ଟ୍ରେନ୍‌ରେ କଟି ବୃଦ୍ଧଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୧୯।୮ (ଡି.ଏନ.ଏ.)- ଭଦ୍ରକ ଜିଲା ମଞ୍ଜୁରିରୋଡ ରେଳ ଷ୍ଟେଶନ ନିକଟରେ ସୋମବାର ଟ୍ରେନ୍‌ରେ କଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ ସାନଶାସନ ପଞ୍ଚାୟତ କଣ୍ଟାପଡ଼ା ଗ୍ରାମର କେଶବ ଜେନା(୬୨)। ସେ ବାଲେଶ୍ୱର ଯିବା ପାଇଁ ରେଳଧାରଣା କଡ଼ ଦେଇ ମଞ୍ଜୁରିରୋଡ ଷ୍ଟେଶନକୁ ଯାଉଥିବା ବେଳେ ଟ୍ରେନ୍‌ରେ କଟି ଯାଇଥିଲେ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଭଦ୍ରକ ଜିଆର୍‌ପି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଘର ଗାଁ ଗଛରେ ଝୁଲୁଛି ରାଜସ୍ଥାନୀ ଯୁବକଙ୍କ ମୃତଦେହ, ସ୍ତ୍ରୀଙ୍କ ସହ…

ଉଦଳା,୨୧ା୪(ସନ୍ତୋଷ କୁମାର ବାଚ୍ଛିନୀ): ରାଜସ୍ଥାନୀ ଯୁବକ ହେଲେ ବାହା ହୋଇଥିଲେ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳର ଝିଅକୁ। ଆଉ ବାହାଘର ପରେ ଉଦଳା ଥାନା କୋଚିଳାଡିହା କଇଁଫୁଲିଆ…

ପାକିସ୍ତାନକୁ କାଙ୍ଗାଳ କରିଦେଲା ସାଉଦି ଆରବର ଗୋଟିଏ ନିଷ୍ପତ୍ତି!

ଇସଲାମାବାଦ,୨୧।୪: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନାରେ ସକ୍ରିୟ ଭାବରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନକୁ ଏକ ବଡ଼ କୂଟନୈତିକ ଏବଂ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ…

ପାକିସ୍ତାନକୁ ଚେତାବନୀ ଦେଲା ଭାରତୀୟ ସେନା: ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ…

ନୂଆଦିଲ୍ଲୀ,୨୧।୪: ଆଉ ଗୋଟିଏ ଦିନ ପରେ ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ। ୨୨ ଏପ୍ରିଲ, ୨୦୨୫ ଏହା କେବଳ ଏକ ତାରିଖ ନୁହେଁ, ବରଂ ଏକ ଚିତ୍କାର…

ମୋଦିଙ୍କ ଝାଲମୁଢି ରାଜନୀତି: ଏହା କେବଳ ୧୦ଟଙ୍କାର କାଗଜ ନୁହେଁ, ବଙ୍ଗଳା ଜିତିବାର…

ନୂଆଦିଲ୍ଲୀ/କୋଲକାତା,୨୧।୪: ରାଜନୀତିରେ, ପ୍ରମୁଖ ରଣନୀତିଗୁଡ଼ିକ ପ୍ରାୟତଃ ଏପରି ମୁହୂର୍ତ୍ତ ମଧ୍ୟରେ ଲୁଚି ରହିଥାଏ ଯାହା ଅତ୍ୟନ୍ତ ସାଧାରଣ ମନେହୁଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରଗ୍ରାମରେ ରାସ୍ତା କଡ଼ରେ…

ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଏସ୍‌ଡିପିଓଙ୍କୁ ପଡ଼ିଲା ମହଙ୍ଗା: ରାତି ୧୨ଟାରେ ଫୋନ୍‌ କରି କହୁଥିଲେ ଏମିତି…

ନୟାଗଡ଼,୨୧ା୪(ଲୋକନାଥ ମିଶ୍ର): ମହିଳାଙ୍କୁ ଯୌନ ନିର୍ଯାତନା ଦେବା ମହଙ୍ଗା ପଡ଼ିଛି। ନୟାଗଡ଼ ଜିଲା ଖଣ୍ଡପଡ଼ା ସବ୍‌ଡିଭିଜନାଲ ପୋଲିସ ଅଫିସର (ଏସ୍‌ଡିପିଓ) ମଦନ ମୋହନ ପ୍ରଧାନଙ୍କ ମଙ୍ଗଳବାର ମୁଖ୍ୟାଳୟକୁ…

୩୨୫ ପରେ ବୁମ୍‌ରା କଲେ ଏମିତି କାମ, ଅପେକ୍ଷାର ଘଟିଲା ଅନ୍ତ

ନୂଆଦିଲ୍ଲୀ,୨୧।୪: IPL 2026ରେ ଜସପ୍ରୀତ ବୁମରା ଶେଷରେ ତାଙ୍କର ପ୍ରଥମ ସଫଳତା ହାସଲ କଲେ। ସେ ଇନିଂସର ପ୍ରଥମ ବଲରେ ସାଇ ସୁଦର୍ଶନଙ୍କୁ ଆଉଟ କଲେ। ଏହି…

ହର୍ମୁଜର ଅବରୋଧ ମଧ୍ୟରେ, ଭାରତ ଖେଳିଲା ବଡ଼ ଗେମ୍‌, ୨୦୩୦ ପର୍ଯ୍ୟନ୍ତ ସମସ୍ୟାର ହେଲା ଅନ୍ତ, ରୁଷୀୟ ତେଲ ସଂଗ୍ରହ ହେଲା ଆହୁରି ସହଜ!

ନୂଆଦିଲ୍ଲୀ/ମସ୍କୋ,୨୧।୪: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀର ଅବରୋଧରୁ ଉତ୍ପନ୍ନ ତୈଳ ଏବଂ ଗ୍ୟାସ ସଙ୍କଟ ମଧ୍ୟରେ, ଭାରତ ଏକ ପ୍ରମୁଖ ରଣନୈତିକ…

ଗ୍ରାମାଞ୍ଚଳ ପାଇଁ ହାଇବ୍ରିଡ୍‌ ସ୍ବାସ୍ଥ୍ୟ ମଡେଲ୍‌ ଜରୁରୀ: ପ୍ରିୟଦର୍ଶୀ ମହାପାତ୍ର

ପ୍ରିୟଦର୍ଶୀ ମହାପାତ୍ର ଜଣେ ଅଭିଜ୍ଞ ଶିଳ୍ପପତି ଏବଂ ସଫଳ ଉଦ୍ୟୋଗୀ ଭାବେ ପରିଚିତ। ସେ ‘କ୍ୟୁଅରବେ’ ପ୍ରତିଷ୍ଠା କରିବା ପୂର୍ବରୁ ଗୁଗଲ୍‌, ମାଇକ୍ରୋସଫ୍ଟ, ଏସ୍‌ଏପି, ଆଭାୟା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri