ଅସନ୍ତୁଳିତ ଜୀବନଶୈଳୀ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଏକ ସୁବ୍ୟବସ୍ଥିତ ଜୀବନଶୈଳୀ ଅନୁସରଣ କରିବା ପ୍ରାୟ କଷ୍ଟକର। କାରଣ ନିଜ କାର୍ଯ୍ୟକୁ ନେଇ ଅନେକେ ଏତେ ବ୍ୟସ୍ତ ଯେ ସେମାନେ ନିଜର ଶରୀର ପ୍ରତି ଠିକ୍‌ ନଜର ଦେଇପାରି ନ ଥାନ୍ତି। ଫଳରେ ସେମାନେ ଏଥିପାଇଁ କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ପ୍ରଥମେ ନିଜ ଖାଦ୍ୟପେୟକୁ ସନ୍ତୁଳିତ ରଖନ୍ତୁ। ଫାଷ୍ଟଫୁଡ୍‌ ଏବଂ ତେଲଜାତୀୟ ଖାଦ୍ୟଠାରୁ ନିଜକୁ ଯେତେ ଦୂରେଇ ରଖିବେ ତାହା ସେତେ ଭଲ। ପ୍ରତିଦିନ ସକାଳର କିଛି ସମୟ ବ୍ୟାୟାମ ପାଇଁ ରଖିଲେ ତାହାର ସୁପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିଥାଏ। ଏହାସହ ଜୀବନ ତାଲିକାରେ ଯୋଗ, ପ୍ରାଣାୟାମକୁ ସାମିଲ କରନ୍ତୁ। ପ୍ରତିଦିନ ଅତିକମ୍‌ରେ ୬-୭ ଘଣ୍ଟା ଶୁଅନ୍ତୁ। ଦୈନନ୍ଦିନ ଖାଦ୍ୟରେ ସବୁଜ ପନିପରିବା, ତଟକା ଫଳମୂଳ ସାମିଲ କରନ୍ତୁ। ସବୁଠାରୁ ଖାସ୍‌ କଥା ହେଲା ବ୍ୟସ୍ତତା ସତ୍ତ୍ୱେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା କରାଇନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ସମସ୍ୟା ଦୂରକରେ ମୂଳା

ଶୀତଦିନେ ଅଧିକ  ମୂଳା ବଜାରରେ ମିଳିଥାଏ। ତେବେ ନିୟମିତ  ମୂଳା ଖାଇବା ସ୍ବାସ୍ଥ୍ୟ ପାଇଁ  ଉପକାରୀ ହୋଇଥାଏ। ଏଥିରେ ଆୟୋଡିନ୍‌, କ୍ୟାଲସିୟମ ଏବଂ ଆଇରନ ପ୍ରଚୁର...

କଲରାର ଉପକାରୀ ଗୁଣ

କଲରା ପାଟିକୁ ପିତା ଲାଗୁଥିଲେ ବି ଏହା ଶରୀର ପାଇଁ ଖୁବ୍ ଉପକାରୀ । ଏଥିରେ ପ୍ରୋଟିନ, କ୍ୟାଲସିୟମ, କାବ୍ରୋହାଇଡ୍ରେଟ୍ସ, ଫସଫରସ୍ ଓ ଭିଟାମିନ୍ ମିଳିଥାଏ...

ଏସବୁ ଲକ୍ଷଣ ଥିଲେ ହୋଇପାରେ ବ୍ରେନ ଟ୍ୟୁମର

ରୋଗ ଯେତେ ବଡ଼ ହେଉନା କାହିଁକି, ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା କଲେ ଉପଶମ ମିଳିବାର ସମ୍ଭାବନା ବେଶ୍‌ ଅଧିକ ରହିଥାଏ। ତେଣୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ...

ଚାଲିଲେ ହେବେ ଦୀର୍ଘାୟୁ

ଯଦି ଆପଣ ଦୀର୍ଘାୟୁ ଏବଂ ସୁସ୍ଥ ଶରୀର ପାଇବାକୁ ଚାହଁୁଛନ୍ତି ତେବେ ତୀବ୍ର ବେଗରେ ଚାଲିବା ଆରମ୍ଭ କରନ୍ତୁ। ଏହାଦ୍ୱାରା ହୃଦୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର...

ଜାଣନ୍ତୁ ଡିପ୍ରେସନ୍‌ର କାରଣ, ଲକ୍ଷଣ ବିଷୟରେ

ଡିପ୍ରେସନ୍‌ ମାନସିକ ଦୁଃଶ୍ଚିନ୍ତାର ଅନ୍ୟ ନାମ। ଆଜିକାଲିର ଜୀବନଶୈଳୀ ଯୋଗୁ ଅଧିକାଂଶ ଲୋକ ଏଥିରେ ପୀଡିତ ହେଉଛନ୍ତି। ପାରିବାରିକ ଅସୁବିଧା ହେଉ ଅବା ବ୍ୟକ୍ତିଗତ ସମସ୍ୟା...

ବଢ଼ାନ୍ତୁ ପିଲାଙ୍କ ଉଚ୍ଚତା

ପିଲାଙ୍କ ଖାଦ୍ୟରେ ଠିକ୍‌ ମାତ୍ରାରେ ପୋଷଣ ନ ରହିଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିବା ସହିତ ଶାରୀରିକ ବିକାଶ ମଧ୍ୟ ହୋଇ ପାରି ନ...

ଈଶ୍ୱରଙ୍କ ନାମ ଅନୁଯାୟୀ ଶିଶୁର ନାମ ରଖୁଛନ୍ତି କି…

ଘରେ ଶିଶୁଟିଏ ଜନ୍ମନେବା ମାତ୍ରେ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଥାଏ। ଏହା ପରେ ପରିବାର ଲୋକେ ଏକୋଇଶିଆରେ ଗଣକ ଡକାଇ ଶିଶୁର ନାମକରଣ କରି...

ଅତ୍ୟଧିକ ଚିନ୍ତା ବଢ଼ାଏ ମେଦ

ମେଦ ବା ଓଜନ ବୃଦ୍ଧି ଆଜିକାଲି ଏକ ସାଧାରଣ କଥା ପାଲଟିଗଲାଣି। ଅସନ୍ତୁଳିତ ଖାଦ୍ୟ ଏଥିପାଇଁ ଅନେକାଂଶରେ ଦାୟୀ। ହେଲେ ଏହି ତାଲିକାରେ ନିକଟରେ ଏକ...

Advertisement
Archives

Model This Week