Posted inଜାତୀୟ

ଖୁସି ଖବର ଦେଲେ ଚହଲ: ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୧୧।୬: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ପରିବାର ସହ ସମୟ ବିତାଉଛନ୍ତି। ସେ ଗୁରୁବାର ପ୍ରଶଂସକଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି। ଚହଲ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ତାଙ୍କ ପରିବାର ସହିତ ବସିଥିବାର ନଜର ଆସିଛନ୍ତି। ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ସହ ମା’ ଏବଂ ବାପାଙ୍କ ସହ ଚହଲ ବସିଛନ୍ତି। ଚହଲଙ୍କ ମାତାପିତା କରୋନା ଆକ୍ରାନ୍ତ ହୋଇଥିଲେ କିନ୍ତୁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ଚହଲ ଫଟୋ ଶେୟାର କରି କହିଛନ୍ତି, ପ୍ରାର୍ଥନା ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ବନ୍ଧୁ, ପରିବାର ଏବଂ ଆପଣଙ୍କ ସମସ୍ତଙ୍କଠାରୁ ବାର୍ତ୍ତା ମାଧ୍ୟମରେ ଆମେ ପାଇଥିବା ସାହାଯ୍ୟ ପାଇଁ ଧନ୍ୟବାଦ। ମାତାପିତା ସୁସ୍ଥ ଅଛନ୍ତି ଏବଂ ଆମେ ନିରାପଦରେ ରହିବାକୁ ସମସ୍ତଙ୍କୁ ନିବେଦନ କରୁଛୁ । ଧନଶ୍ରୀ ତାଙ୍କ ଶ୍ୱଶୁରଙ୍କ କରୋନା ସଂକ୍ରମିତ ହେବା ବିଷୟରେ ସୂଚନା ଦେଇଥିଲେ। ୟୁଜଭେନ୍ଦ୍ରଙ୍କ ବାପାଙ୍କଠାରେ ଗୁରୁତର କରୋନା ଲକ୍ଷଣ ଥିଲା। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚହଲଙ୍କ ମା’ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲା। ଧନଶ୍ରୀଙ୍କ ମା ଏବଂ ଭାଇ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କର ଜଣେ ସମ୍ପର୍କୀୟ କରୋନାରେ ପ୍ରାଣ ହରାଇଥିଲେ। ସୂଚନାଯୋଗ୍ୟ, ଚହଲ ଏବେ ଶ୍ରୀଲଙ୍କା ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ହଜାର କୋଟିର ମନିଲଣ୍ଡରିଂ ମାମଲା: ପାଓ୍ବାରଙ୍କ ବିରୋଧରେ ଇଡିର ତନାଘନା

ନୂଆଦିଲ୍ଲୀ,୨୫ା୯(ପି.ଟି.): ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଏବେ ମନି ଲଣ୍ଡରିଂ ମାମଲାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି। ସେ ଓ ତାଙ୍କ ପୁତୁରା ଅଜିତ ପାଓ୍ବାରଙ୍କ ସହ...

ପରୀକ୍ଷା ପେ ଚର୍ଚ୍ଚା: ୧୦୦୦ ଛାତ୍ରୀଛାତ୍ରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧ ।୪: ବୋର୍ଡ ପରୀକ୍ଷା ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର ଦେବେ...

କ୍ଷମା ମାଗିଲେ ବିବେକ ଅବମାନନା

ନୂଆଦିଲ୍ଲୀ,୨୫ା୮: ଆଇନଜୀବୀ ପ୍ରଶାନ୍ତ ଭୂଷଣ ତାଙ୍କର ଦୁଇଟି ବିବାଦୀୟ ଟୁଇଟ୍‌କୁ ନେଇ କ୍ଷମା ମାଗିବେ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟରେ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ଅଦାଲତରେ...

ପ୍ରେମିକଙ୍କ ସହ ରହିବାକୁ ଚାହୁଁଥିଲେ ମହିଳା,ସ୍ବାମୀଙ୍କୁ ୫୦ ଫୁଟ୍‌ ଉଚ୍ଚରୁ ଠେଲିଦେଲେ

ନୂଆଦିଲ୍ଲୀ,୨୧।୧୦:ପ୍ରେମିକଙ୍କ ସହ ରହିବା ପାଇଁ ନିଜ ସ୍ବାମୀଙ୍କୁ ହତ୍ୟା କରିଦେଇଛନ୍ତି ଜଣେ ମହିଳା। ପ୍ରେମିକଙ୍କ ସହ ମିଶି ନିର୍ମାଣାଧୀନ ୫୦ ଫୁଟ ଉଚ୍ଚ କୋଠା ଉପରୁ...

‘ଶିବସେନା ମୁଖ୍ୟ ହେବା ପାଇଁ ଯୋଗ୍ୟ ନୁହଁନ୍ତି ଶିନ୍ଦେ’

ମୁମ୍ବାଇ,୫।୧୦: ଦଶହରାରେ ଶିବସେନାର ଉଭୟ ଦଳ ଅଲଗା ଅଲଗା ରାଲିର ଆୟୋଜନ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଦଳ ଶିବାଜୀ ପାର୍କରେ ଦଶହରା...

ରକ୍ତ ଜୁଡ଼ୁବୁଡ଼ୁ କୁରାଢ଼ି ଧରି ଥାନାରେ ପହଞ୍ଚିଲେ କକା

ଲକ୍ଷ୍ନୌ,୨୪।୫: ଉତ୍ତର ପ୍ରଦେଶର କନ୍ନୌଜରେ ଏକ ବିବତ୍ସ ହତ୍ୟାକାଣ୍ଡ ଘଟିଛି। ସୁରଜ ପାଲ୍‌ ନାମକ ଜଣେ ବ୍ୟକ୍ତି ତାଙ୍କର ୩୨ବର୍ଷୀୟ ପୁତୁରାଙ୍କୁ କୁରାଢ଼ିରେ ହାଣି ହତ୍ୟା...

ଦେଓଘର ସତ୍‌ସଙ୍ଗ ଆଶ୍ରମକୁ ମିଳିଲା ରାଷ୍ଟ୍ରୀୟ ଜଳ ପୁରସ୍କାର

ଦେଓଘର, ୧୨ା୧୧: ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଝାଡ଼ଖଣ୍ଡର ଦେଓଘର ସତ୍‌ସଙ୍ଗ ଆଶ୍ରମକୁ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ‘ରାଷ୍ଟ୍ରୀୟ ଜଳ ପୁରସ୍କାର’ ପ୍ରଦାନ...

ପିସି ଜର୍ଜଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା…

ଥିରୁଭାନନ୍ତପୁରମ, ୨।୭ : କେରଳର ପୂର୍ବତନ ବିଧାୟକ ପିସି ଜର୍ଜଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ନିର୍ଯାତନା ମାମଲା ରୁଜୁ ହୋଇଛି। ପୂର୍ବତନ ବିଧାୟକଙ୍କ ବିରୋଧରେ...

Advertisement
Archives

Model This Week