି। କେହି...

ସଲମାନଙ୍କ ସହ ‘ସ୍ଲୋ ମୋଶନ’ ଗୀତରେ ଦିଶା ପଟାନୀଙ୍କ ଲୁକ୍‌କୁ ନେଇ ବଢ଼ୁଛି ବିବାଦ

ମୁମ୍ବାଇ,୨୯।୪: ସଲମାନ ଖଁ।ଙ୍କ ଅପ୍‌ କମିଂ ଫିଲ୍ମ ଭାରତର ‘ସ୍ଲୋ ମୋଶନ’ ଗୀତକୁ ନେଇ ବିବାଦ ଦେଖାଦେଇଛି। ଏହି ଗୀତରେ ଦବଙ୍ଗ ସଲମାନଙ୍କ ସହ ଦିଶା...

ଏହି ଅଭିନେତ୍ରୀଙ୍କ ସହ ହ୍ରିତିଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ ପରେ ହୋଇଥିଲା ହଙ୍ଗାମା

ବଲିଉଡର ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଆଜି ଜନ୍ମଦିନ। ୨୦୦୦ର ହିଟ ଫିଲ୍ମ ‘କହୋନା ପ୍ୟାର୍‌ ହୈ’ ରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ । ପରେ...

ମୁଁ ବିବାହିତ ପୁରୁଷଙ୍କୁ କେବେ କରିବି ନାହିଁ ପ୍ରେମ

ପାକିସ୍ତାନର କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଏବଂ ଭାରତୀୟ ତାରକା ସାନିଆ ମିର୍ଜାଙ୍କ ଛାଡପତ୍ରକୁ ନେଇ ନିକଟରେ ଜୋରସୋରରେ ଚର୍ଚ୍ଚା ହେଉଥିଲା। ଏହି...

ରିଆଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଉପରୁ ହଟିଲା କଟକଣା

ମୁମ୍ବାଇ,୧୦।୧୧: ଦୀର୍ଘ ୧୪ ମାସ ପରେ ବଲିଉଡ୍‌ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଉପରୁ କଟକଣା ଉଠାଇଛନ୍ତି ସ୍ବତନ୍ତ୍ର ଆଣ୍ଟି ଡ୍ରଗ୍ସ କୋର୍ଟ। ଏଥିସହିତ...

ଫଟୋ ଶେୟାର କରି ରଣବୀରଙ୍କ ପାଇଁ ଏମିତି ଲେଖିଲେ ଦୀପିକା

ମୁମ୍ବାଇ: ଫିଲ୍ମ ‘ପଠାନ’ ପାଇଁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଭିନେତ୍ରୀଙ୍କ ଫିଲ୍ମ ଗୀତକୁ ନେଇ ସୋସିଆଲ ମିଡିଆରେ ବିବାଦ ଜାରି...

ମେଟାଭର୍ସରେ ପ୍ରଥମ ଭାରତୀୟ ଭାବେ ଗୀତ ଗାଇଲେ ଦଲେର ମେହନ୍ଦି

ମୁମ୍ବାଇ: ଏବେ ମେଟାଭର୍ସ ବା ଭର୍ଚୁଆଲ ଦୁନିଆର କ୍ରେଜ ଦୃତ ଗତିରେ ବଢିବାରେ ଲାଗିଛି । ଅଧିକାଂଶ ସିଙ୍ଗର ଏହି ମେଟାଭର୍ସରେ ନିଜ ନିଜର ଇଭେଣ୍ଟ...

Advertisement
Archives

Model This Week