ମୁମ୍ବାଇ: ଆମେରିକୀୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଆମେରିକାଜ୍ ଗଟ୍ ଟ୍ୟାଲେଣ୍ଟ’ରେ ଚମତ୍କାର ପ୍ରଦର୍ଶନ କରିଛି ଭାରତୀୟ ଡ୍ୟାନ୍ସ ଗ୍ରୁପ୍ ‘ଭି. ଅନ୍ବିଟେବୁଲ’। ଏହି ଗ୍ରୁପ୍ର କଳାକାରଙ୍କ ଏକ୍ରୋବେଟିକ୍ସ ନୃତ୍ୟକୁ ଦେଖି ଶୋ’ର ବିଚାରପତିମାନେ ଚକିତ ହୋଇପଡ଼ିଥିଲେ। ଜଜ୍ ସାଇମନ କୋବେଲ, ହାସଇ ମଣ୍ଡେଲ, ଜୁଲିଆନା ହଗ୍ ଏବଂ ଗ୍ରାବ୍ରିଏଲ ୟୁନିୟନ ବେଣ୍ଡ ପ୍ରମୁଖ ଗୋଲ୍ଡେନ୍ ବଜର ଦବାଇଥିଲେ। ଫଳରେ ଗ୍ରୁପ୍ ସିଧାସଳଖ ଲାଇଭ୍ ଶୋ’ରେ ପହଞ୍ଚିଯାଇଛି। ନାଚିବା ସମୟରେ ଗ୍ରୁପ୍ର ସମସ୍ତ କଳାକାର ହରାଇଥିବା ଜଣେ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଯାହା ସେଠାରେ ଥିବା ସମସ୍ତ ଅତିଥି ଏବଂ ବିଚାରପତିଙ୍କୁ ପ୍ରଭାବିତ କରିଥିଲା। ମୃତ ବନ୍ଧୁ ସେମାନଙ୍କୁ ଏହି ଶୋ’ରେ କାମ କରିବେ ବୋଲି ଚାହୁଁଥିଲେ। ଶେଷରେ ତାଙ୍କର ଏହି ସ୍ବପ୍ନ ସାକାର ହୋଇଛି ବୋଲି କଳାକାରମାନେ କହିଥିଲେ। ତେବେ ନୃତ୍ୟ ପ୍ରଦର୍ଶନ କରିବା ସମୟରେ ସମସ୍ତଙ୍କୁ ହରାଇଥିବା ବନ୍ଧୁ ‘ବିକାଶ’ଙ୍କ ନାମର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା।
ଦେଖନ୍ତୁ ଭିଡିଓ:
ଆମେରିକାଜ୍ ଗଟ୍ ଟ୍ୟାଲେଣ୍ଟରେ ଭାରତୀୟ ଗ୍ରୁପ୍ର ଚମତ୍କାର ପ୍ରଦର୍ଶନ, ଭାବୁକ କଲା ‘ଭି ଅନ୍ବିଟେବୁଲ’: ଦେଖନ୍ତୁ ଭିଡିଓ
![](https://www.dharitri.com/wp-content/uploads/2024/07/farah.jpeg)
ଫାରାହ ଖାନ୍ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ମା’ ମେନକା ଇରାନିଙ୍କ ନିଧନ
ବମ୍ବେ: ମା’ଙ୍କୁ ହରାଇଛନ୍ତି କୋରିଓଗ୍ରାଫର-ନିର୍ଦ୍ଦେଶକ ଫାରାହ ଖାନ୍। ଶୁକ୍ରବାର ତାଙ୍କର ମା’ ମେନକା ଇରାନୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।...
![](https://www.dharitri.com/wp-content/uploads/2024/07/f8bef761-ac10-4bca-bd66-ee81b78a08b0.jpg)
ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...
![](https://www.dharitri.com/wp-content/uploads/2024/07/WhatsApp-Image-2024-07-25-at-11.40.19-AM.jpeg)
ଐଶ୍ୱର୍ଯ୍ୟାଙ୍କୁ ସରପ୍ରାଇଜ୍ ଦେଲେ ଅଭିଷେକ! ବିବାହ ବିଚ୍ଛେଦ ଖବର ଭିତରେ ଆସିଲା ନୂଆ ଟ୍ବିଷ୍ଟ
ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ହେବାର ୧୭ ବର୍ଷ ବିତିଗଲାଣି। ହେଲେ ଏବେ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଲାଗି ରହିଛି।...
![](https://www.dharitri.com/wp-content/uploads/2024/07/-2.jpg)
ଅଡୁଆରେ କଙ୍ଗନା, ହରାଇବେ ଏମପି ପଦ!
ନୂଆଦିଲ୍ଲୀ,୨୫।୭: ଅଡୁଆରେ ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତ। ହରାଇପାରନ୍ତି ଏମପି ପଦ। ହିମାଚଳ ପ୍ରଦେଶର ମାଣ୍ଡି ଲୋକ ସଭା ଆସନରୁ କଙ୍ଗନାଙ୍କୁ...
![](https://www.dharitri.com/wp-content/uploads/2024/07/ajay.jpg)
ବିବାହବେଳେ ଅଜବ ସର୍ତ୍ତ ରଖିଥିଲେ କାଜୋଲ
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅଭିନେତା ଅଜୟ ଦେବ୍ଗନ୍ ଓ ଅଭିନେତ୍ରୀ କାଜୋଲ ଅନ୍ୟତାମ। ବ୍ୟକ୍ତିଗତ ଜୀବନକୁ ନେଇ ଏହି ଷ୍ଟାର ଦମ୍ପତି ଅନେକବାର...
![](https://www.dharitri.com/wp-content/uploads/2024/07/MN-1.jpg)
ଅଲଗା ହେବାପରେ ପ୍ରଥମଥର ନତାଶାଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ,୨୪।୭: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ ଶେଷରେ ଅଲଗା ହୋଇଯାଇଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଉଭୟ ଏନେଇ ସୂଚନା ଦେଇଛନ୍ତି। ନତାଶା ପୁଅ...
![](https://www.dharitri.com/wp-content/uploads/2024/07/jh-9.jpg)
ସବୁ ରେକର୍ଡ ଭାଙ୍ଗିଦେଲେ ଦୀପିକା: ପ୍ରଥମ ଭାରତୟ ଅଭିନେତ୍ରୀ ଭାବେ…
ବଲିଉଡ୍ ଅଭିନେତ୍ରୀ ୧୭ ବର୍ଷର ଅଭିନୟ କ୍ୟାରିୟରରେ ବିଶେଷ ନାମ ଅର୍ଜନ କରିଛନ୍ତି। ଆଜିକାଲି ଦୀପିକା ଫିଲ୍ମ ‘କଲକି 2898 AD’ ମାଧ୍ୟମରେ ଅନେକ ପ୍ରଶଂସକଙ୍କ...
![](https://www.dharitri.com/wp-content/uploads/2024/07/WhatsApp-Image-2024-07-24-at-8.19.13-PM.jpeg)
ମୋ ପରିବାରକୁ ମାରିବାକୁ ଚାହୁଁଛନ୍ତି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍: ସଲମାନ ଖାନ୍
ମୁମ୍ବାଇ,୨୪ା୭: ବଲିଉଡ ଅଭିନେତା ସଲମାନ ଖାନ ପୋଲିସକୁ କହିଛନ୍ତି ଯେ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଚଳିତ ବର୍ଷ ଏପ୍ରିଲରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଗୁଳି ଚଳାଇଥିଲେ...
Archives
![Why Dharitri](https://www.dharitri.com/wp-content/themes/dharitri/images/1.jpeg)