ଅଧିକ ଡାଏଟିଂ କରୁଛନ୍ତି କି, ଏବେଠୁ ହୁଅନ୍ତୁ ସାବଧାନ …

ସ୍ବାସ୍ଥ୍ୟ ପାଇଁ କେତେକ ଡାଏଟିଂ କରିଥାନ୍ତି। ତେବେ ଅଧିକ ଡାଏଟିଂ କରିବା ସ୍ବାସ୍ଥ୍ୟ ପାଇଁ ହାନୀକାରକ। ଏନେଇ ଚିକିତ୍ସକମାନେ ପରାମର୍ଶ ଦେଇଥାନ୍ତି। ମାତ୍ରାଧିକ ବ୍ୟାୟାମ ବା ଡାଏଟିଂ କରିବା ଫଳରେ ମହିଳାମାନଙ୍କଠାରେ କେତେକ ସମସ୍ୟା ଦେଖାଦେଇଥାଏ। ଆବଶ୍ୟକତାଠାରୁ ଅଧିକ ଡାଏଟିଂ କରୁଥିବା ମହିଳାମାନଙ୍କର ପ୍ରଜନନ କ୍ଷମତା ହ୍ରାସ ପାଇଥାଏ। ଏହାଦ୍ୱାରା ସେମାନଙ୍କର ଗର୍ଭଧାରଣ କ୍ଷମତା ଉପରେ କୁପ୍ରଭାବ ପଡ଼େ। ଏଭଳି ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବଜନିତ ସମସ୍ୟା ଅଧିକ ଦେଖାଯାଇଥାଏ। ତେଣୁ ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡୁଥିବା ଭଳି ଡାଏଟିଂ କରିବା ଉପରେ ଚିକିତ୍ସକ ଗୁରୁତ୍ୱ ଦେଇଥାନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ମାସ ଶେଷକୁ ଖର୍ଚ୍ଚ ହୋଇଯାଉଛି କି ସବୁ ଟଙ୍କା…

ଟଙ୍କା ସଞ୍ଚୟ କରିବା ମଧ୍ୟ ଏକ କଳା, ଏହି ଗୁଣ ପ୍ରାୟ ସମସ୍ତଙ୍କ ପାଖରେ ନ ଥାଏ। ଅଧିକାଂଶ ଲୋକ ଏହା କହିଥାନ୍ତି ଯେ, ଟଙ୍କା...

ମୃତ୍ୟୁ ଆଶଙ୍କା କମାଏ ଡେକ୍ସାମେଥାସୋନ ଷ୍ଟେରଏଡ୍‌

ଲଣ୍ଡନ,୧୭।୬: କରୋନା ମହାମାରୀ ବା କୋଭିଡ୍‌-୧୯ଜନିତ ସଂକ୍ରମଣ ସାରା ବିଶ୍ୱରେ ବଢ଼ିବାରେ ଲାଗିଛି। ଏପରି କି ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି।...

ପିଲା ଯଦି ଏକୁଟିଆ ଘରେ ଅଛି

-ଘରେ ପିଲା ଏକୁଟିଆ ଥିଲେ ଇଲେକ୍ଟ୍ରିକ୍‌ ବୋର୍ଡରେ ଟେପ୍‌ ଲଗାଇ ରଖନ୍ତୁ। ଯଦି ସେ ଘରେ ଏକୁଟିଆ ଅଛି କିଛି ଅସୁବିଧା ନାହିଁ। -ଓ୍ବାର୍କିଂ ହୋଇଥିଲେ...

ମହୁ ବି ଦୂରକରେ ମେଦ ବହୁଳତା: ଜାଣନ୍ତୁ କିପରି

ଆଧୁନିକ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ ଯୋଗୁ ଅନେକେ ମେଦବହୁଳତାର ଶିକାର ହେଉଛନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି କେହି ଜିମ୍‌ ଯାଉଥିବା, କେହି କେହି...

ଖରାଦିନିଆ ଫଳରୁ ସୌନ୍ଦର୍ଯ୍ୟ

ଘନକଳା ତଥା ମୁଲାୟମ କେଶ ପାଇବାକୁ ଚାହୁଁଥିଲେ ଖରାଦିନେ ମିଳୁଥିବା ଫଳ ସବୁ ନିଶ୍ଚୟ ଖାଆନ୍ତୁ…   ଖରାଦିନିଆ ଫଳରୁ ସୌନ୍ଦର୍ଯ୍ୟ ଖରାଦିନେ ମିଳୁଥିବା ବିଭିନ୍ନ...

ବୁଦ୍ଧିମତ୍ତା ବଢ଼ାଏ ଡିଜିଟାଲ ଡିଭାଇସ୍‌

ଆଜିକାଲ ଡିଜିଟାଲ ଯୁଗ। ହାତ ପାଆନ୍ତାରେ ଅନେକ ଜିନିଷ ମିଳିଯାଉଛି। ଇଲେକ୍‌ଟ୍ରୋନିକ ଗ୍ୟାଜେଟ୍‌ ଦ୍ୱାରା ମାନବ ସମାଜ କେତେ ଉପକୃତ ହେଉଛି ତାହା କହିବା ବାହୁଲ୍ୟ।...

ମାତ୍ରାଧିକ ଫଳ ଖାଇଲେ…

ତଟକା ଫଳମୂଳ ଖାଇବା ଆମ ଶରୀର ପାଇଁ ବେଶ୍‌ ଉପକାରୀ। ହେଲେ ଏହାର ପରିମାଣ ଅଧିକ ହେଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିବାର...

ବ୍ରେସ୍‌ଲେଟ୍‌ ଫ୍ୟାଶନ

ନାରୀ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଚୁଡ଼ିର ଭୂମିକା ଯଥେଷ୍ଟ ରହିଥାଏ। କିନ୍ତୁ ଏବେ ଦେଖିବାକୁ ମିଳୁଛି, ଟ୍ରେଣ୍ଡି ଲୁକ୍‌ ପାଇଁ ଅନେକ ଯୁବତୀ ହାତରେ...

Advertisement
Archives

Model This Week