Posted inଫୁରସତ

ଅଣ୍ଡରଓ୍ବାଟର ସେଲ୍‌ଫି ବଦଳାଇ ଦେଲା ପରିତ୍ୟକ୍ତ ପୋଖରୀର ରୂପ, ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦୀଘବର୍ଷ ଧରି ପରିତ୍ୟକ୍ତ ଭାବେ ପଡ଼ି ରହିଥିବା ଏକ ପୋଖରୀ ଏବେ ପର୍ଯ୍ୟଟନସ୍ଥଳୀ ଭାବେ ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛି। ଲୋକେ ଏଠାରେ ଅଣ୍ଡର ଓ୍ବାଟର ସେଲ୍‌ଫି ନେଇ ଏହାର ରୂପ ରଙ୍ଗ ବଦଳି ଗଲା। ଖାଲି ରୂପ ରଙ୍ଗ ବଦଳିନି, ଗାଁ ଲୋକଙ୍କ ରୋଜଗାରର ଏହା ମାଧ୍ୟମ ବି ପାଲଟିଛି। ପ୍ରତି ପରିବାର ମାସକୁ ୨ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି।

ଏପରି ଏକ ପୋଖରୀ ରହିଛି ଇଣ୍ଡୋନେସିଆରେ। ଟୁରିଷ୍ଟ ଡେଷ୍ଟିନେଶନର ଇନ୍‌ଷ୍ଟାଗ୍ରାମରେ ପ୍ରାୟ ୪୦ ହଜାର ଲୋକ ଏହାକୁ ଫଲୋ କରୁଛନ୍ତି। ପୂର୍ବରୁ ଗରିବ ଏବଂ ଅପରିଷ୍କାର ଗାଁ କୁହାଯାଉଥିବା ଏହି ଅଞ୍ଚଳକୁ ଅଣ୍ଡର୍‌ ଓ୍ବାଟର ସେଲ୍‌ଫି ନେବା ପାଇଁ ଏବେ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।

ଜୁନୈଦୀ ମୂଲ୍ୟୋନୋ ନାମକ ଜଣେ ବ୍ୟକ୍ତି ଏହି ପ୍ରୋଜେକ୍ଟ ତିଆରି କରିଛନ୍ତି। ଜୁନୈଦୀ ଯେତେବେଳେ ପଢୁଥିଲେ, ସେତେବେଳେ ଏହି ଗାଁକୁ ଯିବା ପାଇଁ ସୁଯୋଗ ମିଳିଥିଲା। ଏହି ପୋଖରୀକୁ ଦେଖି ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବା ପାଇଁ ଯୋଜନା ଆରମ୍ଭ କରିଦେଇଥିଲେ।

ଏହି ପୋଖରୀର ଲମ୍ବ ୨୦ ମିଟର ଏବଂ ଚଉଡ଼ା ୫୦ ମିଟର। ଯାହାର ବ୍ୟବହାର କେବଳ ଶୌଚ ପାଇଁ କରାଯାଉଥିଲା। ବର୍ତ୍ତମାନ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଏବେ ପୋଖରୀର ନାଁ ବଦଳାଇ ତିର୍‌ତା ଟେମ୍ପୁଲ୍‌ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କ ପେଟରୁ ବାହାରିଲା ୭ କେଜି ଓଜରର ଚୁଟି

ରାଞ୍ଚି, ୨।୯: ଝାଡ଼ଖଣ୍ଡର ବୋକାରୋ ଜିଲାରୁ ଚକିତ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ପେଟରୁ ୭...

ଏ ହେଉଛି ପ୍ରକୃତ ପ୍ରେମ: ବୃଦ୍ଧାବସ୍ଥାରେ ସ୍ତ୍ରୀଙ୍କ ଏପରି ସେବା କରୁଛନ୍ତି ଯେ ଭିଡିଓ ଦେଖିଲେ…

ଆଜିକାଲିର ସମୟରେ ଯେଉଁଠି ପ୍ରେମ, ବିବାହ ଉପରୁ ଲୋକଙ୍କ ବିଶ୍ୱାସ ଉଠିବାରେ ଲାଗିଛି, କିଛି ବ୍ୟକ୍ତି ଜୀବନସାଥୀଙ୍କୁ ଭଲ ପାଇବାକୁ ନେଇ ଅନ୍ୟ ପାଇଁ ଉଦାହରଣ...

ହଜିଲା ପୁଅ ମିଳିଲା

ଅମୃତସର: ନଅବର୍ଷର ଅପେକ୍ଷା। ନା କିଛି କହିପାରନ୍ତି ନା କିଛି ଶୁଣି ପାରନ୍ତି। କିନ୍ତୁ ଆଖି ସବୁବେଳେ ଖୋଜୁଥାଏ ଆପଣାର ଲୋକଙ୍କୁ। ଶେଷରେ ଘର ଲୋକଙ୍କୁ...

ବିଶ୍ୱର ସବୁଠୁ ଲମ୍ବା ବ୍ୟକ୍ତି

ଓ୍ବାଶିଂଟନ୍‌: ସାଧାରଣତଃ ବିଶ୍ୱରେ ଲମ୍ବା ବ୍ୟକ୍ତିଙ୍କ ରେକର୍ଡ ବାରମ୍ବାର ବଦଳିଥାଏ। କିନ୍ତୁ ଏକ ରେକର୍ଡ ଅଛି, ଯାହା ୮୦ ବର୍ଷ ପର୍ଯ୍ୟନ୍ତ ସ୍ଥିର ରହିଛି। ୧୯୪୦...

ଏୟାର ବେଲୁନରେ ୩୨୮୦ ଫୁଟ ଉପରେ ନାଚିଲେ ୨୬ ବର୍ଷ ବୟସ୍କ ଯୁବକ

ପ୍ୟାରିସ୍‌, ୨୩।୨: କିଛି ନୂଆ କରି ଦେଖାଇବା ପାଇଁ କେତେକଙ୍କ ମଧ୍ୟରେ ଆଗ୍ରହ ରହିଥାଏ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଜଣେ ଯୁବକ। ଫ୍ରାନ୍ସ୍‌ର ୨୬...

ପୁରୁଣା ଫ୍ରିଜ୍‌ କିଣି ରାତାରାତି ଏମିତି ବଦଳିଗଲା ଭାଗ୍ୟ, କାରଣ ଜାଣିଲେ…

କୁହାଯାଏ, କାହାର ଭାଗ୍ୟ କେତେବେଳେ ପରିବର୍ତ୍ତନ ହେବ ତାହା କାହାକୁ ଜଣା ନ ଥାଏ। ଦକ୍ଷିଣକୋରିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ଘଟିଛି। ବ୍ୟକ୍ତିଜଣକ...

ସ୍ନେଲଫିସ୍‌: ଗରମରେ ତରଳୁଥିବା ମାଛ

ଗରମରେ ବରଫ ତରଳିବା ସାଧାରଣ କଥା। ମାତ୍ର ଯଦି କୁହାଯାଏ ଗରମରେ ମାଛ ବି ତରଳିପାରେ, ତେବେ କଥା ଉପରେ ଅନେକେ ବିଶ୍ୱାସ କରି ନ...

ବିମାନରେ ଯାତ୍ରା କରୁଛନ୍ତି କି? ଆଦୌ ଭୁଲନ୍ତୁ ନାହିଁ ଏହି ୩ ଜିନିଷ

ବିମାନରେ ଯାତ୍ରା କରିବାର ସମସ୍ତଙ୍କର ଅଭିଜ୍ଞତା ଅଲଗା ଅଲଗା। କିନ୍ତୁ ଯେଉଁମାନେ ପ୍ରଥମ ଥର ବିମାନରେ ଯାତ୍ରା କରନ୍ତି, ସେମାନଙ୍କ ପାଇଁ ଏହି ଅଭିଜ୍ଞତା ଅତ୍ୟନ୍ତ...

Advertisement
Archives

Model This Week