ଆଇସିସି ବିଶ୍ୱକପ୍‌: ଆଜି ଭାରତ-ପାକିସ୍ତାନ ମୁକାବିଲା; ବାଲୁକାକଳାରେ ସୁଦର୍ଶନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର,୧୬।୬(ବ୍ୟୁରୋ): ଆଇସିସିି ବିଶ୍ୱକପ୍‌ର ୨୨ତମ ମ୍ୟାଚ୍‌ରେ ରବିବାର ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ଦଳ ମଧ୍ୟରେ ମୁକାବିଲା ହେବ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ରବେଳାରେ ନିଜ ବାଲୁକାକଳା ମାଧ୍ୟମରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଚାମ୍ପିଅନ୍‌ଙ୍କ ପରି ଖେଳିବାକୁ ସେ ଟିମ୍‌କୁ କହିଛନ୍ତି।


ତେବେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ପଡ଼ିଆରେ ଏହି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଭାରତୀୟ କ୍ରିଡାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଖରାପ ପାଗ ଯୋଗୁ ମ୍ୟାଚ୍‌ ପ୍ରଭାବିତ ହେବା ଆଶଙ୍କା ରହିଛି। ମାତ୍ର ଯଦି ବର୍ଷା ନ ହୁଏ ତେବେ ଏହା ଏକ ଐତିହାସିକ ମ୍ୟାଚ୍‌ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାମସେଦପୁରକୁ ହରାଇଲା ଇଷ୍ଟବେଙ୍ଗଲ

ମାର୍ଗାଓ, ୮ା୩ (ପି.ଟି.)-ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଏସ୍‌ସି ଇଷ୍ଟବେଙ୍ଗଲ ୨-୧ ଗୋଲ୍‌ରେ ଜାମସେଦପୁର ଏଫ୍‌ସିକୁ ହରାଇ ଦେଇଛି।...

‘ମମିତାଙ୍କୁ ନ୍ୟାୟ ଦେବାକୁ ଏହି ବୟସରେ କଳାକୋର୍ଟ ପିନ୍ଧିବି’

ଭୁବନେଶ୍ୱର,୨୮।୧୦:ବହୁ ଚର୍ଚ୍ଚିତ ମମିତା ମେହେର ମାମଲାରେ ଲଢ଼ିବାକୁ ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଗୁରୁବାର ବଲାଙ୍ଗୀରଠାରେ ଗଣମାଧ୍ୟମ ଆଗରେ କହିଛନ୍ତି।...

ବାପା ହେଲେ ଭୁବନେଶ୍ୱର

ଲକ୍ଷ୍ନୌ,୨୪।୧୧: ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର୍‌ ଭୁବନେଶ୍ୱର କୁମାର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବୁଧବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କ...

କ୍ୟାବିନେଟ୍‌ ନିଷ୍ପତ୍ତି: ରଦ୍ଦ ହେଲା ୨୧୪ ଅକାମୀ ଆଇନ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ୧୯୫୦ ମସିହାରୁ ୨୦୧୧ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ୨୧୪ଟି ଆଇନକୁ ରଦ୍ଦ କରାଯାଇଛି। ଆଇନ ବିଭାଗ ଦେଇଥିବା ଏହି ପ୍ରସ୍ତାବକୁ ଅର୍ଥ...

ଭାର୍ଗବୀ ବ୍ରିଜ୍‌ ଉପରେ ଦୁର୍ଘଟଣା: ପୁଅ ସାମ୍ନାରେ ବାପାଙ୍କ ଉପରେ ମାଡ଼ିଗଲା ହାଇଓ୍ବା, ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବାଳକାଟି,୧୦।୮(ଡି.ଏନ୍‌.ଏ.): ସ୍ଥାନୀୟ ଭାର୍ଗବୀ ବ୍ରିଜ୍‌ ଉପରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଳକାଟିରୁ ଭୁବନେଶ୍ୱରରୁ ଯାଉଥିବା ବେଳେ ଏକ ବାଇକ୍‌(ଓଡି-୧୩-ଏଲ୍‌-୬୮୫୫)କୁ ହାଇଓ୍ବା ପଛରୁ...

ବିଜେବି କଲେଜ ଛାତ୍ରଙ୍କୁ ମାଡ଼ ଘଟଣା: ୩ ଗିରଫ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଭୁବନେଶ୍ୱର ବିଜେବି କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ପୋଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରିଛି। ଗିରଫ ଛାତ୍ରମାନେ ହେଲେ...

ପରିପକ୍ୱ ହୋଇପାରିବେ ନାହିଁ ଆଫ୍ରିଦୀ: ଗମ୍ଭୀର

ନୂଆଦିଲ୍ଲୀ,୨୯।୮: ଜମ୍ମୁ-କଶ୍ମୀର ଭାଇଙ୍କ ନିମନ୍ତେ ପାକିସ୍ତାନ ବାସୀଙ୍କ ସହ ଏକତା ଦେଖାଇବା ପାଇଁ ଲାଇନ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି) ଗସ୍ତ କରିବା ପାଇଁ ପୂର୍ବତନ କ୍ରିକେଟର...

ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକବର୍ଷ ପାଇଁ ରାଜ୍ୟରେ ବିଦ୍ୟୁତ୍‌ ଦର ବୃଦ୍ଧି ହେବ ନାହିଁ। ପୂର୍ବ ଦର ଅପରିବର୍ତ୍ତିତ ରହିବ। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି)...

Advertisement
Archives

Model This Week