Posted inଜାତୀୟ

ଆଜମ୍‌ ଖାଁଙ୍କୁ ଝଟ୍‌କା: ରଦ୍ଦ ହେଲା ଅବଦୁଲାଙ୍କ ବିଧାୟକ ପଦ

ଲକ୍ଷ୍ନୌ,୧୬।୧୨: ସମାଜବାଦୀ ପାର୍ଟି ଏମ୍‌ପି ଆଜମ୍‌ ଖାଁଙ୍କୁ ବଡ଼ ଝଟ୍‌କା ଲାଗିଛି। ସୋମବାର ଆହ୍ଲାବାଦ୍‌ ହାଇକୋର୍ଟ ତାଙ୍କ ପୁଅ ଅବଦୁଲା ଆଜମ୍‌ଙ୍କ ବିଧାୟକ ପଦକୁ ରଦ୍ଦ କରିଛନ୍ତି। ସେ ସ୍ବାର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୭ରେ ନିର୍ବାଚନ ଲଢ଼ିବା ସମୟରେ ଅବଦୁଲାଙ୍କୁ ୨୫ ବର୍ଷ ହୋଇ ନ ଥିବା ଅଭିଯୋଗ କରି ବିଏସ୍‌ପି ସଦସ୍ୟ ନଓ୍ବାବ୍‌ କାଜିମ୍‌ ଅଲ୍ଲୀଙ୍କ ପକ୍ଷରୁ କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା। ଅବଦୁଲା ମିଥ୍ୟ ତଥ୍ୟ ଏବଂ ପ୍ରମାଣପତ୍ର ଦେଇଥିବା ଅଭିଯୋଗ ହୋଇଥିଲା। କୋର୍ଟଙ୍କ ପକ୍ଷରୁ ମାମଲାର ଶୁଣାଣି କରାଯାଇ ସେପ୍ଟେମ୍ବର ୨୭ରେ ରାୟକୁ ସଂରକ୍ଷିତ ରଖାଯାଇଥିଲା। ବିଚାରପତି ଏସ୍‌.ପି. କେଶରଓ୍ବାନୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ପାଇଁ ସବୁ ଖେଳ

ନୂଆଦିଲ୍ଲୀ,୧୨ା୩: ମାର୍ଚ୍ଚ ୨୬ ତାରିଖରେ ରାଜ୍ୟ ସଭାର ୫୫ ଆସନ ପାଇଁ ନିର୍ବାଚନ ହେବ। ଏପ୍ରିଲରେ ଉଚ୍ଚ ସଦନର ୫୫ ସଦସ୍ୟ ଅବସର ନେବା ପରେ...

ଯୁବକଙ୍କୁ ଚଟକଣି ମାରିଥିବା କଲେକ୍ଟରଙ୍କୁ କାର୍ଯ୍ୟରୁ ହଟାଇଲେ ମୁଖ୍ୟମନ୍ତ୍ରୀ…

ସୁରଜପୁର,୨୩।୫: ଲକ୍‌ଡାଉନ୍‌ ସମୟରେ ଜଣେ ଯୁବକଙ୍କୁ ଚଟକଣି ମାରିଥିବା ଛତିଶଗଡ଼ର ସୁରଜପୁର କଲେକ୍ଟର ରଣବୀର ଶର୍ମାଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା ରଣବୀରଙ୍କୁ...

ପୁଲଓ୍ବାମା ଅବନ୍ତିପୋରାରେ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୫।୪: ଜମ୍ମୁ-କଶ୍ମୀର ପୁଲାଓ୍ବାମା ଜିଲାର ଅବନ୍ତିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଶନିବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୩ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...

ମୋଦିଙ୍କ ସହ ଛାଇ ଭଳି ଥିବା ମହିଳା ଜଣକ କିଏ

ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ୨ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ତାମିଲନାଡୁରେ ପହଞ୍ଚିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ...

ମାସ୍କ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୋପାଳ,୨୩ ।୧୧: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମଣ ସଂଖ୍ୟା । ଏହାକୁ ଦେଖି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମଧ୍ୟପ୍ରଦେଶ...

ହୋଟେଲ କ୍ରିଷ୍ଣାରେ ଅଗ୍ନିକାଣ୍ଡ: ୨ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ,୧୫ ।୮: ରାଜଧାନୀ ଦିଲ୍ଲୀର ଦ୍ୱାରକା ସେକ୍ଟର ୮ରେ ଥିବା ହୋଟେଲ କ୍ରିଷ୍ଣାରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଆଖପାଖରେ ଥିବା ଲୋକେ...

ଅକ୍ସିଜେନ୍ କମ୍ ପାଇଁ ନୁହେଁ ବରଂ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ହୋଇଛି କରୋନା ରୋଗୀଙ୍କ ମୃତ୍ୟୁ!

ନୂଆଦିଲ୍ଲୀ,୨୪ ।୭: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହରେ କରୋନା ମହାମାରୀକୁ ନେଇ ପରିବେଶ ରହିଥିଲା ସରଗରମ । ବିରୋଧୀ କରୋନାର ଦ୍ୱିତୀୟ...

‘ମୋତେ ଝରକା ନ ଥିବା ଘରେ ରଖାଯାଇଛି,ନିଃଶ୍ୱାସ ନେବାରେ କଷ୍ଟ ହେଉଛି’

ମୁମ୍ବାଇ,୪।୮: ମୁମ୍ବାଇର ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କୁ ଅଡୁଆ ବଢିବାରେ ଲାଗିଛି। ଗୁରୁବାର ମୁମ୍ବାଇର ଏକ...

Advertisement
Archives

Model This Week