ଆଣ୍ଟାସିଡ୍‌ ଏବଂ ପାକସ୍ଥଳୀ

ପେଟଜନିତ କିଛି ସମସ୍ୟା ଥିଲେ ଡାକ୍ତର ଆମକୁ କେତେକ ଔଷଧ ବ୍ୟତୀତ ଆଣ୍ଟାସିଡ୍‌ ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ହେଲେ ଏହାକୁ ଦୀର୍ଘଦିନ ଧରି ଖାଇଲେ ତାହାର ପ୍ରଭାବ ପାକସ୍ଥଳୀ ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ପାକସ୍ଥଳୀଜନିତ ସସମ୍ୟା ଉପରେ ତର୍ଜମା କରିବା ସମୟରେ ସେମାନେ କେତେକ ନୂଆ ତଥ୍ୟ ବିଷୟରେ ଅବଗତ ହୋଇଥିଲେ। ସେଗୁଡିକ ମଧ୍ୟରେ ଥିଲା ଆଣ୍ଟାସିଡ୍‌ ବ୍ୟବହାର। ଅଧିକ ଦିନ ଏହାକୁ ଖାଇଲେ ତାହାର କୁପ୍ରଭାବ ପାକସ୍ଥଳୀ ଉପରେ ପଡିବାର ସେମାନେ ଜାଣିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ କରନ୍ତୁ, ଆଉ ହେବନି କରୋନା…

ନୂଆଦିଲ୍ଲୀ,୨୪।୪: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ତେବେ କେତେକ ଆୟୁର୍ବେଦ ଚିକିତ୍ସା ପଦ୍ଧତିକୁ ବ୍ୟବହାର କଲେ କରୋନାରୁ ଦୂରେଇ ହୋଇ...

ଘରକୁ ସଜାନ୍ତୁ ଏମିତି

ସୁଖଶାନ୍ତିରେ ରହିବା ପାଇଁ ଖାଲିଘରଟିଏ କରିଦେଲେ ହେବ ନାହିଁ। ଘରର ରଙ୍ଗ ଆସବାବପତ୍ର ଓ କେଉଁଠି କେଉଁ ଜାଗାରେ ରଖିବେ ସେସବୁ ମଧ୍ୟ ଜରୁରୀ। ଯାହା...

ବିନା ଓଭନରେ ଏଗ୍‌ଲେସ୍‌ ଭାନିଲା କେକ୍‌

ଆବଶ୍ୟକ ସାମଗ୍ରୀ: ୨ କପ୍‌ ମଇଦା, ୨.୫ ଟି ସ୍ପୁନ୍‌ ବେକିଂ ପାଉଡ଼ର, ଅଧା କପ୍‌ ବଟର, ୧.୫ କପ୍‌ କ୍ୟାଷ୍ଟର ସୁଗାର, ଅଧା କପ୍‌...

କିଶୋରାବସ୍ଥାରେ ଏପରି ନିଅନ୍ତୁ ପିଲାମାନଙ୍କ ସ୍ବାସ୍ଥ୍ୟର ଯତ୍ନ: ଖାଦ୍ୟରେ ସାମିଲ କରନ୍ତୁ ଏସବୁ…

ଶରୀରର ସାମଗ୍ରିକ ବିକାଶ ପାଇଁ ଖାଦ୍ୟରେ ସମସ୍ତ ପୋଷକତତ୍ତ୍ୱ ରହିବା ଅତ୍ୟନ୍ତ ଆବଶ୍ୟକ। କାରଣ ପୋଷକତତ୍ତ୍ୱ ଦ୍ୱାରା ଶରୀରର ବିକାଶ ସାଙ୍ଗକୁ ଉଚ୍ଚତା ମଧ୍ୟ ବୃଦ୍ଧି...

ଉପକାରୀ ପାନୀୟ

* ପାଣି: ସକାଳୁ ଉଠିବା ମାତ୍ରେ ଖାଲି ପେଟରେ କିଛି ପାଣି ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହ କାମ କରିବାକୁ ଫୂର୍ତ୍ତି ଲାଗେ...

ଏସବୁ କାରଣ ଯୋଗୁ ପ୍ରେମ ସମ୍ପର୍କରେ ଆସିଥାଏ ତିକ୍ତତା

ପ୍ରେମରେ ମନୋମାଳିନ୍ୟ ଓ ଛୋଟ ଛୋଟ ଝଗଡ଼ା ସାଧାରଣ କଥା। ହେଲେ ଅନେକ ସମୟରେ ଏହି ଝଗଡ଼ା ସମ୍ପର୍କ ଭାଙ୍ଗିଦେଇଥାଏ। ସାମାନ୍ୟ କଥାରେ ଅଲଗା ହୋଇଯିବା...

ଏସବୁ ପାଇଁ ମହିଳାଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅଧିକ ଦେଖାଦିଏ…

ନୂଆଦିଲ୍ଲୀ: କେତେକ ମହିଳାଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖାଦେଇଥାଏ। ଏହାପଛରେ କିଛି କାରଣ ରହିଛି। ସାଧାରଣତଃ ମହିଳାମାନେ ଘରେ ଅଧିକ ସମୟ କାମ କରନ୍ତି। ସକାଳୁ ଉଠି...

ପନିର୍‌ ମାଜିଷ୍ଟିକ୍‌

ସମ୍ବଲପୁର ସହରର ଜଗନ୍ନାଥ କଲୋନୀ ଛକଠାରେ ମିଡ୍‌ଟାଉନ୍‌ ରେସ୍ତୋରାଁ ଗ୍ରାହକମାନଙ୍କ ରୁଚି ଅନୁସାରେ ପ୍ରସ୍ତୁତ କରୁଛି ସ୍ବାଦିଷ୍ଠ ଖାଦ୍ୟ। ପନିର ମାଜିଷ୍ଟିକ୍‌ ଏହାର ମୁଖ୍ୟ ଡିଶ୍‌।...

Advertisement
Archives

Model This Week