ଆମେରିକାରେ ପାଳନ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

ଓ୍ବାଶିଂଟନ,୧୭।୬: ଆସନ୍ତା ୨୧ତାରିଖରେ ବିଶ୍ୱ ବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ଆମେରିକାରେ ରବିବାର ଏହି ଦିବସକୁ ବିଭିନ୍ନ ବର୍ଗର ଲୋକେ ପାଳନ କରିଛନ୍ତି। ଯୋଗ ଯେ ଶରୀରକୁ ସୁସ୍ଥ ରଖିବାର ଏକ ଭଲ ମାଧ୍ୟମ ଏବେ ଏକଥାକୁ ଅନେକ ଲୋକ ବୁଝି ସାରିଲେଣି। ଏମାନେ ନିଜ ଇଚ୍ଛାରେ ଯୋଗ କର୍ମଶାଳାରେ ପହଞ୍ଚି ବିଭିନ୍ନ ପ୍ରକାର ଯୋଗ ଅଭ୍ୟାସ କରିଛନ୍ତି। ଆମେରିକାରେ ଥିବା ଭାରତର ରାଷ୍ଟ୍ରଦୂତ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏହି ଯୋଗ କର୍ମଶାଳାରେ ଉପସ୍ଥିତ ରହି ଯୋଗ ଅଭ୍ୟାସ କରିବାକୁ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ସ୍ବାଗତ କରିଥିଲେ। ୨୦୧୬ରୁ ଏପର୍ଯ୍ୟନ୍ତ ଲକ୍ଷ୍ୟ କଲେ ଦେଖାଯାଏ ଆମେରିକାରେ ଏବେ ସୁଦ୍ଧା ୩୬.୭ ମିଲିୟନ ଲୋକ ଯୋଗ ଅଭ୍ୟାସ କରୁଛନ୍ତି। ତେଣୁ ଆମେରିକା ଯୋଗ ଅଭ୍ୟାସ କରିବାରେ ଦ୍ୱିତୀୟ ସ୍ଥାନରେ ରହିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସ୍‌ ଏଜ୍‌ରେ ମାମୋଥ୍‌ ହାଡ଼ରେ ଘର ନିର୍ମାଣ କରୁଥିଲା ମାନବ…

ମସ୍କୋ, ୨୨।୩: ଆଇସ୍‌ ଏଜ୍‌ରେ ମାନବ କିଭଳି ଘରେ ବାସ କରୁଥିଲା ସେନେଇ ପ୍ରମାଣ ମିଳିଛି। ୟୁକ୍ରେନ୍‌ ଏବଂ ରୁଷିଆର କେତେକ ଅଞ୍ଚଳର ଖନନ ସମୟରେ...

ଭାରତୀୟ ଶିକ୍ଷାର୍ଥୀଙ୍କ ପାଇଁ ରେକର୍ଡ ସଂଖ୍ୟକ ୧.୨୫ ଲକ୍ଷ ଭିଜା ଜାରି କଲା ଆମେରିକା…

ଓ୍ବାଶିଂଟନ,୫।୧ : ଆମେରିକା ଭାରତର ନିକଟତର ହେବାକୁ ଚାହୁଁଛି। କାରଣ ଆମେରିକାର ଦୂତାବାସ ଏଥର ୧.୨୫ ଲକ୍ଷ ଭାରତୀୟ ଶିକ୍ଷାର୍ଥୀଙ୍କୁ ଭିଜା ପ୍ରଦାନ କରି ଏହାର...

ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି

ସିଓଲ,୩୦ା୧୦: ଦକ୍ଷିଣ କୋରିଆରେ ଶନିବାର ବିଳମ୍ବିତ ରାତିରେ ଘଟିଥିବା ଅଘଟଣରେ ରାଷ୍ଟ୍ରପତି ୟୋନ୍‌ ସୁକ୍‌ ହୋଲ ରବିବାର ଜାତୀୟ ଶୋକ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ସିଓଲରେ...

ରୁଷିଆ ସେନା ଶିବିର ଉପରେ ‘ଆତଙ୍କବାଦୀ’ ଆକ୍ରମଣ, ୧୧ ମୃତ, ୧୫ ଆହତ

କ୍ୱିଭ,୧୬ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରୁଷିଆର ସେନା ଶିବିର ଉପରେ ‘ଆତଙ୍କବାଦୀ’ ଆକ୍ରମଣ ହୋଇଥିବା...

୨୦୯ ବର୍ଷ ପୁରୁଣା କବରସ୍ତାନରେ ହେବ ରେଳଷ୍ଟେଶନ: ବାହାର କରାଯିବ ୬ହଜାର ୫ଶହ ମଣିଷ କଙ୍କାଳ

ବର୍ମିଂହାମ୍‌,୨୪।୯: ବ୍ରିଟେନରେ ଏକ ୨୦୯ ବର୍ଷ ପୁରୁଣା କବରସ୍ତାନରେ ରେଳଷ୍ଟେଶନ କରାଯିବା ଳାଗି ଯୋଜନା ହୋଇଛି। ଏଠାରେ ଏଚଏସଟୁ ରେଳଷ୍ଟେଶନ ନିର୍ମାଣ କରାଯିବ। ଏଥିପାଇଁ ଏହି...

ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇସଲାମାବାଦ୍‌,୬।୨: ପାକିସ୍ତାନର ଅର୍ଥନୈତିକ ଅବସ୍ଥା ବେହାଲ ହୋଇପଡିଛି। ସାଧାରଣ ଜନତା ଦରଦାମ ବୃଦ୍ଧି ଯୋଗୁ ଚିନ୍ତାରେ ଅଛନ୍ତି।...

ବ୍ରିଟେନରେ ବଢୁଛି ତାପମାତ୍ରା, ଅତ୍ୟଧିକ ଗରମ ଚେତାବନୀ

ଲଣ୍ଡନ,୧୨ା୭: ଇଂଲଣ୍ଡ ଏବଂ ଓ୍ବେଲ୍ସରେ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ହେବ ବୋଲି ବ୍ରିଟେନ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।...

ପାକିସ୍ତାନ ବନ୍ୟା: ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସେନା ହେଲିକପ୍ଟର ନିଖୋଜ

ଇସଲାମାବାଦ,୨ ।୮: ପାକିସ୍ତାନର ଏକ ସେନା ହେଲିକପ୍ଟର ସୋମବାର ନିଖୋଜ ହୋଇଯାଇଛି । ସେନାର ମିଡିଆ ୱିଙ୍ଗ ଟୁଇଟରରେ ସୂଚନାଦେଇ କହିଛନ୍ତି, ଏଭିଏଶନ ହେଲିକପ୍ଟର ବେଲୁଚିସ୍ତାନର...

Advertisement
Archives

Model This Week