Posted inଫୁରସତ

ଅଳ୍ପ ବୟସରେ କଠିନ କାମ

ଇଚ୍ଛାଶକ୍ତି ନିକଟରେ ବୟସର ବାଧକତା ହାର ମାନିଥାଏ। ସେଥିଲାଗି ଅଳ୍ପ ବୟସର ପିଲାମାନେ ବି ଅନେକ କଠିନ କାମ କରି ଦେଖେଇଥାନ୍ତି। ଚାଇନାର ଝାଙ୍ଗ୍‌ ହୁଇମିନ୍‌ଙ୍କୁ ଦେଖାଯାଉ। ତାଙ୍କୁ ଯେତେବେଳେ ମାତ୍ର ଆଠବର୍ଷ ହୋଇଥିଲା ସେ ନିଷ୍ପତ୍ତି ନେଇଥିଲେ ମାରାଥନ ଦଉଡ଼ିବେ। ପ୍ରଥମେ ତ ବାପାମା’ଙ୍କର ବିଶ୍ୱାସ ହୋଇ ନ ଥିଲା। କାରଣ ସେମାନଙ୍କ ଦୃଷ୍ଟିରେ ଝାଙ୍ଗ୍‌ ଥିଲେ କୁନି ଝିଅଟେ। ତାକୁ ବୟସ ମାତ୍ର ଆଠବର୍ଷ। ହେଲେ ସେମାନେ ଏକଥା ଜାଣି ନ ଥିଲେ ଯେ, ତା’ର ସେଇ କୁନି କୁନି ପାଦ ଦୁଇଟାରେ ରହିଛି ଅପରିମିତ ଶକ୍ତି । ଝାଙ୍ଗ୍‌ ଚାଇନାର ଦକ୍ଷିଣାଞ୍ଚଳ ସହର ସାନ୍ୟାରୁ ତାଙ୍କର ଦୌଡ଼ ଆରମ୍ଭ କରିଥିଲେ। ଆଉ ସଫଳତାର ସହିତ ବେଜିଂ ସହରରେ ପହଞ୍ଚତ୍ଥିଲେ। ଏହି ମାଇଲ୍‌ଖୁଣ୍ଟ ଅତିକ୍ରମ କରିବାକୁ ତାଙ୍କୁ ଲାଗିଥିଲା ୫୫ଦିନ। ଝାଙ୍ଗ୍‌ଙ୍କ ସହିିତ ତାଙ୍କର ବାପା ଓ ଅନ୍ୟମାନେ ବି ତାଳ ଦେଇଥିଲେ। ତେବେ ସେମାନେ କେତେବେଳେ ସାଇକେଲ୍‌ରେ ତ କେତେବେଳେ ଗାଡ଼ିରେ ଯାଇ ତାଙ୍କର ଉତ୍ସାହ ବଢ଼ାଉଥିଲେ। ଏବେ ଝାଙ୍ଗ୍‌ଙ୍କୁ ୨୦ବର୍ଷ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରେ ବିଳମ୍ବ ହେଉଥିଲେ…

କୁହାଯାଏ, ବିବାହ ଭଗବାନଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥାଏ ଆଉ ନିର୍ଦ୍ଦିଷ୍ଟ ସମୟ ଆସିଲେ ତାହା ହୁଏ। ତଥାପି ଜଣ ଜଣଙ୍କ କ୍ଷେତ୍ରରେ ବିବାହକୁ ନେଇ ବହୁ...

ଲକ୍ଷଣ ନ ଥାଇ ୭୧ଜଣଙ୍କୁ ସଂକ୍ରମିତ କଲେ ଚାଇନାର ମହିଳା, ଜଣାପଡ଼ିବାବେଳକୁ..

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବାକୁ ନେଇ ଲୋକମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା...

ଫ୍ୟାଶନରେ ଚୋକର ଟପ୍ସ

ଯେକୌଣସି ଅକେଜନ୍‌ ହେଉ ନା କାହିଁକି ଜିନ୍ସ ଓ ଟପ୍ସ ପିନ୍ଧିଲେ କମ୍ଫଟେବଲ ଲାଗିଥାଏ ବୋଲି ଅନେକଙ୍କର ମତ ଥାଏ। ଏପରିକି କେହି କେହି ପାର୍ଟି,...

ଚାକିରି ଛାଡିଥିବା ମଡେଲ୍‌ଙ୍କ ଦାବି: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କଠାରୁ କରିବି ଅଧିକ ରୋଜଗାର, ଜାଣନ୍ତୁ କିପରି

ବ୍ରିଟେନ୍‌ର ୨୪ ବର୍ଷୀୟ ମଡେଲ ଆଲିଆ ମର୍ସିଡିଜ ଦାବି କରିଛନ୍ତି, ସେ ଚଳିତ ବର୍ଷ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କଠାରୁ ଅଧିକ ରୋଜଗାର କରିବାକୁ ଯାଉଛନ୍ତି।...

ସକାଳର ଅପେକ୍ଷାରେ…

ପ୍ରତ୍ୟେକ ମା,ବାପା ସନ୍ତାନ ଜନ୍ମପରେ ତାଙ୍କ ଭବିଷ୍ୟତ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି, ମାତ୍ର ପରିସ୍ଥିତି ବେଳେବେଳେ ସେସବୁକୁ ବଦଳେଇଦିଏ। ଯେଉଁଥିରେ କି ସେମାନଙ୍କ ଭବିଷ୍ୟତ...

ମହିଳାଙ୍କ ମୁହଁରେ ହସ ଫୁଟାଉଛି ଗୋଲାପି ବସ୍‌, ଏଥିରେ ରହିଛି ଅନେକ ସୁବିଧା

ପୁଣେ ସହରରେ ଗୋଲାପି ରଙ୍ଗର ବସ୍‌ ମହିଳାଙ୍କ ମୁହଁରେ ବେଶ୍‌ ହସ ଫୁଟାଇଛି। କାରଣ ଏଥିରେ ମହିଳାଙ୍କ ପାଇଁ ଶୌଚାଳୟ, କ୍ୟାଣ୍ଟିନ୍‌, ଫିଡିଂ ରୁମ୍‌ ଏବଂ...

ଏହି ଫୁଲକୁ ଭାରତରେ ପ୍ରତିଦିନ ପସନ୍ଦ କରୁଛନ୍ତି ୯୦ ଲକ୍ଷରୁ ଅଧିକ ଲୋକ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା

ଏମିତି ଏକ ଫୁଲ ଅଛି, ଯାହାକୁ ଲୋକେ ଆଜିକାଲି ବହୁତ ପସନ୍ଦ କରୁଛନ୍ତି। ବିଶେଷକରି ଭାରତରେ ଏହି ଫୁଲକୁ ପ୍ରତିଦିନ ପ୍ରାୟ ୯୦ ଲକ୍ଷ ଲୋକ...

ବାଉଁଶର ଇକୋଫ୍ରେଣ୍ଡଲୀ କାର୍‌

ପରିବେଶ ପ୍ରଦୂଷଣକୁ ନଜରରେ ରଖି ବିଭିନ୍ନ ଇକୋଫ୍ରେଣ୍ଡଲୀ ଜିନିଷ ତିଆରି ହେଉଛି। ଆଉ କେରଳ ଥିରୁଭାନନ୍ତପୁରମ୍‌ର ବାର୍ଟନ ହିଲ୍‌ସ୍ଥ ସରକାରୀ ଇଞ୍ଜିନିୟରିଂ କଲେଜର ଛାତ୍ରମାନେ ତିଆରି...

Advertisement
Archives

Model This Week