ଅଧିକ ହଳଦୀ କ୍ଷତିକାରକ

ହଳଦୀ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତଙ୍କୁ ଜଣା। ସେଥିପାଇଁ ତାକୁ ରୋଷେଇ ଘରର ଭଲ ମସଲା ବୋଲି କୁହାଯାଏ। ହେଲେ ଏବେ ଗବେଷକମାନେ କହିଛନ୍ତି ଅତ୍ୟଧିକ ହଳଦୀ ବ୍ୟବହାର ଶରୀର ପାଇଁ କ୍ଷତିକାରକ।
-ହଳଦୀରେ ରହିଛି କର୍କକ୍ୟୁମିନ। ଯାହା ଶରୀର ପାଇଁ ଭଲ। ହେଲେ ଅତ୍ୟଧିକ ହଳଦୀ ବ୍ୟବହାର କଲେ ଏଥିରେ ଥିବା କର୍କକ୍ୟୁମିନ ପ୍ରଭାବରେ ଡାଇରିଆ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଗବେଷକମାନେ କହିଛନ୍ତି। ଏହାସହ ବାନ୍ତି ସମସ୍ୟା ମଧ୍ୟ ଦେଖା ଦେଇଥାଏ।
-ଅତ୍ୟଧିକ ହଳଦୀ ବ୍ୟବହାର କଲେ ଏଥିରେ ଥିବା ତତ୍ତ୍ୱ ଶରୀରରେ ଆଇରନର ମାତ୍ରାକୁ କମ୍‌ କରି ଦେଇଥାଏ। ଫଳରେ ଏନିମିଆ ଭଳି ସମସ୍ୟା ଦେଖାଦିଏ।
-ହଳଦୀରେ ଥିବା ଓକ୍ସାଲେଟ ଅଧିକ ହେଲେ ଏହା ଶରୀର ପାଇଁ କ୍ଷତିକାରକ। କାରଣ ଏହା ଶରୀରରେ କ୍ୟାଲସିୟମ ସହ ମିଶି କିଡ୍‌ନୀରେ ଜମାଟ ବାନ୍ଧି ଥାଆନ୍ତି। ଫଳରେ ଏହାଦ୍ୱାରା କିଡ୍‌ନୀ ଷ୍ଟୋନ ହେବାର ଆଶଙ୍କା ୭୫ ପ୍ରତିଶତ ବୃଦ୍ଧି ପାଇଥାଏ ବୋଲି ଗବେଷକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମାସରେ ବିବାହ କଲେ ଦମ୍ପତି ହୋଇଥାନ୍ତି ସବୁଠୁ ସୁଖୀ

କୁହାଯାଏ ଯୋଡି ଉପରୁ ତିଆରି ହୋଇଥାନ୍ତି। ଭାଗ୍ୟ ଅନୁସାରେ ଆମକୁ ସେହି ବ୍ୟକ୍ତି ମିଳିଥାଏ ଯିଏ ଆମପାଇଁ ଉପଯୁକ୍ତ। ତେବେ କେଉଁ ମାସରେ ବିବାହ କଲେ...

ତ୍ୱଚାରେ ଏସବୁ ଜିନିଷ ଭୁଲରେ ମଧ୍ୟ କରନ୍ତୁ ନାହିଁ ବ୍ୟବହାର

ସୁନ୍ଦରତାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିିତ। ସମସ୍ତଙ୍କୁ ସୁନ୍ଦର ତ୍ୱଚାଟିଏ ଆବଶ୍ୟକ। ଏଥିଲାଗି ସେମାନେ ସବୁ ପ୍ରକାର ପ୍ରଚେଷ୍ଟା କରିଥାନ୍ତି। କେତେକ ତ୍ୱଚାରେ ମିଳୁଥିବା ମହଙ୍ଗା...

ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍‌ରୁ ଦୂରେଇ ରହିବା ଲାଗି ସକାଳୁ କରନ୍ତୁନି ଏପରି …

ସକାଳେ ଉଠି ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଦ୍ୱାରା ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଅନେକ ସକାଳେ ଉଠି ଇ-ମେଲ୍‌ କିମ୍ବା ମେସେଜ୍‌...

ତ୍ୱଚା ପାଇଁ ବରଦାନ ଗ୍ଲିସେରିନ୍‌

ସୁନ୍ଦର ଏବଂ ମୁଲାୟମ ତ୍ୱଚା ସର୍ବଦା ଆକର୍ଷଣୀୟ ଲାଗିଥାଏ। ଆଉ ନିଜ ତ୍ୱଚାକୁ ଏପରି କରିବା ଲାଗି ଅନେକେ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ପ୍ରସାଧନ ବି...

କରୋନାକୁ ନେଇ ମନରେ ଅନେକ ପ୍ରଶ୍ନ ଉଠୁଛି କି? ସବୁର ଉତ୍ତର ପାଇବା ନେଇ ନିଶ୍ଚିତ ପଢ଼ନ୍ତୁ…

ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟହ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର କରୁଥିବା ବେଳେ କିଛି ସ୍ଥାନରେ...

ପ୍ରଥମ ଦେଖାରେ ପୁଅଙ୍କ ଏସବୁ ଗୁଣ ପ୍ରଭାବିତ କରେ ଝିଅଙ୍କୁ

ପହିଲି ପ୍ରେମର ପ୍ରଥମ ଦେଖା ପ୍ରେମିକାପ୍ରେମିକଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା ଆସିଥାଏ...

ବଢ଼ୁଛି ସଂକ୍ରମିତ ଆଶଙ୍କା: ଏ ସବୁ ଖାଦ୍ୟ ଖାଇ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ

କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ନେଇ ଦେଶ ତଥା ରାଜ୍ୟ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି।...

ପାପୁଲିର ଏହି ସ୍ଥାନରେ ଅଛିକି କ୍ରସ ଚିହ୍ନ… ଖୁବ୍‌ କମ ବୟସରୁ ପଡ଼ିବେ ପ୍ରେମରେ

ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ହାତରେ ଏପରି ଅନେକ ରେଖା ଅଛି, ଯାହା ଭବିଷ୍ୟତ, ବର୍ତ୍ତମାନ ଏବଂ ସହିତ ଜଡିତ ଅନେକ କଥା କହିଥାଏ।...

Advertisement
Archives

Model This Week