ଅଗ୍ନିକାଣ୍ଡରେ ୭ ବଖରା ଭସ୍ମୀଭୂତ:୬ ଗୋରୁ ଆହତ

ବରୀ/ରତ୍ନଗିରି,୯ା୬(ସ୍ବ.ପ୍ର./ଡି.ଏନ.ଏ.): ବରୀ ବ୍ଲକ ଅଧୀନ ମନ୍ଦାରୀ ପଞ୍ଚାୟତର ମେଦୁଆକୁଳ ରାଜସ୍ବ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୩ ପରିବାରର ୭ ବଖରା ସମ୍ପୂର୍ଣ୍ଣ ଜଳିଯିବା ସହ ୬ ଗୋରୁ ଆହତ ହୋଇଛନ୍ତି। ଉଦ୍ଦବ ଚରଣ ବେହେରା, ମଧୁସୂଦନ ବେହେରା ଓ ପୁରୁଷୋତ୍ତମ ବେହେରା ରାତିରେ ଘରେ ଶୋଇଥିବାବେଳେ ଅଗ୍ନିକାଣ୍ଡ ଘଟିଥିଲା। ଘରର ସମସ୍ତ ଆସବାସପତ୍ର ପୋଡି ପାଉଁଶ ହୋଇଯାଇଛି। ସରପଞ୍ଚ କବିତା ପଣ୍ଡାଙ୍କଠାରୁ ଖବରପାଇ ବରୀ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯାଗରେ ନିଅଁାକୁ ଆୟତ୍ତ କରିଥିଲା। ହେଲେ ପ୍ରଶାସନ ତରଫରୁ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଘଟଣାକୁ ଗୁରୁତ୍ୱ ଦେଇ କ୍ଷତିଗ୍ରସ୍ତ ପରିବାରକୁ ପ୍ରଶାସନ ତରଫରୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ଶୂନ, ଯୋଗାଯୋଗ ବିଚ୍ଛିନ୍ନ

ଯାଜପୁର ଅଫିସ/ବରୀ(ଡି.ଏନ.ଏ.),୨ା୬: ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରି ଅଞ୍ଚଳର ବିକାଶ ପ୍ରକ୍ରିୟାରେ ସନ୍ତୁଳନ ରକ୍ଷା କରିବା ପାଇଁ ବିଭିନ୍ନ ଯୋଜନାରେ...

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ଧର୍ମଶାଳା ନିର୍ବାଚନମଣ୍ଡଳୀ ଗସ୍ତ

ଜେନାପୁର,୧୦ା୯(ଡି.ଏନ୍‌.ଏ.): କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଶନିବାର ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଗସ୍ତ କରି ବଉଳମାଳ ପଞ୍ଚାୟତର ଇଚ୍ଛାପୁରଠାରେ ଅନୁସୂଚିତ ଜନଜାତି...

ଶୂନ୍‌ଶାନ ହୋଇପଡ଼ିଛି ଯାଜପୁରରୋଡ୍‌

ଯାଜପୁର ଅଫିସ,୨୨।୩: ଜନତା କର୍ଫ୍ୟୁ ଯୋଗୁ ଯାଜପୁରରୋଡ୍‌ ଶୂନଶାନ ହୋଇପଡ଼ିଛି। କରୋନା ଭୂତାଣୁର ମୁକାବିଲା ପାଇଁ ଜିଲାବାସୀ ସ୍ବତଃପ୍ରବୃତ୍ତ ଭାବେ ସମସ୍ତ ଦେକାନ ବଜାର ବନ୍ଦ...

ମୃତକଙ୍କ ପରିବାରକୁ ଭେଟିଲା ଜିଲା ପ୍ରଶାସନ

ରସୁଲପୁର,୨୪ା୨(ଡିଏନଏ): ଯାଜପୁର ସଦର ଥାନା ଯମଧର ଗାଁରେ ଯାଜପୁର ଜିଲା ପ୍ରଶାସନ ପହଞ୍ଚତ୍ଛି। ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ, ଯାଜପୁର ବ୍ଲକ ବିଡିଓ ସୌରଭ ଚକ୍ରବର୍ତ୍ତି,...

ଏନ୍‌ଏଚ୍‌ଏଆଇ ଅବହେଳାରୁ ଦୁର୍ଘଟଣା ବୃଦ୍ଧି

ଯାଜପୁର ଅଫିସ,୧୬ା୫: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ବ୍ୟୟବରାଦ କରି ଜାତୀୟ ରାଜପଥ (ଏନ୍‌ଏଚ୍‌) ନିର୍ମାଣ କରୁଛନ୍ତି।...

ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଗୁରୁତର

କୋରେଇ,୧୮ା୯(ସ୍ବ:ପ୍ର.): ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଞ୍ଚାୟତ ଧନତ୍ରୀ ଗ୍ରାମରେ ମଙ୍ଗଳବାର ପାରିବାରିକ ଗଣ୍ଡଗୋଳ ଘଟିଛି। ଏଥିରେ ସାନଭାଇର ଠେଙ୍ଗା ମାଡ଼ରେ ବଡ଼ଭାଇ ଗୁରୁତର ହୋଇଛନ୍ତି।...

ମାର୍ଚ୍ଚରେ ସରିବ ୩ ଖଣି ଲିଜ ଅବଧି : ପୁନଃ ଲିଜ୍‌ ଦୌଡ଼ରେ ଟାଟା ଷ୍ଟିଲ, ବିସି ମହାନ୍ତି, ମିଶ୍ରିଲାଲ

ଯାଜପୁର ଅଫିସ/କାଳିଆପାଣି(ଡି.ଏନ.ଏ.),୨୬ା୮: ଆଉ ମାତ୍ର ୭ମାସ ପରେ ଯାଜପୁର ଜିଲା ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳ ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ ଖଣି, ବିସି ମହାନ୍ତି କମର୍ଦ୍ଦା...

ପାଇପ ଜଳ ଯୋଗାଣ ପ୍ରକଳ୍ପ: ଖର୍ଚ୍ଚ ଅଧିକ, କାମ କମ୍‌

ଯାଜପୁର ଅଫିସ,୧୯ା୧୧: ଯାଜପୁର ଜିଲାରେ ଗ୍ରାମାଞ୍ଚଳକୁ ପାଇପ୍‌ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନାରେ ଗତ ୨ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ୬୪୪.୧୩ କୋଟି...

Advertisement
Archives

Model This Week