Advertisement

କଏଦୀଙ୍କ ପାଇଁ ଗୁଟ୍‌ଖା ନେଇ ମହିଳା ୱାର୍ଡେନ ନିଲମ୍ବିତ

ମାଲକାନଗିରି,୩୧ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପ କାରାଗାରରେ କଏଦୀଙ୍କ ପାଇଁ ଗୁଟ୍‌ଖା ନେଉଥିବା ବେଳେ ଧରାପଡ଼ି ଜଣେ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେ ହେଲେ ମହିଳା ୱାର୍ଡେନ ରୀତା ମାଣ୍ଡିଆ। ସୂଚନା ଅନୁଯାୟୀ, ରୀତା ମହିଳା ୱାର୍ଡ ଦାୟିତ୍ୱରେ ଅଛନ୍ତି। ସୋମବାର ସେ ଜେଲ ମଧ୍ୟକୁ ଯିବା ସମୟରେ ସାଙ୍ଗରେ ଜଣେ ମହିଳା କଏଦୀଙ୍କ ପାଇଁ ୨୦ ପ୍ୟାକେଟ ତମାଖୁ ନେଇ ଯାଉଥିଲେ। ଜେଲ ଫାଟକରେ ଯାଞ୍ଚବେଳେ ସେ ଧରା ପଡ଼ିଥିଲେ। ଜେଲର୍‌ ସଞ୍ଜୟ ବର୍ମା ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଓ୍ବାର୍ଡେନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଜେଲ ପରିସରରେ ନିଶାଦ୍ରବ୍ୟ ସେବନ ସମ୍ପୂର୍ଣ୍ଣ ନିଷେଧ ଥିବାବେଳେ ମହିଳା କର୍ମଚାରୀ ଅର୍ଥ ଲୋଭରେ ଏପରି କରିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ କଏଦୀଙ୍କ ଅନୁରୋଧ ଯୋଗୁ ଏଭଳି କରିଥିବା ମହିଳା ଓ୍ବାର୍ଡେନ ବିଭାଗୀୟ ଅଧିକାରୀଙ୍କୁ ସଫେଇ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ା ପିଲା ପଢ଼ୁଛନ୍ତି ଆନ୍ଧ୍ର ସ୍କୁଲରେ

ରାୟଗଡ଼ା ଅଫିସ,୩୧ା୧୨: ପିଲା ଅଭାବ ଦର୍ଶାଇ ରାଜ୍ୟ ସରକାର ଅନେକ ସ୍କୁଲ ବନ୍ଦ କଲେ। ପରେ କରୋନା ଯୋଗୁ ଦୀର୍ଘ ୨ ବର୍ଷ ହେଲା ପ୍ରାଥମିକ...

ମୂର୍ତ୍ତି ମନସ୍କ ଶିଶିର

ସାତମାଇଲ, ୧।୯ – ଶିଶିର କୁମାର ବେହେରା। ବୟସ ୨୫। ଘର ହିନ୍ଦୋଳ ବ୍ଲକ ଚିତ୍ତଳପୁର ପଞ୍ଚାୟତ ଅନ୍ତର୍ଗତ ପଞ୍ଚପଡ଼ା ଗ୍ରାମରେ। ମା’ ଆଉ ଜଣେ...

ପରଲୋକରେ କଂସ ଅଭିନେତା ଦେବେନ୍ଦ୍ର ବିଶ୍ବାଳ

ବରଗଡ଼ ଅଫିସ,୧୪।୯: ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ପୂର୍ବରୁ କଂସ ମହାରାଜଙ୍କ ଚରିତ୍ରରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳଙ୍କ ବୁଧବାର ସକାଳେ ପରଲୋକ...

ରାସ୍ତାରୋକୋ ସ୍ଥଳରୁ ୪ ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ

ମାଥିଲି,୧୪ା୧୧ (ଡି.ଏନ.ଏ.): କୋରାପୁଟ ଜିଲା ମାଳିପଦର ଜଙ୍ଗଲରେ ଗତ ୧୦ ତାରିଖରେ ହୋଇଥିବା ଏନକାଉଣ୍ଟରରେ ମାଲକାନଗିରି ଜିଲାର ମୃତ ଧନ କମାରଙ୍କ ପରିବାର ଲୋକେ ଓ...

ଖବରଦାତାଙ୍କୁ ଆକ୍ରମଣ ଘଟଣା: ପ୍ରତିବାଦ କଲେ ଗଣ ଯୋଗାଯୋଗ ବିଭାଗ ପିଜି ଛାତ୍ରୀଛାତ୍ର

ଭଞ୍ଜନଗର,୨୭ା୫(ଡି.ଏନ୍‌.ଏ.): ରାଜ୍ୟରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ଖବରଦାତାଙ୍କ ଉପରେ ଦିନକୁ ଦିନ ଆକ୍ରମଣ ବଢୁଛି। କେତେବେଳେ ପୋଲିସ ତ ଆଉ କେତେବେଳେ ଠିକାଦାର, ବ୍ୟବସାୟୀ, ନେତା...

ଝିଅର ବୟସ ୯, ଓଜନ ୬ କିଲୋ

ତିଗିରିଆ,୧୫।୨(ଡି.ଏନ୍‌.ଏ.): ଯାଜପୁର ଜିଲା ନଗଡ଼ାରେ ଶିଶୁ ଅପପୁଷ୍ଟିର ଶିକାର ଘଟଣା ଦିନେ ଗଣମାଧ୍ୟମର ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ କଟକ ଜିଲାର ତିଗିରିଆ ବ୍ଲକରେ ମଧ୍ୟ...

ଅଗଷ୍ଟ ୧୫ରେ କାରାଗାରରୁ ମୁକୁଳିବେ ୬ କଏଦୀ

ବ୍ରହ୍ମପୁର ଅଫିସ,୧୩ା୮: ରାଜ୍ୟ ଆଇନ ବିଭାଗ ଚିଠି ନମ୍ବର ୮୯୫୧ କ୍ରମେ ବ୍ରହ୍ମପୁର ମଣ୍ଡଳକାରାଗାରରେ ସଜା କାଟୁଥିବା ୬ କଏଦୀଙ୍କୁ ଅଗଷ୍ଟ ୧୫ରେ ଜେଲରୁ ଛଡ଼ାଯିବ।...

ତାରାତାରିଣୀଙ୍କ ଯାତ୍ରାରେ ମୁଣ୍ଡନ ବନ୍ଦ

ଛତ୍ରପୁର,୩।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଓ ଏହାର ସ୍ଥିତି ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କେତେକ କଟକଣା କରାଯାଇଛି ା ଜିଲାକୁ...

Advertisement
Archives

Model This Week