ଅନୁଗୋଳରେ ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ: ୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଅନୁଗୋଳ ଅଫିସ,୨୪ା୫: ଅନୁଗୋଳ ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୫ଜଣଙ୍କୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୱେବ୍‌ସାଇଟ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ରାଜ୍ୟରେ ରବିବାର ୬୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଅନୁଗୋଳ ଜିଲାରେ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୫ ଜଣ ସୁସ୍ଥ ହୋଇ ଥିବାବେଳେ ୧୦ ଜଣ ଆକ୍ଟିଭ୍‌ ରୋଗୀ ଥିବା ସୂଚନା ଦିଆଯାଇଛି। ତେବେ ନୂଆକରି ଚିହ୍ନଟ ହୋଇଥିବା ରୋଗୀଙ୍କ ତଥ୍ୟ ପ୍ରଶାସନ ପକ୍ଷରୁ ଅବଗତ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଲାଗୁନି ୭ କୋଟିର ବସ୍‌ଷ୍ଟାଣ୍ଡ

କେନ୍ଦୁଝର,୧୦ା୩(ଡି.ଏନ୍‌.ଏ): କେନ୍ଦୁଝର ଜିଲା ସଦର ମହକୁମାରେ ନିର୍ମିତ ନୂତନ ବସ୍‌ଷ୍ଟାଣ୍ଡ କାମରେ ଲାଗୁନାହିଁ। ୧୦ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ଷ୍ଟାଣ୍ଡ...

ସ୍ବଚ୍ଛ ଭାରତ ଅଭିଯାନ ବାଟବଣା, ପାଇଖାନା ନିର୍ମାଣ ହୋଇଛି କାମରେ ଆସୁନି

ମାଲକାନଗିରି,୯ା୧୨(ଡି.ଏନ.ଏ.)-  ଚଳିତ ବର୍ଷ ଅକ୍ଟୋବର ୨ରୁ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ସ୍ବଚ୍ଛ ଭାରତ ମିଶନ ଅଭିଯାନ ମାଧ୍ୟମରେ ସମଗ୍ର ଦେଶକୁ ବାହ୍ୟ ମଳତ୍ୟାଗ...

କୋଭିଡ୍‌-୧୯ରୁ ସୁସ୍ଥ ହେଲେ ମୋର୍ତ୍ତାଜା

ଢାକା,୧୬।୭(ପି.ଟି.): ବାଂଲାଦେଶ ପୂର୍ବତନ ଅଧିନାୟକ ମଶ୍ରାଫି ମୋର୍ତ୍ତାଜା କରୋନା ଭାଇରସ୍‌ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି। ଜୁନ୍‌ ୨୦ ତାରିଖରୁ ସେ ଘରେ ରହି ଚିକିତ୍ସିତ ହୋଇ...

ଓପିଟିସିଏଲ୍‌ ଗ୍ରୀଡ୍‌ ମରାମତି ପାଇଁ ବିଦ୍ୟୁତ୍‌ କାଟ୍‌

ଭବାନୀପାଟଣା,୪।୨(ଡିଏନଏ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଭଙ୍ଗାବାବରୀରେ ଥିବା ଓପିଟିସିଏଲ ଗ୍ରୀଡ୍‌ ମରାମତି ପାଇଁ ବିଦ୍ୟୁତ କାଟ ହେବ । ଏ ନେଇ ମଙ୍ଗଳବାର...

ଟାୟାର ଶୋ’ରୁମ୍‌ରୁ ନେଇଗଲେ ୪.୯ ଲକ୍ଷ ଟଙ୍କା

ଭଦ୍ରକ ଅଫିସ, ୨ା୫: ଭଦ୍ରକ ଟାଉନ ଥାନା ଅଧୀନ ଚରମ୍ପାସ୍ଥିତ ଡାହାଣୀଗଡ଼ିଆ ଛକ ନିକଟ ଏକ ଟାୟାର ଶୋ’ରୁମରୁ ୪ ଲକ୍ଷ ୯୦ ହଜାର ଟଙ୍କା...

ନିଖୋଜ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

ପାରାଦ୍ୱୀପ, ୬।୧(ସ୍ବ.ପ୍ର): ପାରାଦ୍ୱୀପ ମାଛଧରା ବନ୍ଦର ପୋତାଶ୍ରୟରେ ସୋମବାର ଜଣେ ନିଖୋଜ ମତ୍ସଜୀବୀଙ୍କ ମୃତଦେହ ଉଦ୍ଧାର କରିଛି ମେରାଇନ୍‌ ପୋଲିସ୍‌ । ସେ ହେଲେ ଭଦ୍ରକ...

ଆରଡେଣ୍ଟ୍‌ ଷ୍ଟିଲ ସମନ୍ବିତ ଇସ୍ପାତ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ

କେନ୍ଦୁଝର,୧୯।୧୦(ଡି.ଏନ୍‌.ଏ): ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଫୁଲଝରସ୍ଥିତ ମେସର୍ସ ଆରଡେଣ୍ଟ୍‌ ଷ୍ଟିଲ...

ବେଆଇନ ମଦ ବିକ୍ରି ନେଇ ତାତିଲେ ମହିଳା:ରାସ୍ତାରେ ଭାଙ୍ଗିଲେ ମଦ ବୋତଲ

ଜଳେଶ୍ୱର, ୧୨ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ସୁଗୋ ପଞ୍ଚାୟତରେ ବେଆଇନ ମଦ କାରବାର ନେଇ ମହିଳା ତାତି ଉଠିଛନ୍ତି। ଏହାକୁ ରୋକିବାକୁ...

Advertisement
Archives

Model This Week