Posted inଜାତୀୟ

ବିକ୍ରମ ଦୋରାଇସ୍ବାମୀ ଇଂଲଣ୍ଡରେ ଭାରତର ନୂଆ ହାଇ କମିଶନର ନିଯୁକ୍ତ…

ନୂଆଦିଲ୍ଲୀ, ୨୩।୮ : ଅଭିଜ୍ଞ କୂଟନୀତିଜ୍ଞ ବିକ୍ରମ କେ. ଦୋରାଇସ୍ବାମୀ ମଙ୍ଗଳବାର ବ୍ରିଟେନରେ ଭାରତର ନୂତନ ହାଇ କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଭାବରେ ବିବେଚନା କରାଯାଉଛି।

୧୯୯୨ ବ୍ୟାଚ ଭାରତୀୟ ବୈଦେଶିକ ସେବା ଅଧିକାରୀ ବିକ୍ରମ ବର୍ତ୍ତମାନ ବାଂଲାଦେଶରେ ଭାରତୀୟ ହାଇ କମିଶନର ଭାବରେ କାର୍ଯ୍ୟ କରୁଛନ୍ତି। ଖୁବ ଶୀଘ୍ର ସେ ଇଂଲଣ୍ଡରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି।

ଅକ୍ଟୋବର ୨୦୨୦ରେ ଢ଼ାକାରେ ବିକ୍ରମ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ବହୁ ଉନ୍ନତି ଘଟିଥିଲା। ଇଂଲଣ୍ଡର ହାଇ କମିଶନର ଗାୟତ୍ରୀ ଇସର କୁମାର ୩୦ ଜୁନରେ ସେବାରୁ ଅବସର ନେଇଥିଲେ। ଏବେ ସେଠାରେ ବିକ୍ରମ କାର୍ଯ୍ୟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଶାରେ ଚୁର୍‌ ଯୁବତୀ, ଶୋଇଗଲେ ରାସ୍ତାରେ; ଆଉ ତା’ ପରେ…

ମୁମ୍ବାଇ,୫ା୮: ମହାରାଷ୍ଟ୍ରର ପୁଣେରେ ଏକ ଅଜବ ଘଟଣା ନଜରକୁ ଆସିଛି। ଜଣେ ଯୁବତୀ ଅଚାନକ ରାସ୍ତା ଉପରେ ଜଣେ ଶୋଇପଡ଼ିଲେ। ଯୁବତୀଙ୍କ ଏପରି ଅବସ୍ଥା ଦେଖି...

ମେ’ ୧୮ରେ ଖୋଲିବ ବଦ୍ରିନାଥ ଧାମ

ଡେରାଡୁନ,୧୬ ।୨: ବସନ୍ତ ପଞ୍ଚିମୀ ଅବସରରେ ବଦ୍ରିନାଥ ଧାମ ଖୋଲିବା ତିଥି ଘୋଷଣା କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଏହା ମେ’ ୧୮ ପ୍ରାତଃ ୪ଟା...

ବାପାଙ୍କ ପାଇଁ ଭୋଟ ମାଗୁଛନ୍ତି ୭ ବର୍ଷୀୟା ଝିଅ

ଅଯୋଧ୍ୟା,୨୭।୧: ଗାୟତ୍ରୀ ପାଣ୍ଡେ ଏବେ ଭୋଟ ଦେବାକୁ ଯୋଗ୍ୟ ହୋଇନାହାନ୍ତି। କିନ୍ତୁ ସେ ପ୍ରଚାର କରୁଛନ୍ତି ତାଙ୍କ ବାପା ତଥା ସମାଜବାଦୀ ପାର୍ଟି ପ୍ରାର୍ଥୀ ପଓ୍ବନ...

ବିରୋଧୀଙ୍କୁ ମୋଦି କହିଲେ ବୁଡ଼ି ମର

ମୁମ୍ବାଇ,୧୭ା୧୦(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମହାରାଷ୍ଟ୍ର ନିର୍ବାଚନ ପ୍ରଚାରରେ ଯାଇ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବିପକ୍ଷ ନେତାମାନଙ୍କ ଉପରେ କଟୁ ମନ୍ତବ୍ୟ...

ମାୟାବତୀଙ୍କୁ ଯିଏ ଛୁଇଁବ ତାଙ୍କର ମୃତ୍ୟୁ ନିଶ୍ଚିତ: ଭାଜପା ନେତା

ଲକ୍ଷ୍ନୌ,୨୯।୮: ବହୁଜନ ସମାଜ ପାର୍ଟି ମୁଖ୍ୟ ସୁଶ୍ରୀ ମାୟାବତୀଙ୍କୁ ନେଇ ଭାଜପା ନେତା ଏକ ବିବାଦୀୟ ବୟାନ ଦେଇଛନ୍ତି। ଉତ୍ତର ପ୍ରଦେଶର ଭାଜପା ନେତା ତଥା...

ଜୁନ୍‌ ୩୦ ପର୍ଯ୍ୟନ୍ତ ଭିଡ଼ ଉପରେ ରୋକୋ ଲଗାଇଲେ ଯୋଗୀ

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ରୋକିବା ପାଇଁ ସରକାର ସମସ୍ତ ପ୍ରକାରର ପଦକ୍ଷେପ ଓ କଟକଣା ଗ୍ରହଣ...

ମୁଣ୍ଡରେ ଉତ୍ତରାଖଣ୍ଡ ଟୋପି-ବେକରେ ମଣିପୁର ଗାମୁଛା, ଗୋଟିଏ ତୀରରେ ଦୁଇ ଶିକାର…

ନୂଆଦିଲ୍ଲୀ, ୨୬।୧ : ସାଧାରଣତନ୍ତ୍ର ଦିବସ ଅବସରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଣ୍ଡରେ ଉତ୍ତରାଖଣ୍ଡର ସଂସ୍କୃତି ଅନୁସାରେ ମୁଣ୍ଡରେ ପାରମ୍ପରିକ ଟୋପି ପିନ୍ଧିଛନ୍ତି। ଏଥିରେ...

୯ ମାସର ଶିଶୁ ସମେତ ଗୋଟିଏ ପରିବାରର ୫ ମୃତ, କାରଣ ଅସ୍ପଷ୍ଟ

ବେଙ୍ଗାଲୁରୁ,୧୮ ।୯: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ଏକ ଘଟଣା ଏବେ ସମସ୍ତଙ୍କୁ ଚମକାଇ ଦେଇଛି । ବ୍ୟାଦରହଲ୍ଲୀ ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ...

Advertisement
Archives

Model This Week