କିଆରାଙ୍କ ବୋଲ୍ଡ ସିନ୍‌ ଦେଖି ଏମିତି ପ୍ରତିକ୍ରିୟା ଦେଇଥିଲେ ତାଙ୍କ ଜେଜେମା’

‘ଲଷ୍ଟ ଷ୍ଟୋରୀଜ୍‌’ ହିଟ୍‌ ହେବା ପରେ କିଆରା ଆଡଭାନୀ ତାଙ୍କର ଆଗାମୀ ଫିଲ୍ମ ‘କବୀର ସିଂହ’କୁ ନେଇ ଏବେ ଚର୍ଚ୍ଚାରେ। କିଆରା ଏକ ଚାଟ୍‌ ଶୋ’ରେ ‘ଲଷ୍ଟ ଷ୍ଟୋରୀଜ’ର ବୋଲ୍ଡ ସିନ୍‌ ସମ୍ପର୍କରେ କହିଥିଲେ। ଏହି ଫିଲ୍ମର ବୋଲ୍ଡ ସିନ୍‌ ଖୁବ୍‌ ଚର୍ଚ୍ଚା ହେବା ସହ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। କିଆରା କହିଛନ୍ତି, ତାଙ୍କ ଜେଜେମା’ ଏହି ସିନ୍‌ ଦେଖିଥିଲେ। ଜେଜେମା’ଙ୍କ ପ୍ରତିକ୍ରିୟା କେମିତି ଥିଲା ପ୍ରଶ୍ନର ଉତ୍ତରରେ କିଆରା କୁହନ୍ତି, ଜେଜେମା ତାଙ୍କ ପାଖରେ ରହିବା ପାଇଁ ଆସିିଥିଲେ। ସେତେବେଳେ ଫିଲ୍ମଟି ରିଲିଜ ହୋଇଥିଲା।

ଜେଜେମା’ଙ୍କ ସହିତ ତାଙ୍କ ମାତାପିତା ମଧ୍ୟ ଏହି ଫିଲ୍ମକୁ ଦେଖିଥିଲେ। ମୋ’ ଜେଜେମା’  ଆଙ୍ଗ୍‌ଲୋଇଣ୍ଡିଆନ୍‌ ଥିବାରୁ ସ୍କ୍ରିପ୍ଟ ବୁଝି ପାରୁ ନ ଥିଲେ।  ସେ କେବଳ ତଳେ ଚାଲୁଥିବା ଫିଲ୍ମର ଟାଇଟଲକୁ ପଢ଼ି ଚାଲିଥିଲେ। ସମସ୍ତେ ହସୁଥିଲେ। ଜେଜେମା’ ଯେତେବେଳେ ଏହି ଫିଲ୍ମଟି ଦେଖୁଥିଲେ ମୋତେ ଲାଗୁଥିଲା ସେ କିଛି ବୁଝି ପାରୁନାହାନ୍ତି ଖାଲି ଦେଖୁଛନ୍ତି।

ସେତେବେଳେ ସେ କିଛି ପ୍ରତିକ୍ରିୟା ଦେଉ ନ ଥିଲେ। ମଁୁ ତାଙ୍କୁ ଦେଖି ଭାବୁଥିଲି ଜେଜେମାଙ୍କୁ ଫିଲ୍ମ ଭଲ ଲାଗୁଛି ନା ନାହିଁ। ମାଆଙ୍କୁ କହିଲି ଜେଜେମା’ଙ୍କୁ କୁହ ଫିଲ୍ମଟି ବୁଝନ୍ତୁ। ତା’ ପରେ ଜେଜେମା’ କହିଲେ ମଁୁ ବୁଝୁଛି। ଆଉ ମୋତେ ଖୁବ୍‌ ପସନ୍ଦ ଆସିଛି। ଯାହାକୁ ନେଇ ସେ ବହୁତ ଖୁସି। କହିରଖୁଛୁ ଆଗାମୀ ଜୁନ୍‌ ୨୧ରେ କିଆରାଙ୍କ ଅଭିନୀତ ଫିଲ୍ମ ‘କବୀର ସିଂହ’ ରିଲିଜ ହେବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ଭାଙ୍ଗା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?