Posted inVideo

ଭୁବନେଶ୍ୱର ଶଟଡାଉନ୍

Featured Video Play Icon

ଆଜିଠାରୁ ପୁଣି ରାଜ୍ୟର ସମସ୍ତ ସହରାଞ୍ଚଳରେ ଆରମ୍ଭ ହୋଇଛି ସପ୍ତାହାନ୍ତ ଶଟଡାଉନ୍। ସକାଳ ୬ ଟାରୁ ଶଟଡାଉନ୍ ଆରମ୍ଭ ହୋଇଛି । ସହରାଞ୍ଚଳରେ ପୋଲିସ ପକ୍ଷରୁ କଡାକଡି ଚେକିଂ କରାଯାଉଛି। ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ପୋଲିସ୍ ପକ୍ଷରୁ ମାଇକ୍ ଯୋଗେ ପ୍ରଚାର କରି ନିବଦେନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ନିଆଳି ଛେନା ବ୍ୟବସାୟୀଙ୍କ ନାମରେ ଏତଲା

ନିଆଳି ଛେନା ବ୍ୟବସାୟୀଙ୍କ ନାମରେ ଏତଲା । ନିଆଳି ଛେନା ଖାଦ୍ୟ ଅନୁପଯୋଗୀ ବୋଲି କହିଛନ୍ତି କେଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?