Posted inଜାତୀୟ

ଅଫିସରଙ୍କୁ ଚେତାବନୀ ଦେଇଛନ୍ତି ଗଡ଼କରୀ: ୮ ଦିନରେ କାମ ନ ହେଲେ ଲୋକଙ୍କୁ କହି ଆରମ୍ଭ ହେବ ମାଡ଼

ନୂଆଦିଲ୍ଲୀ,୧୮।୮: କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ଏକ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଆର୍‌ଏସ୍‌ଏସ୍‌ ଦ୍ୱାରା ପରିଚାଳିତ ଲଘୁ ଉଦ୍ୟୋଗ ଭାରତୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନୀତୀନ କହିଛନ୍ତି ଯେ, ମୋ ବିଭାଗର ଅଫିସରଙ୍କୁ ଚେତାବନୀ ଦିଆଯାଇଛି। ସେମାନଙ୍କୁ ୮ ଦିନରେ କାମ ଶେଷ କରିବାକୁ କୁହାଯାଇଛି। ଏହା ନ ହେଲେ ଲୋକଙ୍କୁ କହି ମାଡ଼ ଆରମ୍ଭ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି। ନୀତୀନଙ୍କ ଏହି ମନ୍ତବ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନାରେ ଯୋଗଦେଲେ ସଲମାନଙ୍କ ବଡିଗାର୍ଡ ଶେରା

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୩ ଦିନ ବାକିଥିବା ବେଳେ ଶୁକ୍ରବାର ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କ ବଡିଗାର୍ଡ ଗୁରମିତ ସିଂ(ଶେରା) ରାଜନୀତିରେ...

୨୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ସୋମବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ ହଜାର...

କ୍ରିକେଟ ଖେଳିଲେ ଫଡନବିସ-ଗଡକରି

ମୁମ୍ବାଇ,୨୫।୧: କେନ୍ଦ୍ରମନ୍ତ୍ରୀ ନିତିନ ଗଡକରି ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିସଙ୍କ କ୍ରିକେଟ ଖେଳ ଏବେ ସବୁଠି...

ରାତିରେ ସେଓ ଖାଇଲେ କ’ଣ ହୁଏ …

ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ତେବେ ଏହାକୁ ଦିନର କେତେକ ନିର୍ଦ୍ଦିଷ୍ଟ ସମୟରେ ଖାଇବା ଆବଶ୍ୟକ।  ଦିନରେ ଖାଦ୍ୟ ଖାଇ ସାରିବାର ଅଧଘଣ୍ଟା କିମ୍ବା...

ସର୍ବାଧିକ ସର୍ଚ୍ଚ ପ୍ରଶ୍ନ ‘ସେଲ୍ଫ କେୟାର’

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଚିକିତ୍ସା ପାଇଁ ଔଷଧ ନ ଥିବାରୁ ଡାକ୍ତର, ବିଶେଷଜ୍ଞମାନେ ନିଜ ନିଜ ଶରୀରର ଯତ୍ନ ନେବା ଉପରେ ଗୁରୁତ୍ୱ ଦେଉଛନ୍ତି।...

ନୂଆ ଲେବର କୋଡ୍‌, ସପ୍ତାହରେ ୩ ଦିନ ଛୁଟି…

ନୂଆଦିଲ୍ଲୀ, ୨୮।୬ : ଦେଶର ଲେବର ଲେବର(ଶ୍ରମ ସଂହିତା)ରେ ସରକାର ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଖବର ଅନୁଯାୟୀ, ଜୁଲାଇ ୧ ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ...

ଚାର୍ଜ ବେଳେ ଇଲେକ୍ଟ୍ରିକ୍‌ ସ୍କୁଟର ବ୍ୟାଟେରି ବିସ୍ଫୋରଣ, ଚାଲିଗଲା ବୃଦ୍ଧଙ୍କ ଜୀବନ

ହାଇଦ୍ରାବାଦ,୨୨।୪: ତେଲଙ୍ଗାନା ନିଜାମାବାଦ ଜିଲାରେ ଏକ ଅଘଟଣ ଘଟିଛି। ଚାର୍ଜରେ ବସିଥିବା ଏକ ଇଲେକ୍ଟ୍ରିକ ସ୍କୁଟର ବ୍ୟାଟେରି ବିସ୍ଫୋରଣ ହେବାରୁ ଜଣେ ୮୦ ବର୍ଷ ବୟସ୍କ...

ନୂପୁର ଶର୍ମାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୭ା୬: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନୂପୁର ଶର୍ମାଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି। ଏ ନେଇ ତାଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ...

Advertisement
Archives

Model This Week