Posted inଫୁରସତ

ବେଲୁନ୍‌ରେ ଛୁଞ୍ଚି ଫୁଟାଇ ମନୋରମ ଭିଡିଓ ଶେୟାର କଲେ ଯୁବତୀ

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଜଣେ ଇନ୍‌ଷ୍ଟାଗ୍ରାମ ୟୁଜର ପାଣି ଭର୍ତ୍ତି ବେଲୁନକୁ ଚୁଞ୍ଚିରେ ଫୋଡ଼ି ସ୍ଲୋ-ମୋଶନ ଭିଡିଓ ପ୍ରସ୍ତୁତ କରିଛନ୍ତି। ଯାହାକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ସେ ଏପରି ଦୁଇଟି ଭିଡିଓ ଶେୟାର କରିଛନ୍ତି। ଗୋଟିଏ ଭିଡିଓରେ ବେଲୁନ ତଳେ ଏକ ଫୁଲ ଚାଙ୍ଗୁଡ଼ି ରଖିଛନ୍ତି। ଆଉ ଗୋଟିଏ ଭିଡିଓରେ ବେଲୁନ୍‌କୁ ଫୋଡୁଛନ୍ତି।


ସିମିଡିୟୁଗୁଲା ନାମକ ଜଣେ ୟୁଜର ଇନ୍‌ଷ୍ଟାଗ୍ରାମରେ ଭିଡିଓଟିକୁ ଶେୟାର କରିଛନ୍ତି। ପ୍ରଥମ ଭିଡିଓରେ ଦେଖିବାକୁ ମିଳିଛି ବେଲୁନ୍‌ଟି ଉପରେ ବନ୍ଧା ଯାଇଛି। ତଳେ ଏକ ଫୁଲ ଚାଙ୍ଗୁଡ଼ି ରଖାଯାଇଛି। ପାଣିଭର୍ତ୍ତି ବେଲୁନ୍‌କୁ ଛୁଞ୍ଚିରେ ଫୁଟାଉଛନ୍ତି। ଏହା ଫୁଟିଯିବା ପରେ ପାଣି ତଳେ ପଡ଼ି ଖୁବ୍‌ ମନୋରମ ଦେଖାଯାଉଛି। ଯେମିତି ଜଳପ୍ରପାତରୁ ପାଣି ପଡ଼ିଲା ପରି ଦିଶୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଳଙ୍ଗରୁ ତିଆରି ହେଲା ବ୍ୟାଟେରୀ: ଏଥିରେ କିଛି ମିନିଟରେ ଚାର୍ଚ୍ଚ ହୋଇପାରିବ ମୋବାଇଲ, ଇଲେକ୍ଟ୍ରୋନିକ କାର

ପାଳଙ୍ଗ ସାଗରେ ଭରପୂର ମାତ୍ରାରେ ପୁଷ୍ଟିସାର ରହିଛି। ଏହା ମଣିଷ ଶରୀର ପାଇଁ ଲାଭଦାୟକ ବୋଲି ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ଆଜି ପର୍ଯ୍ୟନ୍ତ କେହି...

କବିତା କହେ କବି ମନର କଥା

କବି ଜଣେ ସାଧାରଣ ମଣିଷ ନୁହନ୍ତି । ତାଙ୍କ ମଧ୍ୟରେ ପ୍ରତିଟି ଜିନିଷକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାର ସୃଜନଶୀଳତା ରହିଥାଏ । ଜଣେ ସାଧାରଣ...

ଏହି ଭାରତୀୟ ଡାକ୍ତରଙ୍କୁ ଭଗବାନଙ୍କ ଭଳି ପୂଜେ ଚାଇନା

ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ଏହି ସମୟରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଚାଇନାକୁ ଡା. କୋଟନିସଙ୍କ କଥା ମନେ ପକାଇ...

‘ଟିପି ଟିପି ଟପ୍‌’ର ସହାୟତା ନେଲା ପୋଲିସ

ମୁମ୍ବାଇ: ପିଲାଦିନର ସ୍ମୃତି ଭାରି ମଧୁର। ସେଥିପାଇଁ ତ ଅତୀତର ଅଭୁଲା ସ୍ମୃତିକୁ ମନେପକାଇ ରୋମାଞ୍ଚିତ ହୋଇ ଉଠନ୍ତି ଅନେକ। ପିଲାଦିନର ଏମିତି ଏକ ଖେଳ...

ଦେଢ଼ ବର୍ଷ ହେବ ସ୍ତ୍ରୀଙ୍କୁ ଶୌଚାଳୟରେ ବନ୍ଦକରି ରଖିଥିଲେ ସ୍ବାମୀ: ଆଉ ତାପରେ…

ହରିୟାଣାର ପାନିପତ ରିସପୁର ଗ୍ରାମର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଉପରେ ମାନସିକ ଭାବେ ବିରକ୍ତ ହୋଇ ତାଙ୍କୁ...

ଏହି ରାଜକୁମାରୀଙ୍କ ପାଇଁ ପ୍ରାୟ୧୩ ପ୍ରେମିକ ହାରିଥିଲେ ଜୀବନ

ଜଣେ ଝିଅର ସୌନ୍ଦର୍ଯ୍ୟକୁ ନେଇ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। କାହାକୁ ଗୋରା ପତଳା ଝିଅ ପସନ୍ଦ ଆସୁଥିବା ବେଳେ କାହାକୁ ଶ୍ୟାମଳ...

ପୁରୁଷଙ୍କୁ ଖୁସି କରିବା ପାଇଁ ଏଠାରେ ଥିଲା ଭିନ୍ନ ପରମ୍ପରା, ଜାଣିଲେ…

ଦୁନିଆରେ କିଛି ଦେଶ ଅଛି, ଯେଉଁଠି ଲୋକେ ନିଜ ନିଜର ରୀତିନୀତି,ପରମ୍ପରାକୁ ମାନି ଚଳିଥାନ୍ତି। ବେଳେବେଳେ କିଛି ଦେଶର ଏମିତି ଅଜବ ରୀତିନୀତି ସମସ୍ତଙ୍କୁ ଚକିତ...

ଡ୍ରଗସ୍‌ଠାରୁ ବି ଅଧିକ ନିଶା ଥାଏ ପ୍ରେମରେ…

ପ୍ରେମରେ ଡ୍ରଗସ୍‌ଠାରୁ ଶହେଗୁଣା ଅଧିକ ନିଶା ଥାଏ। ଏହା ଥରେ ମୁଣ୍ଡରେ ପଶିଲେ ପ୍ରେମିକା ପ୍ରେମିକ ଦୁନିଆର ସବୁକିଛି ଭୁଲି ଯାଆନ୍ତି। ଏନେଇ କାର୍ଲିଫର୍ନିଆ ଷ୍ଟାନଫୋର୍ଡ...

Advertisement
Archives

Model This Week