











ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ କାମଗୁଡିକର ସମୀକ୍ଷା କରିବେ ଓ ଅସଙ୍ଗତି ଦୂର କରିବାର ପ୍ରଯତ୍ନ କରିପାରନ୍ତି। ବିଭିନ୍ନ ବିଷୟକୁ ସ୍ମରଣକରି ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିବାର ସୂଚନା ରହିଛି। ବନ୍ଧୁମେଳରେ ଅପ୍ରିୟ ସତକଥା କହି ବିରୋଧୀ ହେବେ।

