Posted inଜାତୀୟ

‘ଦୁର୍ନୀତି ସାବ୍ୟସ୍ତ ହେଲେ, ସର୍ବସମ୍ମୁଖରେ ମୁଁ ଫାଶୀ ଦେବି’

କୋଲକାତା,୫।୯: ଯଦି କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମୋ ବିରୋଧରେ ଦୁର୍ନୀତି ପ୍ରମାଣ କରି ଦିଅନ୍ତି, ତେବେ ମୁଁ ସର୍ବସମ୍ମୁଖରେ ଫାଶୀରେ ଝୁଲିବି। କୋଇଲା ଦୁର୍ନୀତି ମାମଲାରେ ନୋଟିସ କ୍ରମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାଳୟରେ ହାଜର ହେବାକୁ ଯାଉଥିବା ବରିଷ୍ଠ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଅଭିଷେକ ବାନାର୍ଜୀ ଏହା କହିଛନ୍ତି।

“ଗତ ନଭେମ୍ବରରେ ଏକ ବୈଠକରେ ଯାହା ମୁଁ କହିଥିଲି, ଆଜି ମଧ୍ୟ ତାକୁ ଦୋହାରାଉଛି। ଯଦି କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ୧୦ ପଇସାର ବେଆଇନ ଅର୍ଥ କାରବାରେ ମୋ ହାତ ଥିବା ପ୍ରମାଣ କରି ଦିଅନ୍ତି, ମୁଁ ପୋଡିୟମ ଉପରେ ସର୍ବସମ୍ମୁଖରେ ଫାଶୀରେ ଝୁଲିଯିବି। ମୁଁ ଯେ କୌଣସି ପ୍ରକାର ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ। ବିଧାନସଭା ନିର୍ବାଚନରେ ଟିଏମ୍‌ସିଠାରୁ ମିଳିଥିବା ବୃହତ୍‌ ପରାଜୟ ଭାଜପା ଭୁଲି ପାରି ନାହିଁ। ଏଥିଯୋଗୁ ଭାଜପା ପ୍ରତିଶୋଧ ପରାୟଣ ହୋଇଉଠିଛି” ବୋଲି ଅଭିଷେକ କହିଛନ୍ତି।

ପଶ୍ଚିମବଙ୍ଗର କୋଇଲା ଦୁର୍ନୀତି ସହ ଜଡ଼ିତ ବେଆଇନ ଅର୍ଥ ହେରଫେର ମାମଲାରେ ପଚରାଉଚୁରା ପାଇଁ ୬ ତାରିଖରେ ଦିଲ୍ଲୀର ତଦନ୍ତକାରୀ ଅଫିସରଙ୍କ ସମ୍ମୁଖରେ ହାଜର ହେବାକୁ ସମନ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଛାଡିଲେ ଉର୍ମିଳା

ମୁମ୍ବାଇ,୧୦।୯: କଂଗ୍ରେସକୁ ଲାଗିଛି ବଡ ଝଟ୍‌କା। ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ମାତ୍ର...

ନିଜ ଦେଶ କଥା ଚିନ୍ତାକର: ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ଓଓ୍ବାଇସିଙ୍କ ସମାଲୋଚନା

ହାଇଦ୍ରାବାଦ,୬ା୧(ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତୀୟ ମୁସଲମାନଙ୍କ ସମ୍ପର୍କରେ ମୁଣ୍ଡ ନ ଖେଳାଇ ନିଜ ଦେଶ କଥା ଚିନ୍ତା କରନ୍ତୁ ବୋଲି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ...

ସମ୍ବର ନେଲା ୬ବର୍ଷ ଛାତ୍ରର ଜୀବନ

ହାଇଦ୍ରାବାଦ୍‌,୧୫।୧୧: ଆନ୍ଧ୍ର ପ୍ରଦେଶ କୁରନୁଲର ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଗରମ ସନ୍‌ମ୍ବରରେ ପଡି ଜଣେ ୬ ବର୍ଷ ଛାତ୍ରର ମୃତ୍ୟୁ ଘଟିଛି। ମୃତ...

ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ବୁଲନ୍ଦସହର,୮।୧: ଉତ୍ତରପ୍ରଦେଶର ବୁଲନ୍ଦସହରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମୃତକଙ୍କ ବୟସ ୪୫ରୁ ୬୦ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି।...

ଗୁଜରାଟ ପାକିସ୍ତାନ ନୁହେଁ…

ମୁମ୍ବାଇ, ୧୭।୯ : ବେଦାନ୍ତ-ଫକ୍ସକନ ଚୁକ୍ତିକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଜାରି...

ଫିଲ୍ମ ଗୀତ ମାଧ୍ୟମରେ ନୀତିଶଙ୍କ ଉପରେ ବର୍ଷିଲେ ଲାଲୁ

ରାଞ୍ଚି, ୧୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ବିଭିନ୍ନ ରାଜନୈତିକ ଦଳର ନଜର ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ରହିଛି। ଚଳିତବର୍ଷ ବିହାର ବିଧାନସଭା...

୩୫ ଲକ୍ଷ ଶ୍ରମିକଙ୍କୁ ୧ହଜାର ଲେଖାଏଁ ସହାୟତା ଦେବେ ଯୋଗୀ ସରକାର

ଲକ୍ଷ୍ନୌ,୨୧।୩: କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱ ଏକ ପ୍ରକାର ଠପ୍‌ ହୋଇଯାଇଛି କହିଲେ ଚଳେ। ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...

ବଜେଟ୍‌ ପୂର୍ବରୁ ମନମୋହନଙ୍କୁ ଭେଟିଲେ ସୀଥାରମଣ

ନୂଆଦିଲ୍ଲୀ,୨୭।୬: ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ତାଙ୍କ ବାସ ଭବନରେ ଗୁରୁବାର ସାକ୍ଷାତ୍‌ କରିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍‌କାର ବୋଲି...

Advertisement
Archives

Model This Week