ଘରେ କେଉଁଠି ରଖିବେ ହାତୀ ମୂର୍ତ୍ତି

ବାସ୍ତୁ ହେଉ ଅବା ଜ୍ୟୋତିଷ ଶାସ୍ତ୍ର ସବୁଥିରେ ହାତୀକୁ ବହୁତ ଶୁଭ ମଣାଯାଏ। ଶାସ୍ତ୍ରରେ ଏହାର ସମ୍ବନ୍ଧ ବିଘ୍ନହର୍ତ୍ତା ପ୍ରଭୁ ଶ୍ରୀ ଗଣେଶ ଓ ଧନରଦେବୀ ମା’ ଲକ୍ଷ୍ମୀଙ୍କ ସହ ରହିଛି। ତେଣୁ ହାତୀର ପ୍ରତିମା ଘରେ ରଖିବା ଶୁଭ ବୋଲି ବିଶ୍ୱାସ କରାଯାଏ। ଶୋଇବା ଘରେ ପିତଳର ହାତୀ ଅବା ହାତୀର ବଡ଼ ଫଟୋ ରଖିଲେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦୂର ହୋଇଥାଏ। ପିତ୍ତଳ ହାତୀ ଡ୍ରଇଂରୁମ୍‌ରେ ରଖିଲେ ତାହା ଶାନ୍ତି ଓ ସମୃଦ୍ଧିି ଆଣିଥାଏ। ଆଉ ଜୀବନର ପ୍ରତ୍ୟେକକ୍ଷେତ୍ରରେ ସଫଳତା ମିଳେ। ରୁପାରେ ତିଆରି ହାତୀ ଘରେ କିମ୍ବା ପକେଟରେ ରଖିପାରିବେ। ଏହାଦ୍ୱାରା ସନ୍ତାନ ଉପରକୁ କୌଣସି କଷ୍ଟ ଆସି ନ ଥାଏ। ବାଣିଜ୍ୟରେ ଲାଭ ହୁଏ। ରୁପାର ହାତୀକୁ ଉତ୍ତର ଦିଗରେ ବି ରଖିପାରିବେ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଐଶ୍ୱର୍ଯ୍ୟର ପ୍ରତୀକ ଅଟେ। ମୂର୍ତ୍ତି ଓ ଫଟୋରେ ହାତୀର ଶୁଣ୍ଢ ତଳକୁ ହୋଇଥିଲେ, ତାକୁ ଲିଭିଂ ଏରିଆରେ ରଖିବା ଭଲ। ଏହାଦ୍ୱାରା ଘରେ ସୁଖଶାନ୍ତି ଆସେ। ଶୁଣ୍ଢ ଉପରକୁ ଉଠିଥିବା ମୂତ୍ତି ରଖିଲେ ଧନ, ସମ୍ପତ୍ତି ବଢିଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ଓ ସୁସ୍ଥ ଜୀବନ

ସମଗ୍ର ପୃଥିବୀ ପୃଷ୍ଠରେ ଜୀବଜଗତ ସୃଷ୍ଟି ହେବା ଦିନଠାରୁ ଆଜି ସୁଦ୍ଧା ଜୀବବିଜ୍ଞାନ ଇତିହାସ ପୃଷ୍ଠାକୁ ଆମେ ଅନୁଧ୍ୟାନ କଲେ ଜାଣିପାରିବା ଯେ, ପରିବେଶ ଓ...

ସୂର୍ଯ୍ୟୋପରାଗରେ କରନ୍ତୁ ଏହି ୩ ମନ୍ତ୍ରର ଜପ.. ଟଳିବ ବିପଦ…

ଜୁନ ୨୧ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଦୃଶ୍ୟମାନ। ଓଡ଼ିଶା ତଥା ଭାରତର ସର୍ବତ୍ର ଦୃଶ୍ୟ ହେଉଥିବାରୁ ଏହା ପାଳନୀୟ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ...

ଭୁଲ୍‌ରେ ବି ଏହି ୩ ପ୍ରକୃତିର ଲୋକଙ୍କ କରନ୍ତୁ ନାହିଁ ସହାୟତା; ଅପଯଶ ମୁଣ୍ଡାଇବା ସାଙ୍ଗକୁ ଅସୁବିଧାରେ…

ମହାନ କୁଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରକୁ ନେଇ ପ୍ରସିଦ୍ଧ। ସେ ରାଜନୀତି ସହ ଅର୍ଥଶାସ୍ତ୍ରରେ ବିଶାରଦ ଥିଲେ। ଏଥିସହ ସାମାଜିକ ବିଷୟବସ୍ତୁ ଉପରେ ନିଜର...

ବିପଦ ପଡ଼ିଲେ ସବୁବେଳେ କାମରେ ଆସେ ଏହି ୫ ଜିନିଷ, ବାକି ସବୁ ବୃଥା; ଜାଣନ୍ତୁ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ଲୋକମାନଙ୍କ ମଧ୍ୟରେ ପ୍ରଚଳିତ। କୁହାଯାଏ ଏହି ନୀତିକୁ ଗ୍ରହଣ କରୁଥିବା ଲୋକ ଜୀବନରେ ସବୁ ସୋପାନକୁ ସହଜରେ ପାର୍‌...

ତକିଆ କିଣିବା ବେଳେ ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

ନିଦ ନ ଆସିବାର ବହୁ କାରଣ ହୋଇପାରେ। ପ୍ରାୟ ସମୟରେ କୌଣସି ବନ୍ଧୁବାନ୍ଧବଙ୍କ ଘରକୁ ବା ବାହାରକୁ ଗଲେ କିଛି ଲୋକଙ୍କୁ ସୁଖଦ ନିଦ୍ରା ହୋଇ...

ମଙ୍ଗଳରେ ଅମ୍ଳଜାନ ଉତ୍ପାଦନ

ମଙ୍ଗଳ ହେଉଛି ଆମର ପଡ଼ୋଶୀ ଗ୍ରହ। ଏହା ଅନେକାଂଶରେ ପୃଥିବୀ ସହ ସମାନ। ପୃଥିବୀ ଭଳି ଏହା ୨୪ ଘଣ୍ଟାରେ ଥରେ ନିଜ କକ୍ଷ ଚାରିପଟେ...

ଏସବୁ କଥା ମାନିଲେ ଦାମ୍ପତ୍ୟ ଜୀବନ ହୋଇଥାଏ ସୁଖମୟ

ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ ଅନେକ ଉପାୟ ରହିଛି। ସେଗୁଡ଼ିକ ମାନି ଚଳିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ। ଜାଣନ୍ତୁ ଏହି ଉପାୟ ସମ୍ପର୍କରେ…...

ମାତୃଗର୍ଭରୁ ସ୍ଥିର ହୁଏ ଏସବୁ

ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମାନବ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି, ମାନବ ଜୀବନ ସହିତ ଜଡ଼ିତ ୫ କଥା...

Advertisement
Archives

Model This Week