Posted inଫୁରସତ

ଆସନ୍ତା ସପ୍ତାହରେ ଦୃଶ୍ୟମାନ ହେବ ସବୁଠୁ ବଡ଼ ସୂର୍ଯ୍ୟ, ଏହି ୪ ରାଶିର ଆସିବ ଭଲ ସମୟ

ଜାନୁଆରୀର ନୂଆ ସପ୍ତାହ ଆରମ୍ଭ ହୋଇଯାଇଛି। ଏହା ୧୩ ରୁ ୧୯ ଜାନୁଆରୀ ରହିବ। ଏହି ସପ୍ତାହରେ ମକର ସଂକ୍ରାନ୍ତି ମଧ୍ୟ ରହୁଛି। ନୂଆ ସପ୍ତାହରେ ବର୍ଷର ସବୁଠୁ ବଡ଼ ସୂର୍ଯ୍ୟ ମଧ୍ୟ ଦୃଶ୍ୟମାନ ହେବାକୁ ଯାଉଛି। ଜୋତିଷ୍ୟମାନଙ୍କ କହିବା ଅନୁସାରେ ଏହି ସପ୍ତାହରେ ଚାରି ରାଶିଙ୍କର ଲାଭ ହେବାକୁ ଯାଉଛି।

ମେଷ: ଧାନ ଲାଭ ଯୋଗ ରହିଛି। ଅନେକ ଶୁଭ ସୂଚନା ମିଳିବ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ସମ୍ପର୍କରେ ସମସ୍ୟା ରହିବ ନାହିଁ। କାମରେ ପ୍ରତିବନ୍ଧକ ହଟିବ।

ମେଷ: କ୍ୟାରିୟରରେ ବଡ଼ ସଫଳତା ମିଳିବାର ସଂକେତ ମିଳିବ। ପାରିବାରିକ ସମସ୍ୟା ସମାଧାନ ହେବ। ଧାନ ସମ୍ପତ୍ତି ପ୍ରାପ୍ତି ହେବ। ଅଫିସ ବିବାଦରୁ ଦୁରେଇ ରୁହନ୍ତୁ।

ସିଂହ: ଘର-ପରିବାର ଜଡିତ ସମସ୍ୟା ସମାଧାନ ହେବ। ଟଙ୍କା ଆଗମନ ହେବ। ସନ୍ତାନଙ୍କର ଉନ୍ନତି ହେବ। ବୈବାହିକ ଜୀବନରେ ସୁଧାର ଆସିବ।

ଧନୁ: ଆର୍ଥିକ ସ୍ଥିତି ଭଲ ରହିବ। ଆକସ୍ମିକ ଭାବେ ଧାନ ପ୍ରାପ୍ତି ହେବ। ବ୍ୟର୍ଥ ଚିନ୍ତାରୁ ଦୁରେଇ ରୁହନ୍ତୁ। ବିବାହ ଠିକ ହୋଇପାରେ। ଯାତ୍ରାର ଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ ଟଙ୍କାର ଚାକିରି ଛାଡ଼ି ଗାଁରେ ଉଠାଇଲେ ଗୋବର, ଆଜି ୮୦୦ କୋଟିର ସାମ୍ରାଜ୍ୟର ମାଲିକ ୨ ଭାଇ! ସଂଘର୍ଷର କାହାଣୀ ଶୁଣିଲେ…

ନୂଆଦିଲ୍ଲୀ, ୩୧।୭: ଆମ ଦେଶରେ ପ୍ରାୟତଃ ଏକ କଥା ବହୁତ ସହଜରେ କୁହାଯାଏ ଯେ ଚାଷବାସ ହେଉଛି ଏକ କ୍ଷତିର ସୌଦା। ଗାଁର ଯୁବକ ହେଉନ୍ତୁ କିମ୍ବା…

ଗୋଟିଏ ସ୍ତ୍ରୀ ସହିତ ୩ ଦିନ, ଅନ୍ୟ ସ୍ତ୍ରୀ ସହ ସ୍ବାମୀ ୩ ଦିନ ବିତାଇବା ପରେ ଘଟିଲା ଏପରି କାଣ୍ଡ…

ଲକ୍ଷ୍ନୌ,୩୧ା୭: ଉତ୍ତରପ୍ରଦେଶର ରାମପୁର ଜିଲାର ଦଢ଼ିୟାଲ ଚୌକି ଅଞ୍ଚଳରୁ ଏକ ଅଜବ ପାରିବାରିକ ବିବାଦ ସାମ୍ନାକୁ ଆସିଛି। ପୁଅ ପାଇଁ ଦୁଇଥର ବିବାହ କରିଥିବା ଜଣେ ବ୍ୟକ୍ତିଙ୍କ…

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri