Posted inଜାତୀୟ

ଆଜମଙ୍କ ଘର ଗେଟ୍‌ରେ ଲାଗିଛି ୮୦ରୁ ଊର୍ଦ୍ଧ୍ୱ ମାମଲାର ନୋଟିସ

ରାମପୁର,୨୪।୯: ଉତ୍ତରପ୍ରଦେଶ ରାମପୁରସ୍ଥିତ ସମାଜବାଦୀ ପାର୍ଟି(ଏସ୍‌ପି)ର ଏମ୍‌ପି ଆଜମ ଖାନଙ୍କ ବାସଭବନର ମୁଖ୍ୟ ଗେଟ ସମ୍ମୁଖରେ ୮୦ରୁ ଊର୍ଦ୍ଧ୍ୱ ମାମଲାରେ କୋର୍ଟଙ୍କ ନୋଟିସ ଲାଗିଥିବା ଦେଖିବାକୁ ମିଳିଛି। ଏହି ନୋଟିସ ଏତେ ମାତ୍ରାରେ ଲାଗିଛି ଯେ ତାଙ୍କ କବାଟ ସମ୍ପୂର୍ଣ୍ଣ ଘୋଡେଇ ହୋଇଯାଇଛି। ଜମି ଦୁର୍ନୀତି ଅଭିଯୋଗରେ ସୋମବାର ପୋଲିସ ତାଙ୍କ ଗେଟ୍‌ରେ ୨୭ଟି ନୋଟିସ ଲଗାଇଛି। ଆଉ ଏହି ନୋଟିସ ଆଜମଙ୍କ ସ୍ତ୍ରୀ ଫାତିମା ଓ ପୁଅ ଅବଦ୍ଦୁଲା ଆଜମଙ୍କ ନାଁରେ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ କୋଭିଡ୍‌-୧୯ର ଦ୍ୱିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ଦାୟୀ ’

ନୂଆଦିଲ୍ଲୀ,୨୮।୫: କୋଭିଡ୍‌-୧୯ର ଦ୍ୱିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟୀ। ଆଉ ଦେଶରେ ଯେଉଁ ଗତିରେ ଟିକାକରଣ ଚାଲିଛି, ବିଭିନ୍ନ ପର୍ଯ୍ୟାୟରେ କରୋନା ସଂକ୍ରମଣ...

ପ୍ରଧାନମନ୍ତ୍ରୀଙ୍କ ରାଗ ଦେଖି ସରକାରୀ ବାବୁ ଛାନିଆ, ପ୍ରସ୍ତୁତ ହେବ ଖାମଖିଆଲି ଅଧିକାରୀଙ୍କ ତାଲିକା…

ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୭ ତମ ପ୍ରଗତି(ପ୍ରୋଟେକ୍ଟିଭ୍‌ ଗଭର୍ନାସ୍‌ ଆଣ୍ଡ୍‌ ଟାଇମ୍‌ଲି ଇମ୍ପ୍ଲିମେଣ୍ଟେଶନ) ବୈଠକରେ ଯୋଗଦେଇ ସରକାରୀ ବାବୁଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରାଗ...

ବଡ ସଫଳତା: ଅସ୍ତ୍ରଶସ୍ତ୍ର ସହ ୪ ଆତଙ୍କବାଦୀଙ୍କୁ ଗିରଫ କଲା ପଞ୍ଜାବ ପୋଲିସ

ଚଣ୍ଡିଗଡ଼,୧୪ ।୮: ସ୍ୱାଧିନତା ଦିବସ ପୂର୍ବରୁ ପଞ୍ଜାବ ପୋଲିସ ଦିଲ୍ଲୀ ପୋଲିସ ସହୟତାରେ ପାକିସ୍ତାନ ଆଇଏସ ସମର୍ଥିତ ଆତଙ୍କ ମଡୁଲ ଉପରୁ ପରଦା ଉଠାଇଛି ।...

୧୦ ବର୍ଷରେ ୧୫ ହଜାର ବାଂଲାଦେଶୀଙ୍କୁ ମିଳିଛି ଭାରତୀୟ ନାଗରିକତ୍ୱ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୫।୨: ଗତ ୧୦ ବର୍ଷ ମଧ୍ୟରେ ୨୧ ହଜାର ୪ ଶହ ୮ଜଣ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ମିଳିଛି। ଏନେଇ ବୁଧବାର ଲୋକ ସଭାରେ ସ୍ବରାଷ୍ଟ୍ର...

ବିଦେଶ ଯାତ୍ରାରେ ନ ଯାଇ ବି ସ୍ପାଇସ୍‌ ଜେଟ୍‌ ପାଇଲଟ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୯।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି। ବିଦେଶରୁ ସ୍ବଦେଶ ଫେରିଥିବା ବହୁ ଭାରତୀୟଙ୍କଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ତେବେ ସ୍ପାଇସ୍‌ ଜେଟ୍‌ର...

ମାଓବାଦୀଙ୍କ ପାଇଁ ନିର୍ମାଣ ହେଉଛି ଟାଉନଶିପ୍‌…

ଦନ୍ତେଓ୍ବାଡ଼ା,୧୨।୮: ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ଲାଗି ଛତିଶଗଡ଼ ଦନ୍ତେଓ୍ବାଡ଼ାରେ ଟାଉନଶିପ୍‌ ନିର୍ମାଣ କରାଯାଉଛି। ସଂଗଠନ ଛାଡ଼ି ଆତ୍ମ ସମର୍ପଣ କରିଥିବା ମାଓବାଦୀମାନଙ୍କ...

ଗୋଟିଏ ପରିବାରର ୪ ସଦସ୍ୟ କଲେ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଏମିତି କଥା…

ଜୟପୁର,୨୨।୨: ରାଜସ୍ଥାନର ସିକରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଗୋଟିଏ ପରିବାରର ୪ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଏହି ପରିବାର ପୁଅ ମୃତ୍ୟୁରେ ମାନସିକ...

ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ସରକାରୀ ନିଯୁକ୍ତି ଯୋଜନା: ପେଶା ଛାଡ଼ିବାକୁ ମନା କଲେ ଭିକାରି

ଲକ୍ଷ୍ନୌ,୨୬।୬: ଉତ୍ତରପ୍ରଦେଶର ଲକ୍ଷ୍ନୌ ନଗର ନିଗମ ପକ୍ଷରୁ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ସରକାରୀ ନିଯୁକ୍ତି ଯୋଜନା କରାଯାଇଛି। ତେବେ ଏହି ଯୋଜନା ଅନ୍ତର୍ଗତ ଚାକିରି...

Advertisement
Archives

Model This Week