ଅନ୍ତର୍ଜାତୀୟ ଯୋଗ ଦିବସରେ ଯବାନଙ୍କ ସହ ଯୋଗ କଲା ଡଗ୍‌ ସ୍କ୍ବାଡ

ଶ୍ରୀନଗର,୨୧।୬: ଅନ୍ତର୍ଜାତୀୟ ଦିବସ ଅବସରରେ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଞ୍ଚିରେ ଜନସାଧାରଣଙ୍କ ସହ ଯୋଗ କରିଛନ୍ତି। ଯୋଗ ଦିବସ ଅବସରରେ ନେତା ମନ୍ତ୍ରୀ, ବଲିଉଡ୍‌ କଳାକାରଙ୍କ ସହ ଯବାନମାନେ ମଧ୍ୟ ଯୋଗାସନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜମ୍ମୁରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ବିଏସଏଫ ଯବାନଙ୍କ ସହ ଡଗ ସ୍କ୍ବାଡ ମଧ୍ୟ ଯୋଗ କରିଥିବା ନଜର ଆସିଛି। ଜମ୍ମୁରେ ବର୍ଡର ସିକ୍ୟୁରିଟି ଫୋର୍ସର ଡଗ ସ୍କ୍ବାଡ ନିଜ ପ୍ରଶିକ୍ଷକଙ୍କ ସହ ଯୋଗ କରିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଆ କରୋନା ମୁକ୍ତ, ଆସିପାରିବେ ସ୍ଥାନୀୟ ପର୍ଯ୍ୟଟକ: ରାଜ୍ୟପାଳ

ପଣଜୀ,୨୩।୫: ଗୋଆ ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ଗୋଆ ଏକେ କରୋନା...

ଆଇଏନ୍‌ଏସ୍ ଭେଲା: ନୌସେନାର ଶକ୍ତି, ବୃଦ୍ଧି କରିବ ସମୁଦ୍ରର ‘ସାଇଲେଣ୍ଟ କିଲର’

ନୂଆଦିଲ୍ଲୀ,୨୫ ।୧୧: ଦେଶ ଲଗାତାର ଭାବେ ତା’ର ସେନା ଶକ୍ତିକୁ ବୃଦ୍ଧି କରି ଚାଲିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଝାନ୍‌ସୀରେ...

ମଝି ସମୁଦ୍ରରେ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ କୋଷ୍ଟ ଗାର୍ଡ

ଗାନ୍ଧିନଗର,୨୭ ।୧୧: ଗୁଜରାଟ କଚ୍ଛର ସମୁଦ୍ର କୂଳରେ ଶୁକ୍ରବାର ରାତିରେ ଏକ ବଡ ଘଟଣା ଘଟିଛି । ଏଠାରେ ଦୁଇ ପାଣି ଜାହାଜ ପରସ୍ପର ମଧ୍ୟରେ...

ରାଜଧାନୀରେ ତୃତୀୟ ‘ମଙ୍କିପକ୍ସ’ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨।୮: ଦିଲ୍ଲୀରେ ରହୁଥିବା ଅନ୍ୟ ଜଣେ ନାଇଜେରିଆ ବ୍ୟକ୍ତି ମଙ୍ଗଳବାର ‘ମଙ୍କିପକ୍ସ’ଆକ୍ରାନ୍ତ ହୋଇଛନ୍ତି। ଏନେଇ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ଉକ୍ତ ବ୍ୟକ୍ତିଙ୍କର କିଛି ଦିନ...

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍‌ପିମାନେ ନେବେ କରୋନା ଟିକା!

ନୂଆଦିଲ୍ଲୀ,୨୧ ।୧: ଦେଶରେ କରୋନା ବିରୋଧରେ ଲଢିବାକୁ ଭ୍ୟାକ୍ସିନେଶନ ପ୍ରୋଗ୍ରାମ ଆରମ୍ଭ ହୋଇସାରିଛି । ଭ୍ୟାକ୍ସିନେଶନର ପ୍ରଥମ ପର୍ଯ୍ୟାୟରେ ହେଲ୍‌ଥ ୱାର୍କର ଓ ଫ୍ରଣ୍ଟ ଲାଇନ୍...

ଯୌନ ସମ୍ପର୍କ ନ ରଖିବାରୁ ବାଳିକାଙ୍କୁ ହତ୍ୟା

ଗୁଆହାଟୀ, ୨୨ା୧୦:ଆସାମର ନଅଗାଁ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌନ ସମ୍ପର୍କ ରଖିବା ପାଇଁ ମନାକରିବାରୁ ଜଣେ ୬ ବର୍ଷୀୟା ବାଳିକାଙ୍କୁ ପର୍ନ ଅଭ୍ୟସ୍ତ...

ଏନକାଉଣ୍ଟରରେ ଗଲା ୨ ବ୍ୟବସାୟୀଙ୍କ ଜୀବନ

ଶ୍ରୀନଗର,୧୬।୧୧: ଜମ୍ମୁ-କଶ୍ମୀରର ଶ୍ରୀନଗରଠାରେ ଆତଙ୍କବାଦୀ ବିରୋଧୀ ଅପରେଶନ ବେଳେ ୪ ଜଣ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ବ୍ୟବସାୟୀ ଥିବା ଜଣାପଡ଼ିଛି। ପୋଲିସ...

କରୋନା ପଜିଟିଭ ଭାବି ଆଉ ଜଣଙ୍କ ଶବ ଦାହ କଲେ ହସ୍ପିଟାଲ କର୍ତ୍ତୃପକ୍ଷ

ଫରିଦାବାଦ, ୨୦।୬- ହରିୟାଣାର ଜଣାଶୁଣା ସହର ଫରିଦାବାଦରେ ଶନିବାର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ସ୍ଥାନୀୟ ସିଭିଲ ହସ୍ପିଟାଲ କର୍ତ୍ତୃପକ୍ଷ...

Advertisement
Archives

Model This Week