ଲାଲ୍‌ଚାନ୍ଦରେ ‘ବିବାହର ସ୍ବର୍ଣ୍ଣିମ ମୁହୂର୍ତ୍ତରେ ରୁପାର ବର୍ଷା’

ଭୁବନେଶ୍ୱର,୨୧।୨: ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ବିବାହ ଋତୁ ସ୍ବତନ୍ତ୍ର ଅଫର ‘ବିବାହର ସ୍ବର୍ଣ୍ଣିମ ମୁହୂର୍ତ୍ତରେ ରୁପାର ବର୍ଷା’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର ବିବାହ ଋତୁରେ ସବୁବର୍ଗର ଗ୍ରାହକଙ୍କ ପାଇଁ ଲାଲଚାନ୍ଦ ଏଭଳି ଏକ ଆକର୍ଷଣୀୟ ଅଫର ଆଣିଥିବା ଜଣାପଡିଛି। ସେହିଭଳି ଏହାର ଗ୍ରାହକମାନେ ଯେତିକି ପରିମାଣର ସୁନା କ୍ରୟ କରିବେ, ସମାନ ଓଜନର ରୁପା ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ଏଥିସହ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ମଧ୍ୟ ୫୦% ରିହାତି ସୁବିଧା ରହିଛି। ସେହିପରି ପ୍ରତ୍ୟେକ ୨୫,୦୦୦ ଟଙ୍କା ମୂଲ୍ୟର ହୀରା ଗହଣା କ୍ରୟ ଉପରେ ଗ୍ରାହକମାନେ ୨ଟି ସ୍ବର୍ଣ୍ଣ ମୁଦ୍ରା ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ଏହି ଅଫର ଲାଲଚାନ୍ଦ ଜୁଏଲର୍ସର ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରସ୍ଥିତ ଶୋ’ରୁମ୍‌ ଗୁଡ଼ିକରେ ଉପଲବ୍ଧ। ଅପରପକ୍ଷରେ ଲାଲଚାନ୍ଦ ଜୁଏଲର୍ସର ସମସ୍ତ ଶୋ’ରୁମ୍‌ ଗୁଡିକରେ ଆକର୍ଷଣୀୟ ଡିଜାଇନ୍‌ର ସୁନା, ରୁପା, ହୀରା ଏବଂ ପ୍ଲାଟିନମ୍‌ ଗହଣାର ବ୍ୟାପକ ସମ୍ଭାର ଉପଲବ୍ଧ। ଏପରିକି ପାରମ୍ପରିକ, ଅତ୍ୟାଧୁନିକ ତଥା ଷ୍ଟାଇଲିସ୍‌ ସୁନା ଗହଣା ସହ ବ୍ରାଇଡାଲ୍‌ ଜୁଏଲେରିର ସର୍ବଶ୍ରେଷ୍ଠ କଲେକ୍‌ଶନ ମଧ୍ୟ ଲାଲଚାନ୍ଦ ଜୁଏଲର୍ସରେ ଉପଲବ୍ଧ ହେଉଛି। ଏଥିସହ ଲାଲଚାନ୍ଦ ଜୁଏଲର୍ସ ସର୍ବଦା ଗ୍ରାହକମାନଙ୍କୁ ସର୍ବନିମ୍ନ ସୁନା ଦର ସହ ସର୍ବନିମ୍ନ ଗଢ଼ାମୂଲ୍ୟର ପ୍ରତିଶ୍ରୁତି ଦେଇଆସିଛି, ଯାହାକି ଗ୍ରାହକମାନଙ୍କୁ ଆଣିଦେବ ସୁନା ଗହଣା କ୍ରୟ କରିବାର ଅନନ୍ୟ ଅନୁଭୂତି ା
ଏ ସମ୍ପର୍କରେ ଲାଲଚାନ୍ଦ ଜୁଏଲର୍ସର ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି, ଆମେ ସର୍ବଦା ଆମର ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ଅଳଙ୍କାର ପ୍ରଦାନ କରିବାରେ ବିଶ୍ୱାସ କରୁ। ସେଥିପାଇଁ ଆମେ ଚଳିତ ଥର ବିବାହ ଋତୁରେ ଗ୍ରାହକମାନଙ୍କୁ ସୁନା ଗହଣା କ୍ରୟ ଉପରେ କିଛି ଉପହାର ପ୍ରଦାନ କରିବାକୁ ଏଭଳି ଏକ ଅଫର ରଖିଛୁ। ସେହିଭଳି ଲାଲଚାନ୍ଦ ଜୁଏଲର୍ସରୁ ଗହଣା କିଣୁଥିବା ପ୍ରତ୍ୟେକ ଗ୍ରାହକଙ୍କୁ ଗହଣାର ସ୍ଥାୟିତ୍ୱ ପାଇଁ ଆଜୀବନ ରକ୍ଷଣାବେକ୍ଷଣ ସୁବିଧା ପ୍ରଦାନ କରାଯାଉଛି, ଏହାବ୍ୟତୀତ ଆମେ ଗ୍ରାହକମାନଙ୍କ ନିମନ୍ତେ ସମସ୍ତ ଶୋ’ରୁମ୍‌ରେ ବ୍ୟାପକ ଡିଜାଇନ୍‌ର ମନୋମୁଗ୍ଧକର ଓ ଆକର୍ଷଣୀୟ ବିଆଇଏସ୍‌ ହଲ୍‌ମାର୍କ ଯୁକ୍ତ ସ୍ବର୍ଣ୍ଣ ଅଳଙ୍କାର, ପ୍ରମାଣିତ ହୀରା ଓ ପ୍ଲାଟିନମ୍‌ ଅଳଙ୍କାର, ରୁପା ଗହଣା, ଅଗ୍ରଣୀ ବ୍ରାଣ୍ଡ୍‌ର ହାତଘଣ୍ଟା ଇତ୍ୟାଦି ମଧ୍ୟ ଉପଲବ୍ଧ କରାଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?