ଅନୀଲଙ୍କୁ କିମିଙ୍କ ସହିତ ଏକାଠି ଦେଖି ଶୁଟିଂସେଟ୍‌ରେ ଭଙ୍ଗାରୁଜା କରିଥିଲେ ସୁନୀତା…

ମୁମ୍ବାଇ: ବଲିଉଡ୍‌ର ଚକୋଲେଟ ହିରୋ ଅନୀଲ କପୁରଙ୍କ ଫିଲ୍ମ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ଅନୀଲଙ୍କ ଫିଲ୍ମ କ୍ୟାରିୟର ପରି ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ରୋଚକ। ବିଗତ ଦିନରେ ଅନୀଲ ବଲିଉଡ୍‌ ଅଭିନେତ୍ରୀ କିମି କାଟକରଙ୍କ ପ୍ରେମରେ ପାଗଳ ଥିଲେ ବୋଲି ପ୍ରଶଂସକ କହିଥାନ୍ତି। କିମିଙ୍କ ସହିତ ଫିଲ୍ମ କରିବା ପାଇଁ ବିଭିନ୍ନ ପ୍ରଯୋଜକଙ୍କ ସହିତ ଅନୀଲ କଥାବାର୍ତ୍ତା ମଧ୍ୟ କରୁଥିଲେ। କିମି-ଅନୀଲଙ୍କ ପ୍ରେମ କାହାଣୀ ନେଇ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚା ବଢ଼ିବାରେ ଲାଗିଲା। ଏହାକୁ ଅନୀଲଙ୍କ ସ୍ତ୍ରୀ ସୁନିତା କପୁର ପ୍ରଥମେ ଗୁଜବ ବୋଲି ଭାବୁଥିଲେ। ତେବେ ଦିନେ ସେ ଶୁଟିଂ ସେଟ୍‌ରେ ପହଞ୍ଚି କିମି-ଅନୀଲଙ୍କୁ ଅନ୍ତରଙ୍ଗ ଭାବେ ଗୋଟିଏ ରୁମ୍‌ରେ ବସିଥିବା ଦେଖିଥିଲେ। ସୁନିତା ଶୁଟିଂ ସେଟ୍‌ରେ ଭଙ୍ଗାରୁଜା ଆରମ୍ଭ କରିଥିଲେ । ଶେଷରେ ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼ର ସମାଧାନ ପାଇଁ ଅନୀଲ କିମିଙ୍କ ସହିତ ଆଉ ଫିଲ୍ମ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀଙ୍କ ପିଲାଦିନର ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଆଲିଆ ଅଧିକାଂଶ ସମୟ ଫ୍ୟାନମାନଙ୍କ ସହ ଯୋଡ଼ି ହୋଇ...

ଲକ୍‌ଡାଉନ୍‌: ଅନ୍‌ଲାଇନରେ ଯୋଗ ଶିଖାଇବେ ମଲାଇକା

ମୁମ୍ବାଇ: ବଲିଉଡ୍‌ର ଫିଟ୍‌ନେସ୍‌ କୁଇନ୍‌ ମଲାଇକା ଆରୋରା, ହଲିଉଡ୍‌ ଆକ୍ଟ୍ରେସ୍‌ ଜେନିଫର ଲୋପେଜ୍‌, ଏଲେକ୍ସ ରୋଡ୍ରିଗେଜ, ମାର୍କ ମସ୍ତ୍ରୋବ ଓ ଐଶ୍ୱର୍ଯ୍ୟ ଧନୁଷ ୧୪ ଦିନିଆ...

କ୍ୱାରାଣ୍ଟାଇନ୍‌ରେ ରହି ଲୋକଙ୍କୁ ସହାୟତା କରୁଛନ୍ତି ସୋନୁ ସୁଦ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ନିକଟରେ କରୋନା ଆକ୍ରାନ୍ତ ହୋଇ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଏହି ସମୟରେ ମଧ୍ୟ ସେ ନିଜ ଯନ୍ତ୍ରଣା ଭୁଲି ଲୋକଙ୍କୁ...

ଷ୍ଟୁଡେଣ୍ଟ୍‌ଙ୍କ ସହ ମଜାଦାର ଗେମ୍‌ ଖେଳିଲେ ବିଗ୍‌ ବି

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ’ କୌନ ବନେଗା କରୋଡ ପତି ୧୩’ ସିଜିନ ଏବେ ଚାଲିଛି। ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନେ ହଟ୍‌ ସିଟ୍‌ରେ ବସି...

ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏହି ଚରିତ୍ରରେ ନଜର ଆସିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଓ ବଲିଉଡ୍‌ ଦିବା କ୍ର଼୍ୟାଟ୍ରିନା କୈଫ ପୁଣି ଥରେ ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ରୋହିତ...

ସୋନୁଙ୍କୁ ମାମୁ ସମ୍ବୋଧନ କରି ଗୁହାରି କଲେ କୁନି କୁନି ଶିଶୁ

ମୁମ୍ବାଇ: ମଧ୍ୟପ୍ରଦେଶ ରିଓ୍ବା ଜିଲାର ଏକ ସ୍କୁଲରେ ପଢୁଥିବା କୁନି କୁନି ପିଲାମାନେ ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କୁ ମାମୁ ବୋଲି ସମ୍ବୋଧନ କରିଛନ୍ତି। ଏହାସହ...

ଟେଲି ପରଦାକୁ ଫେରୁଛନ୍ତି ଅରୁଣା-ଆଲୋକ ନାଥ

ବମ୍ବେ: ବଡ଼ ପରଦା ଭଳି ଛୋଟ ପରଦାର କ୍ରେଜ୍‌ କାହିଁରେ କେତେ। ଯେଉଁଭଳି ଶୁକ୍ରବାର ନୂଆ ଫିଲ୍ମ ରିଲିଜ ହୋଇଥାଏ, ଆଜିକାଲି ସେହିଭଳି ନୂଆ ଟେଲି...

ପିତାଙ୍କୁ ଦିନରେ ଏତିକି ଥର ଖୋଜନ୍ତି କୁନି ତୈମୁର

ବଲିଉଡର ବେବୋ ଅର୍ଥାତ୍‌ ଅଭିନେତ୍ରୀ କରିନା କପୁର ଖୁବଶୀଘ୍ର ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ଗର୍ଭଧାରଣ ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। କରିନା...

Advertisement
Archives

Model This Week