Posted inଜାତୀୟ

ଅଗଷ୍ଟ ୩୧ରେ ପ୍ରକାଶ ପାଇବ ଆସାମ ଏନ୍‌ଆର୍‌ସିର ଅନ୍ତିମ ତାଲିକା

ଗୁଆହାଟି,୩୦।୮: ଆସାମର ଏନ୍‌ଆର୍‌ସି ବା ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟରର ଚୁଡାନ୍ତ ତାଲିକା ଅଗଷ୍ଟ ୩୧ ତାରିଖ ଅର୍ଥାତ୍‌ ଶନିବାର ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଏହାକୁ ନେଇ ଭୟଭୀତ ହେବା ବା ମିଥ୍ୟା କଥାରେ ବିଶ୍ୱାସ ନ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଯଦି କାହାର ନାଁ ଉକ୍ତ ତାଲିକାରେ ନ ଥିବ ତେବେ ସେମାନଙ୍କୁ ତୁରନ୍ତ ବିଦେଶୀ ଘୋଷଣା କରାଯିବ ନାହିଁ ବୋଲି କହିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ଏହାପରେ ସେମାନେ ବିଦେଶୀ ଟ୍ରିବ୍ୟୁନାଲରେ ଆବେଦନ କରିପାରିବେ। ଏହି ଆବେଦନର ଅବଧି ୬୦ଦିନ ପରିବର୍ତ୍ତେ ୧୨୦ ଦିନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କୁ ଧନ୍ୟବାଦ ଦେଲେ ରାହୁଲ: ସମ୍ବିତ ପାତ୍ର

ନୂଆଦିଲ୍ଲୀ,୨୬ ।୨: ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରବକ୍ତା ସମ୍ପିତ ପାତ୍ର ରବିବାର ଏକ ପ୍ରେସ କନଫରେନ୍ସ କରି କଂଗ୍ରେସ ଓ ଆମ ଆଦମୀ ପାର୍ଟି(ଏଏପି)କୁ ଟାର୍ଗେଟ...

୨୦୨୨ ସୁଦ୍ଧା ଭାରତ ହେବ ଡିଜିଟାଲ ସମ୍ପନ୍ନ ଦେଶ: ଅଜିତ୍‌ ପାଇ

ଓ୍ବାଶିଂଟନ୍‌,୧୩।୬: ପ୍ରଧାନମନ୍ତ୍ରୀ ମୋଦି ସରକାର ଭାରତକୁ ପୂର୍ଣ୍ଣ ଡିଜିଟାଲ ସମ୍ପନ୍ନ ଦେଶ କରିବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ଆସନ୍ତା ୨୦୨୨ ସୁଦ୍ଧା...

କ୍ଷୀର ଲିଟର ୧୦୦: ସ୍ପଷ୍ଟୀକରଣ ଦେଲା ମିଳିତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ,୧।୩: କୃଷି ଆଇନ ବିରୋଧରୋ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ କେତେକ ସୋସିଆଲ ମିଡ଼ିଆରେ ମିଳିତ କିଷାନ ମୋର୍ଚ୍ଚା କ୍ଷୀର ବିକ୍ରି କରିବା ବନ୍ଦ ଏବଂ...

ଭାଜପା ପ୍ରସ୍ତାବକୁ ନୀତୀଶଙ୍କ ପ୍ରତ୍ୟାଖ୍ୟାନ:ସରକାରରେ ସାମିଲ ହେଲାନି ଜେଡିୟୁ

ନୂଆଦିଲ୍ଲୀ, ୩୧।୫ : କେନ୍ଦ୍ର ସରକାରରେ ସାମିଲ ହେବା ପ୍ରସ୍ତାବକୁ ଜେଡିୟୁ ନେତା ନୀତୀଶ କୁମାର ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ...

ସର୍ଚ୍ଚ ଅପରେଶନ ପାଇଁ ଯାଉଥିବା ଯବାନଙ୍କ ଗାଡି ଉପରକୁ ଆକ୍ରମଣ, ଜଣେ ଯବାନ ଶହୀଦ

ଶ୍ରୀନଗର,୪ ।୬: ଜମ୍ମୁ-କଶ୍ମୀରର ଶୋପିଆନ ଅଞ୍ଚଳରେ ସର୍ଚ୍ଚ ଅପରେଶନ ପାଇଁ ଯାଉଥିବା ଏକ ଗାଡିରେ ବିସ୍ଫୋରଣ ହେବା ଫଳରେ ଜଣେ ଯବାନ ଶହୀଦ ହେବା ସହ...

ନୂଆ କଂଗ୍ରେସର ଅୟମାରମ୍ଭ

ରାୟପୁର , ୨୭ା୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ଛତିଶଗଡ଼ର ରାୟପୁରରେ ଚାଲିଥିବା ଏଆଇସିସିର ୮୫ତମ ମହାଧିବେଶନ ରବିବାର ଶେଷ ହୋଇଛି। ଏହି ଅଧିବେଶନ...

୧୧ରୁ କାର୍ଯ୍ୟସ୍ଥଳରେ ଟିକା

ନୂଆଦିଲ୍ଲୀ, ୮।୪: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ଟିକାକରଣକୁ ଅଧିକ ବ୍ୟାପକ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧୧ରୁ...

ଏବେ ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଚର୍ଚ୍ଚା: ୧୬ ମାସ ବିତିଲେ ବି ହୋଇନି ଅଦଳବଦଳ

ନୂଆଦିଲ୍ଲୀ, ୨୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ମେ ୩୦ରେ ଶପଥ ନେଇଥିଲେ। ଇତିମଧ୍ୟରେ ଦ୍ୱିତୀୟ କାର୍ଯ୍ୟକାଳର ୧୬ ମାସ ବିତିଛି। ତେବେ ବର୍ତ୍ତମାନ ସୁଦ୍ଧା...

Advertisement
Archives

Model This Week