Posted inଜାତୀୟ

ଅଯୋଧ୍ୟାରେ ୪ ମାସ ମଧ୍ୟରେ ନିର୍ମାଣ କରାଯିବ ରାମମନ୍ଦିର: ଶାହ

ରାଞ୍ଚି,୧୬।୧୨: ଅଯୋଧ୍ୟାରେ ୪ ମାସ ମଧ୍ୟରେ ରାମମନ୍ଦିର ନିର୍ମାଣ କରାଯିବ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡର ପାକୁଡ଼ଠାରେ ଏକ ନିର୍ବାଚନ ସଭାରେ କହିଛନ୍ତି। ନେଇ ସୁପ୍ରିମ୍‌କୋର୍ଟ ରାୟ ଦେଇ ସାରିଛନ୍ତି। ବହୁ ବର୍ଷ ଧରି ରାମମନ୍ଦିର ନିର୍ମାଣ ପାଇଁ ଦାବି ହେଉଥିଲା। ତେବେ କଂଗ୍ରେସ ଦଳର ଆଇନଜୀବୀ କୋର୍ଟରେ ଏହାର ସମାଧାନର ପଥକୁ ବନ୍ଦ କରିଦେଇଥିଲେ। ମାତ୍ର ଏବେ ଆଉ କୌଣସି ବାଧା ନାହିଁ ବୋଲି ଶାହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିମାଚଳ ପ୍ରଦେଶରେ ଏଏପିକୁ ଶକ୍ତ ଧକ୍କା

କୁଲୁ,୧୦ା୧୨: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ରାଜ୍ୟର ତୃତୀୟ ତଥା ଶ୍ରେଷ୍ଠ ବିକଳ୍ପ ଦଳ ଭାବେ...

ବର୍ଷାରେ ସୂର୍ଯ୍ୟମନ୍ଦିରର ଦୃଶ୍ୟ ଶେୟାର କଲେ ମୋଦି

ନୂଆଦିଲ୍ଲୀ, ୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟୁଇଟର ଆକାଉଣ୍ଟରେ ବର୍ଷାର ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ବର୍ଷା ସମୟରେ ଗୁଜରାଟର ମୋଢେରା...

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ଲାଗିଲା ନିଆଁ: ନୌସେନା ଅଧିକାରୀ ଶହୀଦ

କରଓ୍ବର,୨୬।୪: କର୍ନାଟକର କରଓ୍ବର ବିମାନ ବନ୍ଦରରେ ଶୁକ୍ରବାର ଯୁଦ୍ଧ ଜାହଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ପ୍ରବେଶ କରିବା ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ...

ନିଜ ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ: ପନ୍ତଙ୍କ ଜୀବନ ରକ୍ଷା କରିଥିବା ଦେବଦୂତ ହେଲେ ସମ୍ମାନିତ

ଡେରାଡୁନ,୨୬।୧: ଟିମ୍‌ ଇଣ୍ଡିଆର ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗତ ଡିସେମ୍ବରରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ସେହି ସମୟରେ...

ବାତ୍ୟା ‘ବୁରେଭି’କୁ ନେଇ ତାମିଲନାଡୁ, କେରଳରେ ହାଇ ଆଲର୍ଟ : ଡିସେମ୍ବର ୪ରେ ଛୁଇଁପାରେ ସ୍ଥଳଭାଗ

ନୂଆଦିଲ୍ଲୀ,୩ ।୧୨: ଏବେ ସ୍ଥଳଭାଗ ମୁହାଁ ଆଉ ଏକ ବାତ୍ୟା ‘ବୁରେଭି’ । ଏହା କେରଳ ଓ ତାମିଲନାଡୁରେ ତାଣ୍ଡବ ରଚିପାରେ ବୋଲି ପୂର୍ବାନୁମାନ କରିଛି...

ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୯୨୩...

ସୁଧୁରୁନି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା: ଆର୍ମି ହସ୍ପିଟାଲ

ନୂଆଦିଲ୍ଲୀ,୧୭।୮: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସୋମବାର ସକାଳୁ ପୁଣିଥରେ ବିଗିଡି ଯାଇଥିବା ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ ସୂଚନା...

ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଚାଙ୍ଗୁ ବଜାଇ ପ୍ରଚାର କରୁଛନ୍ତି ଛେଦୁ…

ସିରାଥୁ, ୧୬।୨ : ଉତ୍ତରପ୍ରଦେଶର କୌଶମ୍ଭିର ହଟ୍‌ ବିଧାନସଭା ଆସନ ଭାବେ ସିରାଥୁକୁ ବିବେଚନା କରାଯାଉଛି। ଏଠାରୁ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ନିର୍ବାଚନ ଲଢୁଛନ୍ତି।...

Advertisement
Archives

Model This Week