Posted inଫୁରସତ

ଅଧିକ ସନ୍ତାନ ପ୍ରସବ କଲେ ମାଆଙ୍କୁ ଦିଆଯାଏ ସ୍ବର୍ଣ୍ଣ ପଦକ

ବିଶ୍ୱର ଅଧିକାଂଶ ଦେଶ ଏବେ ଜନସଂଖ୍ୟା ବୃଦ୍ଧି ସମସ୍ୟାକୁ ନେଇ ଚିନ୍ତାରେ ପଡିଥିବା ବେଳେ ଏବେ ପରିବାର ନିୟୋଜନକୁ ଅନେକ ଦେଶ ଅପାଣାଇ ନେଇଛନ୍ତି। ଭାରତ, ଚାଇନା ଭଳି ଦେଶରେ ଜନ୍ମ ନିୟନ୍ତ୍ରଣ ପଦ୍ଧତି ଆପଣା ଯାଉଥିବା ବେଳେ ଏମିତି ଏକ ଦେଶ ଅଛି ଯେଉଁଠି ମା’ମାନେ ସନ୍ତାନ ପ୍ରସବ କଲେ ସେମାନଙ୍କୁ ପୁରସ୍କୃତ କରାଯାଉଛି। ହଁ କାଜାକାସ୍ତାନରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏଠାରେ ବଡ ପରିବାରକୁ ପ୍ରୋତ୍ସାହନ ଦିଆଯାଉଛି। ଜନ୍ମ ହାର ବୃଦ୍ଧି କରିବା ପାଇଁ ମା’ମାନଙ୍କୁ ‘ହିରୋ ମଦର୍ସ’ମେଡାଲ ଦିଆଯାଉଛି। ଯଦି ଜଣେ ମହିଳା ୬ଟି ସନ୍ତାନ ପ୍ରସବ କରୁଛନ୍ତି ତେବେ ତାଙ୍କୁ ସିଲଭର ବା ରୌପ୍ୟ ପଦକ ଦିଆଯାଇଥାଏ। ଯଦି ୭ରୁ ଅଧିକ ସନ୍ତାନ କୌଣସି ପରିବାରରେ ରହିଛି ତେବେ ସେହି ମାଆଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥାଏ। କାଜାକାସ୍ତାନର ବାସିନ୍ଦା ରୋଶନ କୋଜୋମକୁଲୋଓ୍ବା କୁହନ୍ତି ତାଙ୍କର ୧୦ ସନ୍ତାନ ଥିବାରୁ ତାଙ୍କ ନିକଟରେ ଉଭୟ ରୌପ୍ୟ ଓ ସ୍ବର୍ଣ୍ଣ ପଦକ ରହିଛି। ତାଙ୍କ ଘରେ ୮ ଝିଅ ଓ ୨ ପୁଅ ରହିଛନ୍ତି। ଏବେ ତାଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବାରୁ ଏବେ ତାଙ୍କୁ ବଞ୍ଚିଥିବା ପର୍ଯ୍ୟନ୍ତ ସରକାରୀ ଭତ୍ତା ମିଳିବ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତରେ ହ୍ବାଟ୍ସଆପ୍‌ ମେସେଜ୍‌ ଟାଟୁ କଲେ ପ୍ରେମୀଯୁଗଳ, ଲୋକେ କଲେ ଟ୍ରୋଲ୍‌

ପ୍ରେମ କାହା ସହ କେତେବେଳେ ହୋଇଯିବ କହି ହେବ ନାହିଁ। କୌଣସି ପରିସ୍ଥିତିରେ ବି ଜଣେ ପ୍ରେମରେ ପଡ଼ିପାରେ। ଯେଉଁମାନେ ପ୍ରେମରେ ପଡ଼ିଥାନ୍ତି ସେମାନେ ସର୍ବଦା...

ପ୍ରଥମ ଦରମା ଟଙ୍କାରେ ମା’ବାପାଙ୍କ ପାଇଁ ଶାଢ଼ି ଓ ଧୋତି କିଣିଥିଲି: ମନୋରଞ୍ଜନ(ସମାଲୋଚକ ଓ କବି)

ଯାଜପୁର ଜିଲା ସୁକିନ୍ଦା ଅନ୍ତର୍ଗତ ହରିପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ ମହାଦେବ ଉଚ୍ଚ ବିଦ୍ୟାଳୟରୁ ୧୯୭୫ ମସିହାରେ ଏକାଦଶ ପାସ୍‌ କରିବା ପରେ କଟକ...

ପରୀକ୍ଷା ଦେବାକୁ ଆସି ପୁତ୍ର ସନ୍ତାନ ଜନ୍ମଦେଲେ ଛାତ୍ରୀ, ସ୍ୱାମୀ ନାମ ରଖିଲେ ‘ପରୀକ୍ଷା’

ମୁଜାଫରପୁର,୨୦ ।୨: ବିହାରର ମୁଜାଫରପୁର ଜିଲାରେ ଏମ୍‌ଡିଡିଏମ୍ ପରୀକ୍ଷା କେନ୍ଦ୍ରରେ ଜଣେ ଛାତ୍ରୀ ଶାନ୍ତି ଦେବୀ ପରୀକ୍ଷା ଦେଉଥିବା ସମୟରେ ଗର୍ଭଯନ୍ତ୍ରଣା ପାଇଥିଲେ । ଆମ୍ବୁଲାନ୍ସ...

କଚୋଡି ଖାଇବା ପାଇଁ ଟ୍ରେନ୍‌ ଅଟକାଇ ଦେଲେ ଡ୍ରାଇଭର

ଜୟପୁର,୨୨।୨: ଶୀର୍ଷକକୁ ପଢ଼ିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ କଥାଟି ସତ। କିଛି ଦିନ ପୂର୍ବରୁ ପାକିସ୍ତାନ ଲାହୋରର ଏକ ରେଳ ଷ୍ଟେସନ ନିକଟରେ ମଧ୍ୟ...

କୋଭିଡ ହସ୍ପିଟାଲରେ ୫୦ ଘୁଷୁରି

ବାଙ୍ଗାଲୋର,୧୯।୭-ସାରା ଦେଶରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିପରି ଲୋକେ ମଧ୍ୟ...

‘ଯୋଗ୍ୟତା ପରଖୁ ପରଖୁ ପାଲଟିଲି ଔପନ୍ୟାସିକ’

ଯେବେ ନିଶାର୍ଦ୍ଧରେ ସମସ୍ତେ ଶୋଇ ଯାଆନ୍ତି, ସେତେବେଳେ ତାଙ୍କ ମାନସପଟରେ ଜୀବନ୍ତ ହୋଇଯାଏ କାହାଣୀର ଚରିତ୍ର ସବୁ । ଆଉ ସେ କାଗଜ କଲମ ଧରି...

ପେଟମାଡ଼ି ଶୋଉଥିଲେ ପେଟମାଡ଼ି ଶୋଇବାକୁ ଅନେକେ ଭଲପାଆନ୍ତି।

ବର୍ତ୍ତମାନ ଅଧିକାଂଶ ଯୁବପିଢ଼ି ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟମାଡ଼ି ମୋବାଇଲ୍‌ କିମ୍ବା ଲାପଟପ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ହେଲେ ଆପଣ ଜାଣନ୍ତି କି ପେଟମାଡ଼ି...

ଆଣ୍ଟିବାୟୋଟିକ୍‌ କୁପ୍ରଭାବରେ ଜିଭରେ ଚୁଟି

ଟୋକିଓ: କୌଣସି ପ୍ରକାର ରୋଗ ହେଲେ, ଆମେ ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍‌ ଖାଇଦେଉ। ହେଲେ ଏପରି କରିବା ଆମ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ନିକଟରେ...

Advertisement
Archives

Model This Week