ଏଇ ଭାରତରେ

କେରଳରେ କେତେଜଣ ଯୁବ ଇଞ୍ଜିନିୟରଙ୍କ ମହତ୍‌ କାର୍ଯ୍ୟ ସାମ୍‌ନାକୁ ଆସିଛି। ସେମାନେ ସୃଷ୍ଟି ଇଞ୍ଜିନିୟର ଆଣ୍ଡ୍‌
ବିଲ୍‌ଡର୍ସ ମାଧ୍ୟମରେ ଗରିବ ଲୋକମାନଙ୍କର ଘର ନିର୍ମାଣ କରୁଛନ୍ତି ଓ ଏ ବାବଦରେ ତାଙ୍କଠାରୁ ଶ୍ରମିକମାନଙ୍କ ମଜୁରି ନେଉନାହାନ୍ତି ।
୨୦୧୭ରେ ଅରୁଣ ନାରାୟଣପାନିକର ସୃଷ୍ଟି ଇଞ୍ଜିନିୟର ଆଣ୍ଡ ୍‌ବିଲ୍‌ଡର୍ସ ନାମକ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ପରେ ଏଥିରେ ଅରୁଣଙ୍କ ଇଞ୍ଜିନିୟର ସାଙ୍ଗମାନେ ଯୋଗ ଦେଇଥିଲେ। ୨୦୧୮ କେରଳ ମହାବନ୍ୟା ପରେ ଲୋକମାନେ ଅଣ୍ଟା ସଳଖି ପାରିନାହାନ୍ତି। ସରକାରୀ ସାହାଯ୍ୟରେ ଯିଏ ଯେମିତି ଘର ଖଣ୍ଡେ କରିବାକୁ ସକ୍ଷମ ହୋଇଥିତ୍ଲେ ବି ବହୁ ଲୋକ ଅସୁବିଧାରେ ରହିଛନ୍ତି। ଏବେ ସୁଦ୍ଧା ଅରୁଣ ୧୨ଟି କନ୍‌ଷ୍ଟ୍ରକଶନ ପ୍ରୋଜେକ୍ଟ ଶେଷ କରିଛନ୍ତି। ଅରୁଣଙ୍କ ଏହି ବିଲ୍‌ଡର୍ସ ଗରିବ ଲୋକମାନଙ୍କ ପାଇଁ ଆଶାର କିରଣ ପାଲଟିଛି। ତେବେ ଏହି କାର୍ଯ୍ୟରେ ଶ୍ରମିକମାନଙ୍କ ଯୋଗଦାନ ଶୀର୍ଷରେ ରହିବ ବୋଲି କୁହନ୍ତି ଅରୁଣ। ସେମାନେ କେବଳ ଗରିବମାନଙ୍କ ଘର ନିର୍ମାଣ କରୁନାହାନ୍ତି, ବରଂ ବନ୍ୟାରେ ଭାଙ୍ଗିଯାଇଥିବା ସ୍କୁଲ୍‌ ଘରଗୁଡିକୁ ବି ମରାମତି କରୁଛନ୍ତି । ଲକ୍‌୍‌ଡାଉନ୍‌ ସମୟରେ ଅରୁଣ ଗରିବ ଲୋକମାନଙ୍କୁ ମାଗଣାରେ ଔଷଧ ମଧ୍ୟ ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଥର ମରୁଭୂମି ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ପରଦା ପ୍ରଥାର ପ୍ରଭାବ ଅଛି। ମହିଳାମାନେ ସମ୍ପୂର୍ଣ୍ଣ ଶିକ୍ଷା ସ୍ବାଧୀନତା ପାଇପାରିନାହାନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଜୟସାଲମେରର…

ହୁକେ ହୋ, ଏକ ସାମୂହିକ ସ୍ବର

ଏ ବର୍ଷ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ମଣିଷ, ବୃକ୍ଷଲତା, ପଶୁପକ୍ଷୀ ସମସ୍ତ ସଜୀବ ଦହଗଞ୍ଜ ହେଉଛନ୍ତି। ପିଇବା ପାଇଁ ମୁନ୍ଦାଏ ପାଣି ନାହିଁ। ନଈ, ନାଳ…

ଧର୍ମ ସଙ୍କଟ

ଇଂଲିଶ ଶବ୍ଦ ରିଲିଜିଅନ ଅର୍ଥରେ ନ ନେଲେ ଧର୍ମ ସଙ୍କଟର ଅର୍ଥ ହେଉଛି ନୈତିକତାର ଦ୍ୱନ୍ଦ୍ୱ – ଆମ ଚିନ୍ତାଧାରାର ଭିତ୍ତି। ବର୍ଷା ଆସିଗଲା ମାନେ ପୋକ…

ଅସରପା ଗୋଟେ ଚଢ଼େଇ

କକ୍‌ରୋଚ ବା ଅସରପା ଏକ ପତଙ୍ଗ। ପରମାଣୁ ବିସ୍ଫୋରଣରେ ମଧ୍ୟ ତା’ର ମୃତ୍ୟୁ ଘଟେନାହିଁ। ଯେତେ ଅପରିଷ୍କାର ସ୍ଥାନ ସେଠାରେ ସେତିକି ଅସରପାର ବଂଶବୃଦ୍ଧି ଘଟିଥାଏ। ଓଡ଼ିଆରେ…

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ହିଂସାରୁ ହିଂସା

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍‌ପି ତଥା ମମତା ବାନାର୍ଜୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri