Posted inଖେଳ

 ଅଷ୍ଟ୍ରେଲିଆ ଆଗରେ ୩୪୧ ରନର ବିଜୟଲକ୍ଷ୍ୟ

ରାଜକୋଟ,୧୭।୧- ପ୍ରଥମ ଦିନିକିଆରେ ସହଜ ବିଜୟ ହାସଲ କରିଥିବା  ଅଷ୍ଟ୍ରେଲିଆ ଦଳ ଆଗରେ ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ୩୪୧ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି ।   ପ୍ରଥମେ ବ୍ୟାଟିଂ କରିଥିବା ଭାରତ  ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ ହରାଇ ୩୪୦ ରନ୍ କରିଛି। ଦଳ ପାଇଁ ଶିଖର ଧାଓ୍ବନ ସର୍ବାଧତ୍କ ୯୬  ରନ୍‌ର ଇନିଂସ ଖେଳିଥିଲେ । ତାଙ୍କ ବ୍ୟତୀତ ଲୋକେଶ ରାହୁଲ ୮୦, ଅଧିନାୟକ ବିରାଟ କୋହଲି ୭୮ ଓ ରୋହିତ ଶର୍ମା ୪୨  ରନ୍‌ର ଇନିଂସ ଖେଳିଥିଲେ। ଭ୍ରମଣକାରୀ ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୩ ଓ କେନ ରିଚାର୍ଡସନ ୨ ଉଇକେଟ ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ତ୍ରୀ ଜାଣିଲେ ମାରିବେ, କାହିଁକି ଏମିତି କହିଲେ ଏହି କ୍ରିକେଟର୍‌

ଅଷ୍ଟ୍ରେଲିଆ କ୍ରିକେଟର୍‌ ଡେଭିଡ୍‌ ଓ୍ବାର୍ନର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରୁହନ୍ତି। ସେ ଟିକ୍‌ଟକ୍‌ରେ ଭିଡିଓ କରି ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଥାନ୍ତି। ସେ...

‘ ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳିବି ଚିନ୍ତା କରି ନ ଥିଲି’

ମୁମ୍ବାଇ,୨୯।୩ : ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳିବି କଦାପି ଚିନ୍ତା କରି ନ ଥିଲି । ଏଭଳି କହିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର...

ଓସିଏକୁ ପୂର୍ଣ୍ଣ ଅନୁମୋଦନ: ଅନୁଦାନ ପାଇଁ ବାଟ ଫିଟିଲା

କଟକ ଅଫିସ,୧।୮- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)କୁ ପୂର୍ଣ୍ଣ ଅନୁମୋଦନ ମିଳିଛି, ଯାହା ଫଳରେ ଆଗାମୀ ଦିନରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବିଭିନ୍ନ ଅନୁଦାନ ପାଇବା...

ଭାଗବତ ସପ୍ତାହ ପାରାୟଣ: ଶିଶୁଙ୍କ ଦ୍ୱାରା ନୃତ୍ୟ ନାଟିକା ଋକ୍ମିଣୀ ବିବାହ ମଞ୍ଚସ୍ଥ

ହେମଗିର, ୧୯।୪ (ଡି.ଏନ.ଏ)-ଆଧ୍ୟାତ୍ମିକତା ତଥା ଭଗବତ ପ୍ରେମକୁ ପ୍ରତ୍ୟେକ ମାନବ ଜୀବନରେ ପରିସ୍ଫଟ କରିବା ପାଇଁ ହେମଗିର ବ୍ଲକର ଲୁଆବାହାଲଠାରେ ପ୍ରତ୍ୟେକ ବର୍ଷପରି ଏବର୍ଷ ମଧ୍ୟ...

ଏକମାତ୍ର ଟେଷ୍ଟ: ବାଂଲାଦେଶ ସ୍ଥିତି ଦୃଢ଼

ହରାରେ,୧୦।୭: ଜିମ୍ବାଓ୍ବେ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ବାଂଲାଦେଶ ବ୍ୟାଟିଂ ଓ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରି ସ୍ଥିତି ଦୃଢ କରିଛି। ସ୍ଥାନୀୟ ହରାରେ...

ପ୍ରତିଶ୍ରୁତି ରକ୍ଷା କରିବେ ମ୍ୟାକ୍‌ଡୋନାଲ୍ଡ

ସିଡ୍‌ନୀ, ୧୫।୮(ପି.ଟି.)- ଅଷ୍ଟ୍ରେଲିଆର ସିନିୟର ସହକାରୀ କୋଚ୍‌ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ ଆସନ୍ତା ମାସରେ ଦଳସହ ଇଂଲଣ୍ଡ ଗସ୍ତରେ ଯାଇପାରିବେ ନାହିଁ। ପୂର୍ବ ପ୍ରତିଶ୍ରୁତି ଅନୁସାରେ ସେ...

ପଞ୍ଜାବକୁ ୧୪୪ରନ୍‌ର ଟାର୍ଗେଟ

ମୁମ୍ବାଇ,୩।୫: ଚଳିତ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଆସୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟିମ୍‌ ମଙ୍ଗଳବାର ଖେଳାଯାଉଥିବା ମ୍ୟାଚ୍‌ରେ ନିରାଶାଜନକ ପ୍ରଦର୍ଶନ କରିଛି। କେବଳ ସାଇ...

ଗୁଆଙ୍ଗ୍‌ଝୋଉ ଟିମ୍‌ରୁ ହାନ୍‌ଚାଓ ବହିଷ୍କୃତ

ସାଂଘାଇ, ୧୬ା୪ (ଏଏଫ୍‌ପି)-ଚାଇନିଜ ସୁପର ଲିଗ୍‌ ଚାମ୍ପିୟନ ଫୁଟ୍‌ବଲ ଟିମ୍‌ ଗୁଆଙ୍ଗ୍‌ଝୋଉ ଏଭରଗ୍ରେଣ୍ଡ୍‌ ଏହାର ଅନ୍ତର୍ଜାତୀୟ ଓ୍ବିଙ୍ଗର ୟୁ ହାନ୍‌ଚାଓଙ୍କୁ ଦଳରୁ ବହିଷ୍କାର କରିଛି। ନିଜର...

Advertisement
Archives

Model This Week