Posted inଜାତୀୟ

ଆଇଟିବିପି ଶିବିରରେ ଥିବା ଚାଇନା ଫେରନ୍ତା ଭାରତୀୟଙ୍କୁ ଭେଟିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୧୭।୨: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର ଚାଇନାର ଉହାନ ସହରରୁ ପ୍ରଥମ ବ୍ୟାଚରେ ଫେରିଥିବା ଭାରତୀୟଙ୍କୁ ଭେଟିଛନ୍ତି। ଏମାନେ ସମସ୍ତେ ଇଣ୍ଡୋ-ତିବତାନ ବର୍ଡର ପୋଲିସ(ଆଇଟିବିପି)ଯବାନଙ୍କ ଦ୍ୱାରା ଚାଓ୍ବଲାରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ କ୍ୟାମ୍ପରେ ରହିଥିଲେ। ସେଠାରେ ସେମାନଙ୍କର କରୋନା ଭାଇରସ ସମ୍ପର୍କିତ ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା ସରିଯିବା ପରେ ଏବେ ସେମାନେ ଘରକୁ ଫେରିଯିବାକୁ ଅନୁମତି ପାଇଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସରେ ଚାଇନାର ଉହାନ ସହରରେ ସବୁଠାରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଓ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ପାଇବା ପରେ କେନ୍ଦ୍ର ସରକାର ସେଠାରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ବତନ୍ତ୍ର ବିମାନ ପଠାଇଥିଲେ। ଆଉ ଏମାନଙ୍କୁ ଭାରତ ଆଣିବା ପରେ ଚାଓ୍ବଲାରେ ସ୍ବତନ୍ତ୍ର ଭାବେ ତିଆରି କରାଯାଇଥିବା ଶିବିରରେ ରଖି ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ରକ୍ତ ନମୁନା ନେଗେଟିଭ ଆସିବାରୁ ଏବେ ଏହି ଭାରତୀୟଙ୍କୁ ସେମାନଙ୍କ ଘରକୁ ଯିବାକୁ ଅନୁମତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର କଲେ ପୁଅ: ସାରା ରାତି ରହିବା ପରେ ଘଟିଲା…

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀର ବୁରାରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୩୬ ବର୍ଷୀୟ ପୁଅ ନିଶାଗ୍ରସ୍ତ ଅବସ୍ଥାରେ ନିଜ ୭୦ ବର୍ଷୀୟା ବୃଦ୍ଧା…

୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌, ମହିଳାଙ୍କ ପାଇଁ ୪୦,୦୦୦ ଟଙ୍କା ପେନସନ: ବଡ଼ ଘୋଷଣା କଲେ…

ଲକ୍ଷ୍ନୌ,୨୧।୪: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ସୋମବାର ଏକ ବଡ଼ ନିର୍ବାଚନୀ ଘୋଷଣା କରି କହିଛନ୍ତି ଯେ ଯଦି ସମାଜବାଦୀ ପାର୍ଟି ୨୦୨୭ରେ ରାଜ୍ୟରେ…

ଶ୍ୱଶୁରଘର ଗାଁ ଗଛରେ ଝୁଲୁଛି ରାଜସ୍ଥାନୀ ଯୁବକଙ୍କ ମୃତଦେହ, ସ୍ତ୍ରୀଙ୍କ ସହ…

ଉଦଳା,୨୧ା୪(ସନ୍ତୋଷ କୁମାର ବାଚ୍ଛିନୀ): ରାଜସ୍ଥାନୀ ଯୁବକ ହେଲେ ବାହା ହୋଇଥିଲେ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳର ଝିଅକୁ। ଆଉ ବାହାଘର ପରେ ଉଦଳା ଥାନା କୋଚିଳାଡିହା କଇଁଫୁଲିଆ…

ପାକିସ୍ତାନକୁ କାଙ୍ଗାଳ କରିଦେଲା ସାଉଦି ଆରବର ଗୋଟିଏ ନିଷ୍ପତ୍ତି!

ଇସଲାମାବାଦ,୨୧।୪: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନାରେ ସକ୍ରିୟ ଭାବରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନକୁ ଏକ ବଡ଼ କୂଟନୈତିକ ଏବଂ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ…

ପାକିସ୍ତାନକୁ ଚେତାବନୀ ଦେଲା ଭାରତୀୟ ସେନା: ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ…

ନୂଆଦିଲ୍ଲୀ,୨୧।୪: ଆଉ ଗୋଟିଏ ଦିନ ପରେ ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ। ୨୨ ଏପ୍ରିଲ, ୨୦୨୫ ଏହା କେବଳ ଏକ ତାରିଖ ନୁହେଁ, ବରଂ ଏକ ଚିତ୍କାର…

ଭାରତୀୟ ଜାହାଜ ଆଟାକ୍‌କୁ ନେଇ ଭାରତ ପାଇଁ ବାହାରିଲା ଚାଇନା, ଚମକିପଡିଲେ ଟ୍ରମ୍ପ!

ବେଜିଂ,୨୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ହରମୁଜ ପ୍ରଣାଳୀରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଚାଇନା ଏକ ଭାରତୀୟ ଜାହାଜ ସହିତ ଗୁଳିକାଣ୍ଡ ଘଟଣା ସମ୍ପର୍କରେ…

ଏଣିକି ମାସକୁ ୨ଥର ଆସିବ ଦରମା, ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୪: ଯଦି ଆପଣ ମାସକୁ ଦୁଇଥର ଦରମା ପାଇବା ଆରମ୍ଭ କରନ୍ତି, ତେବେ ଆପଣଙ୍କର ଅନେକ ଆର୍ଥିକ ଅସୁବିଧାର ସମାଧାନ ହୋଇପାରିବ। ଭାରତର ପଡ଼ୋଶୀ ଦେଶ ନେପାଳ,…

ମୋଦିଙ୍କ ଝାଲମୁଢି ରାଜନୀତି: ଏହା କେବଳ ୧୦ଟଙ୍କାର କାଗଜ ନୁହେଁ, ବଙ୍ଗଳା ଜିତିବାର…

ନୂଆଦିଲ୍ଲୀ/କୋଲକାତା,୨୧।୪: ରାଜନୀତିରେ, ପ୍ରମୁଖ ରଣନୀତିଗୁଡ଼ିକ ପ୍ରାୟତଃ ଏପରି ମୁହୂର୍ତ୍ତ ମଧ୍ୟରେ ଲୁଚି ରହିଥାଏ ଯାହା ଅତ୍ୟନ୍ତ ସାଧାରଣ ମନେହୁଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରଗ୍ରାମରେ ରାସ୍ତା କଡ଼ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri