Posted inଖେଳ

ଆଗରେ ବିରାଟ ପଛରେ ଅନୁଷ୍କା, ଏମିତି ହୋଟେଲ ଛାଡିଲେ ଭାରତୀୟ ଖେଳାଳି

ଲଣ୍ଡନ, ୧୨।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ୨୦୧୪ ପରେ ପଞ୍ଚମ ଥର ପାଇଁ କୌଣସି ଆଇସିସି ଇଭେଣ୍ଟର ସେମିଫାଇନାଲ କିମ୍ବା ଫାଇନାଲକୁ ଉନ୍ନୀତ ହୋଇଥିଲେ ମଧ୍ୟ ଟାଇଟଲ ହାତେଇବାରେ ବିଫଳ ରହିଛି ଭାରତ। ପରାସ୍ତ ପରେ ଭାରତୀୟ ଦଳରେ ବିଷାଦର ମାହୋଲ ସୃଷ୍ଟି ହୋଇଛି। ଗୁରୁବାର ମାଞ୍ଚେଷ୍ଟରରୁ ହୋଟେଲ ଛାଡିବା ପରେ ଖେଳାଳିଙ୍କ ମୁହଁରୁ ଏହା ସ୍ପଷ୍ଟ ବାରିହୋଇପଡିଥିଲା। ଅଧିନାୟକ ବିରାଟ କୋହଲି ହୋଟେଲ ଛାଡି ଆଗେ ଆଗେ ଯାଉଥିବାବେଳେ ତାଙ୍କ ପଛରେ ଥିଲେ ସ୍ତ୍ରୀ ଅନୁଷ୍କା। ସେହିପରି ରୋହିତ ଶର୍ମା, କେଦାର ଯାଦବ ହୋଟେଲରୁ ବାହାରିଲାବେଳେ ସେଠାରେ ଉପସ୍ଥିତ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ସୂଚନାଯୋଗ୍ୟ, ଟିକେଟ ବୁକିଂ ହୋଇପାରି ନ ଥିବା କାରଣରୁ ଭାରତୀୟ ଦଳ ଜୁଲାଇ ୧୪ରେ ସ୍ବଦେଶ ଫେରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୪ ଘଣ୍ଟାରେ ମୁମ୍ବାଇକୁ ଦ୍ୱିତୀୟ ବଡ଼ ଟାଇଟଲ

ଦିଲ୍ଲ୍ଲୀ,୧୪।୩ : ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଦୁଇଟି ଭିନ୍ନ ଭିନ୍ନ ସ୍ପୋର୍ଟିଂ ଇଭେଣ୍ଟରେ ଦୁଇଟି ଟାଇଟଲ ଅର୍ଜନ କରିଛି। ଶନିବାର ରାତିରେ ପ୍ରଥମ...

ସଚିନଙ୍କ ପୁଅ ଆଇପିଏଲ୍‌ରେ ବିକ୍ରି ହେବା ପରେ ଝିଅ କହିଲେ…

ମୁମ୍ବାଇ,୧୪।୨:ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମ ଶେଷ ହୋଇଛି। ବେଙ୍ଗାଲୁରୁରେ ଆୟୋଜିତ ଦୁଇ ଦିନିଆ ନିଲାମରେ ମୋଟ ୨୦୪ ଖେଳାଳି ବିକ୍ରି...

ରାଜସ୍ଥାନ ରୟାଲ୍ସକୁ ଲାଗିଲା ବଡ଼ ଝଟ୍‌କା: ଟୁର୍ନାମେଣ୍ଟରୁ ବାଦ୍‌ ପଡିଲେ ଏହି ଷ୍ଟାର ଖେଳାଳି

ଚେନ୍ନାଇ,୧୪।୪: ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜସ୍ଥାନ ରୟାଲ୍ସ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଆହାତ ଚଳିତ ସିଜିନରୁ ବାଦ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା କେକେଆର

କୋଲକାତା,୨୩।୪ : ଆଇପିଏଲ-୨୦୨୩ର ୩୩ ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ (କେକେଆର) ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ମଧ୍ୟରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଉଛି। କେକେଆର...

ବାସନ୍ଦ ଦଣ୍ଡକୁ ଚ୍ୟାଲେଞ୍ଜ କରିବେ ସୁମିତ

ନୂଆଦିଲ୍ଲୀ, ୬ା୭ (ପି.ଟି.)- ଡୋପ୍‌ ଟେଷ୍ଟରେ ବିଫଳ ପାଇଁ ହୋଇଥିବା ୨ ବର୍ଷ ବାସନ୍ଦ ଦଣ୍ଡକୁ ଚ୍ୟାଲେଞ୍ଜ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଭାରତୀୟ ରେସ୍‌ଲର...

ବାସ୍କେଟବଲ ଲିଗ୍‌ ସପକ୍ଷରେ ଭୃଗୁବଂଶୀ

ନୂଆଦିଲ୍ଲୀ, ୬।୭(ପି.ଟି.): ଭାରତରେ ପ୍ରତିଭାସମ୍ପନ୍ନ ଖେଳାଳିଙ୍କ ଅଭାବ ନାହିଁ। ଏକ ପେସାଦାର ବାସ୍କେଟବଲ ଲିଗ୍‌ ହୋଇପାରିଲେ ଖେଳାଳିଙ୍କ ପ୍ରଦର୍ଶନ ଅଧିକ ମାର୍ଜିତ ହୋଇପାରିବ ବୋଲି ଅନୁଭବ...

ପିକେଏଲ୍‌: ବେଙ୍ଗାଲୁରୁ, ୟୁ ମୁମ୍ବା ସେମିଫାଇନାଲରେ

ଅହମ୍ମଦାବାଦ, ୧୫।୧୦ (ପି.ଟି.)- ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ବୁଲ୍ସ ଓ ୟୁ ମୁମ୍ବା ଚଳିତ ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌) ୭ମ ସିଜନର ସେମିଫାଇନାଲରେ ପ୍ରବେଶ...

ଅଲିମ୍ପିକ୍‌ ଜ୍ୟୋତିକୁ ଜାପାନରେ ନୀରବ ସ୍ବାଗତ

ହିଗାଶିମାତ୍ସୁଶିମା, ୨୦।୩ (ଏଏଫ୍‌ପି)-କରୋନା ଭାଇରସ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଥିବା ବେଳେ ଏବେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କ ବୃଦ୍ଧିପାଇଛି। ତେବେ ଇତିମଧ୍ୟରେ ଶୁକ୍ରବାର...

Advertisement
Archives

Model This Week