ଅଧିକ ହଳଦୀ କ୍ଷତିକାରକ

ହଳଦୀ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତଙ୍କୁ ଜଣା। ସେଥିପାଇଁ ତାକୁ ରୋଷେଇ ଘରର ଭଲ ମସଲା ବୋଲି କୁହାଯାଏ। ହେଲେ ଏବେ ଗବେଷକମାନେ କହିଛନ୍ତି ଅତ୍ୟଧିକ ହଳଦୀ ବ୍ୟବହାର ଶରୀର ପାଇଁ କ୍ଷତିକାରକ।
-ହଳଦୀରେ ରହିଛି କର୍କକ୍ୟୁମିନ। ଯାହା ଶରୀର ପାଇଁ ଭଲ। ହେଲେ ଅତ୍ୟଧିକ ହଳଦୀ ବ୍ୟବହାର କଲେ ଏଥିରେ ଥିବା କର୍କକ୍ୟୁମିନ ପ୍ରଭାବରେ ଡାଇରିଆ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଗବେଷକମାନେ କହିଛନ୍ତି। ଏହାସହ ବାନ୍ତି ସମସ୍ୟା ମଧ୍ୟ ଦେଖା ଦେଇଥାଏ।
-ଅତ୍ୟଧିକ ହଳଦୀ ବ୍ୟବହାର କଲେ ଏଥିରେ ଥିବା ତତ୍ତ୍ୱ ଶରୀରରେ ଆଇରନର ମାତ୍ରାକୁ କମ୍‌ କରି ଦେଇଥାଏ। ଫଳରେ ଏନିମିଆ ଭଳି ସମସ୍ୟା ଦେଖାଦିଏ।
-ହଳଦୀରେ ଥିବା ଓକ୍ସାଲେଟ ଅଧିକ ହେଲେ ଏହା ଶରୀର ପାଇଁ କ୍ଷତିକାରକ। କାରଣ ଏହା ଶରୀରରେ କ୍ୟାଲସିୟମ ସହ ମିଶି କିଡ୍‌ନୀରେ ଜମାଟ ବାନ୍ଧି ଥାଆନ୍ତି। ଫଳରେ ଏହାଦ୍ୱାରା କିଡ୍‌ନୀ ଷ୍ଟୋନ ହେବାର ଆଶଙ୍କା ୭୫ ପ୍ରତିଶତ ବୃଦ୍ଧି ପାଇଥାଏ ବୋଲି ଗବେଷକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାକ୍ସିନ୍‌ କାମ କରୁଛି ବୋଲି ଜାଣିବେ କିପରି…

ନୂଆଦିଲ୍ଲୀ, ୨୯।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସାର୍ବଜନୀକ ଭାକ୍ସିନ୍‌ କରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍‌ ନେବା...

ମହିଳାଙ୍କ ପାଇଁ ମହୌଷଧି କସୁରୀ ମେଥି

ମହିଳାଙ୍କ ନିକଟରେ ରକ୍ତହୀନତା ବା ଏନିମିଆ ଓ ଗର୍ଭଧାରଣ ସମୟରେ ହରମୋନରେ ଅସନ୍ତୁଳନ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ହେଲେ କସୁରୀ ମେଥି ମହିଳାଙ୍କ ଶରୀରରେ...

ନୂଆବର୍ଷରେ ଏହି ୫ଟି କାର୍ଯ୍ୟ କଲେ ପ୍ରାପ୍ତି ହେବ ସୌଭାଗ୍ୟ

ଆଉ କିଛି ସମୟ ପରେ ଚଳିତବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରାଯିବ। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକମାନେ ବେଶ୍‌ ଉତ୍କଣ୍ଠାର ସହ ନିଜ...

ଓଜନ କମାଇବାଠାରୁ ଡାଇବେଟିସ ପର୍ଯ୍ୟନ୍ତ ଏହି ପ୍ରୋଟିନ୍‌ ନିହାତି ଆବଶ୍ୟକ

ପ୍ରୋଟିନ ଆମର ଶରୀର ପାଇଁ ବହୁତ ଜରୁରୀ। ମାଂସପେଶୀକୁ ମଜଭୁତ ହେବା, ଓଜନ କମାଇବା ଆଦିରେ ପ୍ରୋଟିନ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାକୁ ଡାଏଟ୍‌ରେ...

ଡାଇବେଟିସ୍‌ ରୋଗୀଙ୍କୁ ବିପଦରୁ ରକ୍ଷା କରେ ଛତୁ

ଛତୁ କେବଳ ଖାଇବା ପାଇଁ ସ୍ବାଦିଷ୍ଟ ତାହା ନୁହେଁ ଏହାର ଅନେକ ଗୁଣ ରହିଛି ଯାହା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ ହୋଇଥାଏ। ଆୟୁର୍ବେଦରେ ଛତୁକୁ ଔଷଧ...

ମନ ଖୋଜେ ସାଥୀ…

ସୃଷ୍ଟିର ନିୟମ ଅନୁସାରେ ପ୍ରତିଟି କୀଟ-ପତଙ୍ଗ, କ୍ଷୁଦ୍ର ପ୍ରାଣୀଙ୍କଠାରୁ ମଣିଷ ପର୍ଯ୍ୟନ୍ତ ସଭିଙ୍କର ଜୀବନଶୈଳୀ ବିଭିନ୍ନ ବୟସରେ ଭିନ୍ନ ଭିନ୍ନ ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ବୟସରେ...

କଙ୍ଗାରୁ କେୟାର

ଶିଶୁର ଉତ୍ତମ ସ୍ବାସ୍ଥ୍ୟ ତଥା ବିଭିନ୍ନ ସମସ୍ୟା ଦୂର କରିବା ନିମନ୍ତେ କଙ୍ଗାରୁ କେୟାର ବା କେଏମ୍‌ସି ଏକ ସୁନ୍ଦର ବିକଳ୍ପ। ନବଜାତ ଶିଶୁକୁ କଙ୍ଗାରୁ...

ଏପିଲେପ୍‌ସି ବୃତ୍ତାନ୍ତ

ଅପସ୍ମାର ବା ଏପିଲେପ୍‌ସି ଏକପ୍ରକାର ମସ୍ତିଷ୍କ ରୋଗ। ଏହାକୁ ‘ମୃଗୀ ରୋଗ’ ବୋଲି ମଧ୍ୟ କହନ୍ତି। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିକୁ ସାଧାରଣତଃ ବାରମ୍ବାର ହଠାତ୍‌...

Advertisement
Archives

Model This Week