ଅନୁତାପ କରୁଛନ୍ତି ଜାହ୍ନବୀ

ସାମାନ୍ୟ ବୁଝାମଣା ଅଭାବରୁ ବେଳେବେଳେ ସୁବର୍ଣ୍ଣ ସୁଯୋଗ ହାତଛଡା ହୋଇଯାଇଥାଏ। ପରେ ଏ ନେଇ ଯେତେ ଚିନ୍ତା କଲେ କିଛି ଲାଭ ହୁଏନା। ଦେଖୁନାହାନ୍ତି, ଜାହ୍ନବୀ କପୁର କେମିତି ଏକ ଅଫରକୁ ଏବେ ବି ମନେ ପକାଇ ଅନୁତାପ କରୁଛନ୍ତି। ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ତାଙ୍କୁ ବିଶିଷ୍ଟ ଅଭିନେତା ମହେଶ ବାବୁଙ୍କ ଅପୋଜିଟ୍‌ରେ କାଷ୍ଟିଂ କରାଯାଇଥିଲା। ଯେତେବେଳେ ଏ ନେଇ ତାଙ୍କୁ ଯୋଗାଯୋଗ କରାଗଲା ସେ ମନା କରିଦେଇଥିଲେ। ସେତେବେଳେ ପ୍ରଯୋଜନା ସଂସ୍ଥା ମଧ୍ୟ ଜାହ୍ନବୀଙ୍କୁ ନେଇ ଆଉ ଆଗକୁ ଆଗେଇ ନ ଥିଲେ ଏବଂ ତାଙ୍କ ସ୍ଥାନରେ ଆଉ ଜଣେ ଅଭିନେତ୍ରୀଙ୍କୁ ନିଆଯାଇଥିଲା। ଠିକ୍‌ ସେମିତି ‘ସିମ୍ବା’ର ନାୟିକା ଚୟନ ସମୟରେ ତାଙ୍କୁ ଯୋଗାଯୋଗ କରାଗଲା। ଯଦି ସେ ରାଜି ହୋଇଥାଆନ୍ତେ ତେବେ ରଣବୀର ସିଂଙ୍କ ସହ ସ୍କ୍ରିନ୍‌ ସେୟାର କରିଥାଆନ୍ତେ। ହେଲେ ଏଭଳି ଅଫରକୁ ମଧ୍ୟ ପ୍ରତ୍ୟାଖାନ କରିଥିଲେ ଶ୍ରୀଦେବୀ ତନୟା। ଶେଷରେ ‘ଧଡକ୍‌’ ସିନେମାରେ ତାଙ୍କୁ ବ୍ରେକ୍‌ ମିଳିଥିଲା ଏବଂ ଫିଲ୍ମଟି ଆଶାନୁରୂପ ସଫଳତା ମଧ୍ୟ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଇଟମ୍‌କୁ ନା

ନବାଗତା ଅନନ୍ୟା ପାଣ୍ଡେ। ଚଙ୍କି ପାଣ୍ଡେଙ୍କ ଏହି କନ୍ୟା ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ,...

ମୁଁ ସନ୍ନି ଲିଓନ ନୁହେଁ, ଦୟାକରି ମୋତେ ଫୋନ୍‌ କରନ୍ତୁ ନାହିଁ

ନୂଆଦିଲ୍ଲୀ,୩୦।୭: ପର୍ନ ଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ପାଲଟି ଥିବା ସନ୍ନି ଲିଓନ ଘରେ ଘରେ ବେଶ୍‌ ପରିଚିତ। ଏବେ କିନ୍ତୁ ତାଙ୍କ ନାଁକୁ ନେଇ ଜଣେ...

ନୂଆ ଘରେ ଦୀପିକା-ରଣବୀର

ମୁମ୍ବାଇ: ନୂଆ ଘରକୁ ପ୍ରବେଶ କଲେ ବଲିଉଡ୍‌ ଅଭିନେତା ରଣବୀର ସିଂ ଓ ସ୍ତ୍ରୀ ପାଦୁକୋନ। ଏ ନେଇ ରଣବୀର ଇନ୍‌ଷ୍ଟାଗ୍ରମରେ ଗୃହପ୍ରବେଶ ପାଇଁ କରାଯାଇଥିବା...

ନୋରାଙ୍କୁ ମଲାଇକାଙ୍କ ସହ ତୁଳନା କଲେ ପ୍ରଶଂସକ, କାରଣ ଜାଣିଲେ…

ବଲିଉଉଡ୍‌ ଅଭିନେତ୍ରୀ ନୋରା ଫତେହିଙ୍କ ପାଇଁ ପ୍ରଶଂସକଙ୍କ ପାଗଳ। ନୃତ୍ୟ ସହ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲକୁ ନେଇ ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ନୋରାଙ୍କ...

ସ୍ତ୍ରୀଙ୍କ ସହ ମନଖୋଲି ନାଚିଲେ ଗୋବିନ୍ଦା

ମୁମ୍ବାଇ: ବଲିଉଡ୍‌ ଡ୍ୟାନ୍ସ କିଙ୍ଗ ଗୋବିନ୍ଦାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଗୋବିନ୍ଦା ତାଙ୍କ ସ୍ତ୍ରୀ ସୁନିତା ଆହୁଜାଙ୍କ ସହ ମନ...

ପର୍ସ ଚୋରି କରି ଗିରଫ ହେଲେ ଅଭିନେତ୍ରୀ

ବଙ୍ଗଳା ଫିଲ୍ମ ଅଭିନେତ୍ରୀ ରୂପା ଦତ୍ତଙ୍କୁ ଚୋରି ଅଭିଯୋଗରେ ପୋଲିସ ଗିରଫ କରିଛି। କୋଲକାତାର ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ସେ ଚୋରି କରୁଥିବାବେଳେ ଧରାପଡିଥିଲେ। ବିଦ୍ଧନଗର...

‘ଶୁଭ ମଙ୍ଗଲ ଜାଦା ସାବଧାନ’ର ଟ୍ରେଲର ରିଲିଜ

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଅପ୍‌ କମିଂ ରୋମାଣ୍ଟିକ ଓ କମେଡି ଫିଲ୍ମ ‘ଶୁଭ ମଙ୍ଗଲ ଜାଦା ସାବଧାନ’ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲର ୨ମିନିଟ୍‌...

ବିମାନରେ ଡ୍ୟାନ୍ସ କଲେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଭିଡିଓ

ଛୋଟ ପରଦାରୁ ଭୋଜପୁରୀ ଇଣ୍ଡଷ୍ଟ୍ର୍ରି ପର୍ଯ୍ୟନ୍ତ ବେଶ୍‌ ନାଁ କମାଇଥିବା ଅଭିନେତ୍ରୀ ମୋନାଲିସା ଆଜିକାଲି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ବିକ୍‌ନୀ ଲୁକ୍‌କୁ...

Advertisement
Archives

Model This Week