Posted inଫୁରସତ

ଅଳ୍ପ ଖର୍ଚ୍ଚରେ ଭ୍ରମଣ କରନ୍ତୁ ଏହି ୫ ସ୍ଥାନ

ସ୍ବଳ୍ପ ଜୀବନକାଳ ମଧ୍ୟରେ ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରିବା ଲାଗି ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ମାତ୍ର ଏଥିପାଇଁ କାର୍ଯ୍ୟବ୍ୟସ୍ତତା ହେଉ ଅଥବା ସମୟ ଅଭାବ, ବ୍ୟକ୍ତିଗତ ସମସ୍ୟା ଲାଗି ଯାତ୍ରା ସମ୍ଭବ ହୋଇପାରି ନ ଥାଏ। ମାତ୍ର ଏସବୁ ଛାଡ଼ିଦେଲେ ପ୍ରମୁଖ ସମସ୍ୟା ହେଉଛି ଟଙ୍କା, ଯାହା ଅଧିକାଂଶ ଲୋକଙ୍କ ଇଚ୍ଛା ପୂରଣ କରିବାରେ ବାଧକ ସାଜିଥାଏ। ତେବେ ଏଭଳି ସମସ୍ୟାକୁ ପଛରେ ପକାଇ ଅଳ୍ପ ଖର୍ଚ୍ଚରେ ବୁଲି ଯାଆନ୍ତୁ ଏହିସବୁ ଜାଗା।

ପଣ୍ଡିଚେରୀ:
ଭାରତର ଫ୍ରାନ୍ସ କୁହାଯାଉଥିବା ପଣ୍ଡିଚେରୀରେ ଆପଣଙ୍କୁ ମାଗଣା ରହିବାର ସୁବିଧା ମିଳିଯିବ। ସେଠାରେ ଥିବା ଅରବିନ୍ଦ ଆଶ୍ରମରେ ଆପଣ ମାଗଣା ରହିପାରିବେ ଏବଂ ଶାକାହାରୀ ଭୋଜନ କରିପାରିବେ। ଏହାସହିତ ଅନ୍ୟ ବିକଳ୍ପ ମଧ୍ୟ ରହିଛି। ୩ ଦିନ ଓ ୨ ରାତି ପାଇଁ ଏଠାରେ ୩୦୦ ଟଙ୍କାରେ ଆପଣ ଆରାମଦାୟକ କଟେଜ୍‌ରେ ମଧ୍ୟ ରହିପାରିବେ। ଏହା ବ୍ୟତିତ ମାତ୍ର ୪୦୦ ଟଙ୍କାରେ ଦୁଇଜଣଙ୍କ ପାଇଁ ଭଲ ଖାଦ୍ୟ ମଧ୍ୟ ମିଳିଯିବ।

କୋଡାଇ କେନାଲ:
ଏଠାକାର ରାସ୍ତାକଡ଼ର ଖାଦ୍ୟ ଅଧିକ ସ୍ବାଦିଷ୍ଟ ହୋଇଥାଏ। ୩୦୦ ଟଙ୍କା ମଧ୍ୟରେ ସବୁକିଛି ମିଳିଯାଇଥାଏ। ଏଠାରେ ଗୋଟିଏ ରାତି ରହିବା ପାଇଁ କଟେଜ୍‌ର ଭଡ଼ା ବାବଦକୁ ମାତ୍ର ୨୦୦ ଟଙ୍କା ଦେବାକୁ ପଡ଼ିଥାଏ।

ଆଲ୍ଲେପି: ଏଠାକାର ହାଉସ୍‌ବୋଟ୍‌ରେ ଆପଣ ଏକ ରୁମ୍‌ ଭଡ଼ା ନେଇପାରିବେ। ଖୁବ୍‌ କମ୍‌ ଟଙ୍କାରେ ଆମାଜନ ଜଙ୍ଗଲରେ ରହିବାର ସୁଯୋଗ ମିଳିବ। ଏକ ହଜାର ଟଙ୍କାରେ ଆପଣଙ୍କୁ ଏହି ସୁନ୍ଦର ଜାଗାରେ ରହିବାକୁ ସୁବିଧା ମିଳିଯିବ।

ଉଟ୍ଟି
ଏଠାରେ ପ୍ରତିବର୍ଷ ଚକୋଲେଟ୍‌ରେ ସେଲ୍‌ ମିଳିବ। ଏଠାରେ କମ୍‌ ମୂଲ୍ୟରେ ଘରଭଡ଼ା ମିଳିଥାଏ।
ପୁଷ୍କର : ଏଠାରେ ମଧ୍ୟ ରହିବା ପାଇଁ ବହୁତ କମ୍‌ ଖର୍ଚ୍ଚ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୃଷ୍ଣସାର ମୃଗ ଛୁଆ ଗୋଡ଼ାଇଲା ବୁଲା କୁକୁର, ଜୀବନ ବିକଳରେ ଏଣେତେଣେ ଦୌଡ଼ି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?