ଆଗକୁ ବଢ଼ିବ ଶୀତ, ଖୋଜାହେବ କମ୍ବଳ,କନ୍ଥା

ଭୁବନେଶ୍ୱର,୧୧।୧୧: ଉପକୂଳ ଓଡ଼ିଶା ସହ କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଉପକୂଳ ଓ ମୟୂରଭଞ୍ଜ, କେନ୍ଦୁଝରରେ ହାଲୁକା ବର୍ଷା ସମ୍ଭାବନା ପାଣିପାଗ ବିଭାଗ ସତର୍କ କରାଇଛି। ଅନ୍ୟପକ୍ଷେ ପାଗ ବଦଳୁଛି । ୧୫ ତାରିଖ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାଠାରୁ ରାଜ୍ୟର ଶୀତର ପ୍ରକୋପ ବିଢ଼ିବାର ସମ୍ଭାବନା ରହିଛି। ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ କୁହୁଡି ଦେଖିବାକୁ ମିଳୁଥିବା ବେଳେ ଶୀତ ଅନୁଭୂତ ହେଉଛି। ଭୋରୁ  ଶୀତ ପଡ଼ୁଥିବା ଦେଖିବାକୁ ମିଳିଛି। ଆସନ୍ତା ୧୫ ତାରିଖରେ କାର୍ତ୍ତିକ ପୂର୍ଣ୍ଣମା ପଡୁଛି। ତା’ପରଠାରୁ ଶୀତର ପ୍ରକୋପ ବଢ଼ିବ। ଲୋକେ  କମ୍ବଳ, କନ୍ଥା ଖୋଜିବେ ବୋଲି ଚର୍ଚ୍ଚା ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଓଭରବ୍ରିଜରେ ଝୁଲୁଛି ଲକ୍ଷ୍ମୀ ବସ

ବାଲେଶ୍ୱର,୨ା୧୨(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେଵଖୁଣ୍ଟା ଥାନା ଅଧୀନ ଫାଣ୍ଡି ଛକ ଓଭରବ୍ରିଜରେ ସୋମବାର ରାତିରେ ଲକ୍ଷ୍ମୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବ୍ରିଜର ସାଇଡ...

ଯୁବକକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ନଦୀପଠାରେ ଫିଙ୍ଗିଦେଲେ

ବାରଙ୍ଗ/ଭୁବନେଶ୍ୱର,୨ା୧୨(ଲିଙ୍ଗରାଜ ରାଉତ/ସୂର୍ଯ୍ୟକାନ୍ତ ବେହେରା): ଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ସହ ମାରଣାସ୍ତ୍ରରେ ଗୋଡକୁ କଣା କରି ରକ୍ତାକ୍ତ ପରେ ନଦୀ ପଠାରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ...

ଜାପାନରେ ଚମକିଲେ କଳାହାଣ୍ଡି ପୁଅ

ଭବାନୀପାଟଣା,୨।୧୨(ଉତ୍ତମ କୁମାର ଦାଶ): ଜାପାନରେ ଚମକିଛନ୍ତି କଳାହାଣ୍ଡିର ପୁଅ ଅନିରୁଦ୍ଧ ନାଏକ। ଜାପାନର କାଇଟୋ ସାଙ୍ଗିଓ ବିଶ୍ୱବିଦ୍ୟାଳୟରେ ସୋସିଓଲୋଜିକାଲ ସୋସାଇଟି (ଜେଏସ୍‌ଏସ୍‌)ର ଶହେ ବର୍ଷ ପୂର୍ତ୍ତି...

ରାସ୍ତାରେ ଖଞ୍ଜିଥିଲେ ୧୦ କେଜି ଶକ୍ତିଶାଳୀ ଆଇଇଡି ବୋମା: ଆଉ ତା’ପରେ…

ମାଲକାନଗିରି,୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାରେ ସୁରକ୍ଷା ବାହିନୀ ୪ ଆଇଇଡି ବୋମା ଠାବ କରି ନିଷ୍କ୍ରିୟ କରିଛନ୍ତି। ପ୍ରଥମଥର ପାଇଁ ମାଓବାଦୀମାନେ ୧୦ କି.ଗ୍ରା....

ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ସୂଚନାଦାତା ସନ୍ଦେହରେ ଜଣଙ୍କୁ ହତ୍ୟା

ମାଲକାନଗିରି,୨।୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀମାନେ ରବିବାର ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ସେ ହେଲେ ବିଜାପୁର ଜିଲା ଭୈରମଗଡ଼ ଥାନା ତାଲେର ଗ୍ରାମ...

ମୃତ୍ୟୁ ପୂର୍ବରୁ କହିଯାଇଥିଲେ ବାପା: ମାଟି ତଳୁ ବାହାରୁଛି ଗୁପ୍ତଧନ 

କୋରାପୁଟ/ନାରାୟଣପାଟଣା,୨ା୧୨(ଅମିତାଭ ବେହେରା/ରାଜକିଶୋର ଜେନା): ଦିନ ମଜୁରୀ କରି ସଞ୍ଚିତ ଟଙ୍କାକୁ ମାଟି ତଳେ ପୋତି ରଖିଥିଲେ ବାପା। ମୃତ୍ୟୁ ପୂର୍ବରୁ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ତାଙ୍କ...

ଏକାଠି ହୋଇ ପୁରୀ ଯିବେ ସମସ୍ତ ଦଳର ବିଧାୟକ

ଭୁବନେଶ୍ୱର,୨।୧୨: ଆସନ୍ତା ୪ ତାରିଖରେ ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ନୌସେନା ଦିବସରେ ଯୋଗଦେବା ପାଇଁ ସବୁ ଦଳର ବିଧାୟକ ପୁରୀ...

ରାଜ୍ୟରେ ଖାଲି ପଡିଛି ହଜାର ହଜାର ଡାକ୍ତର-ପୋଲିସ ପଦବୀ; ବିଧାନସଭାରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୧୧: ରାଜ୍ୟରେ ରହିଛି ଉତ୍କଟ ସ୍ଥିତିରେ ରହିଛି ଡାକ୍ତର ଏବଂ ପୋଲିସ କର୍ମୀଙ୍କ ଅଭାବ। ବିଭିନ୍ନ ଜିଲାରେ ହଜାର ହଜାର ସଂଖ୍ୟାରେ ପଦବୀ ଖାଲି ପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri