ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କ ପରଲୋକ

ମୁମ୍ବାଇ,୧୫।୮: ଟେଲିଭିଜନ ଦୁନିଆର ଲୋକପ୍ରିୟ ଧାରାବାହିକ ‘କୁଲ୍‌ଫି କୁମାର ବାଜଓ୍ବୋଲା’ର ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ଗୁରୁବାର ପରଲୋକ ହୋଇଛି। ଫୁସ୍‌ଫୁସ୍‌ ଓ ହୃଦରୋଗ ସମସ୍ୟାରେ ପୀଡିତ ଥିବା ବିଦ୍ୟା ଗୁରୁତର ଅବସ୍ଥାରେ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ କିଛି ସମୟ ପାଇଁ ଭେଣ୍ଟିଲେଟରରେ ରହିଥିଲେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇ ପାରି ନ ଥିଲେ। ଶେଷଥର ପାଇଁ ସେ ସଲମାନଙ୍କ ଅଭିନୀତ ଫିଲ୍ମ ‘ବଡି ଗାର୍ଡ’ରେ ଅଭିନୟ କରିଥିଲେ। ତେବେ ଚଳଚ୍ଚିତ୍ର ଅପେକ୍ଷା ସେ ଟେଲି ଅଭିନେତ୍ରୀ ଭାବେ ବେଶ୍‌ ପରିଚିତ ଥିଲେ। ୧୯୪୭ରେ ଜନ୍ମିତ ବିଦ୍ୟାଙ୍କ ଗୋଟିଏ ଝିଅ ରହିଛନ୍ତି। ସେ ଦୁଇ ଦୁଇଥର ବିବାହ କରିଥିଲେ ମଧ୍ୟ ତାଙ୍କ ସାଂସାରିକ ଜୀବନ ସୁଖମୟ ନ ଥିଲା ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଚୁମ୍ବନରୁ କ୍ୟାରିୟର ଆରମ୍ଭ କରିଥିଲେ ଏହି ଅଭିନେତ୍ରୀ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତଙ୍କ ୨୦୦୩ ମସିହାରେ ଫିଲ୍ମ ‘ଖ୍ବାହିଶ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ପ୍ରଥମ ଚଳଚ୍ଚିତ୍ରରେ ୧୭ଟି ଚୁମ୍ବନ ଦୃଶ୍ୟ ସହିତ...

ଗୀତ ପାଇଁ ଗୀତା

ଦୀର୍ଘ ୫ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରେଡ଼ିଓ, ଟିଭି ଓ ଚଳଚ୍ଚିତ୍ରରେ ଭଜନ, ଜଣାଣ, ଗୀତ ଓ ସୁଗମ ସଙ୍ଗୀତରେ ତାଙ୍କ କଣ୍ଠସ୍ବର ସବୁବର୍ଗର ଶ୍ରୋତାଙ୍କ...

ଲାଲୁଙ୍କୁ ଭେଟିଲେ ମୁଲାୟମ୍‌: ଆରଜେଡି ମୁଖ୍ୟ କହିଲେ, ଦେଶରେ ରହିଛି ସମାଜବାଦର ଆବଶ୍ୟକତା

ନୂଆଦିଲ୍ଲୀ,୨।୮: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ହେଲେ ଏହାପୂର୍ବରୁ ରାଜନୈତିକ ସରଗରମ ଦେଖାଦେଇଛି। ବିଭିନ୍ନ ଦଳ ମେଣ୍ଟ କରୁଥିବା ବେଳେ ଅନେକ...

ଏମବିବିଏସରେ ନାମଲେଖା ପରେ ୧୦ ବର୍ଷ ପର୍ଯ୍ୟନ୍ତ ଦେଇ ହେବ ନେକ୍ସଟ ପରୀକ୍ଷା: ବୋର୍ଡ ଗଠନ ପାଇଁ ଏନଏମସି ନିଷ୍ପତ୍ତି…

ନୂଆଦିଲ୍ଲୀ,୧୮।୧ : ଚଳିତ ବର୍ଷ ଦେଶର ଡାକ୍ତରୀ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ ହେବାକୁ ଥିବା ନେକ୍ସଟ ପରୀକ୍ଷା ପ୍ରକ୍ରିୟା,ଏମବିବିଏସରେ ନାମଲେଖା ପରେ ୧୦ ବର୍ଷ ପାଇଁ...

ଦେଶ ବିରୋଧରେ ଭୁଲ ଖବର ପ୍ରଚାର ପ୍ରସାର କରୁଥିବା ୱେବସାଇଟ ଓ ଚ୍ୟାନେଲକୁ କରାଯିବ ବ୍ଲକ

ନୂଆଦିଲ୍ଲୀ,୨୦ ।୧: ଦେଶ ବିରୋଧି ଖବର ପ୍ରଚାର ପ୍ରସାର କରୁଥିବା ୨୦ ୟୁଟ୍ୟୁବ ଚ୍ୟାନେଲ ଓ ୨ ୱେବସାଇଟକୁ ବନ୍ଦ କରିବା ପରେ ଏବେ ସୂଚନା...

ସାମନାରେ ଭାଜପାକୁ ଟାର୍ଗେଟ କଲା ଶିବସେନା: ବେକାରୀ ବୃଦ୍ଧି, କଶ୍ମୀର ଅଶାନ୍ତ, ହେଲେ ବିଶ୍ୱକୁ ମାର୍ଗଦର୍ଶନ ଦେଉଥିବା ମୋଦି ଚୁପ

ମୁମ୍ବାଇ,୨୯ ।୫: ଶିବସେନା ତା’ର ମୁଖପତ୍ର ସାମନା ଜରିଆରେ ଦେଶରେ ବେକାରୀ, କଶ୍ମୀର ସମସ୍ୟା ଓ ଜ୍ଞାନବ୍ୟାପି ମସଜିଦ ଭଳି ବିଷୟକୁ ନେଇ ଭାରତୀୟ ଜନତା...

ପରିଯୋଜନା ପୂରଣ କରିବାରେ ସଡ଼କ ପରିବହନ ବିଭାଗ ପଛୁଆ, ବିଳମ୍ବରେ କାର୍ଯ୍ୟ କରୁଛି ୨୪୩ ପ୍ରକଳ୍ପ…

ନୂଆଦିଲ୍ଲୀ,୨୭।୧୧ : ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାରେ ସଡକ ପରିବହନ ଏବଂ ରାଜପଥ ବିଭାଗ ପଛରେ ପଡିଛି। ବିଭାଗର ୨୪୩ ଟି ପ୍ରକଳ୍ପ...

ଅରୁଣାଚଳ ପ୍ରଦେଶରେ ଚାଇନାର ଅନୁପ୍ରବେଶ ଉଦ୍ୟମ: ନାଳରେ ତିଆରି କଲା କାଠ ପୋଲ

ଇଟାନଗର,୪।୯: ଅରୁଣାଚଳ ପ୍ରଦେଶରେ ପୁଣି ଥରେ ଚାଇନା ଅନୁପ୍ରବେଶ ଉଦ୍ୟମ କରିଥିବା ଜଣାପଡ଼ିଛି। ଚାଇନାର ଡ୍ରାଗନ ସେନା ଅଞ୍ଜଓ୍ବା ଜିଲାର ଚାଗଲଗମ ଗାଁ ନିକଟରେ ଥିବା...

Advertisement
Archives

Model This Week