ଏହି ପ୍ରସିଦ୍ଧ ଗୀତିକାରଙ୍କ ପରଲୋକ

କିମ୍ବଦନ୍ତୀ ଗୀତିକାର ଅଭିଳାଷଙ୍କର ପରଲୋକ ଘଟିଛି। ଗତ କିଛିଦିନ ହେବ ସେ କ୍ୟାନସର ସହ ଲଢୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ ଯକୃତ କ୍ୟାନସରରେ ପୀଡିତ ହୋଇ ଗତ ୧୦ ମାସ ଧରି ଶଯ୍ୟାରେ ଥିଲେ। ତାଙ୍କର ଏକ ଅପରେସନ ମଧ୍ୟ ହୋଇଥିଲା। ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ନିକଟରେ ଅଭିଳାଷଙ୍କ ସ୍ତ୍ରୀ ଆର୍ଥିକ ସହାୟତା ପାଇଁ ନିବେଦନ କରିଥିଲେ। ଫିଲ୍ମ ‘ଅଙ୍କୁଷ’ର ଗୀତ ଇତ୍‌ନା ଶକ୍ତି ହମେ ଦେନା ଦାତା ’ଗୀତ ଅଭିଳାଷଙ୍କ କ୍ୟାରିୟର ସର୍ବଶ୍ରେଷ୍ଠ ଗୀତ ଥିଲା। ଏହି ଗୀତ ଲେଖିବାକୁ ତାଙ୍କୁ ଦୁଇ ମାସ ସମୟ ଲାଗିଥିଲା। ଏହା ବ୍ୟତୀତ ସେ ଫିଲ୍ମ ‘ରଫତାର୍‌’ ଏକ ଗୀତ ‘ସଂସାର ହୈ ଏକ ନଦିଆ’ ଗୀତଟି ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇଥିଲା। ସେ ଦୀର୍ଘ ୪୦ ବର୍ଷ ଧରି ଇଣ୍ଡଷ୍ଟ୍ରିୟରେ ସକ୍ରିୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଗର-ଟିକିଲି ଲଭ୍‌ଷ୍ଟୋରି

କେହିଜଣେ କହିଥିଲେ ଏକଥା, ପ୍ରେମ ଗୋଟେ ଇଚ୍ଛାମତୀ ନଈର ନଁା। ତେଣୁ କେତେବେଳେ ପ୍ରେମ ହେବ ସେକଥା କେହି ବି ଜାଣି ନ ଥାଏ। ଠିକ୍‌...

ଚାରି ମାସରେ ୨୩ କିଗ୍ରା

ବଲିଉଡ୍‌ର ଖିଲାଡି ମାଷ୍ଟର ଭାବରେ ପରିଚିତ ଅକ୍ଷୟ କୁମାର ଅନେକ କଥା ପାଇଁ ଚର୍ଚ୍ଚାରେ ଥାଆନ୍ତି। ଥରେ ସେ ନିଜ ଓଜନ କମାଇବାକୁ ଚାହିଁଲେ। ଏ...

ଦିନ ମଜୁରିଆଙ୍କୁ ସହାୟତା ଲାଗି ଆଗକୁ ଆସିଲେ ଦବଙ୍ଗ ଗର୍ଲ: ନିଲାମ କରିବେ ନିଜ ପେଣ୍ଟିଂ

ବମ୍ବେ: ମହାମାରୀ କରୋନା ଏବେ ବୈଶ୍ୱିକ ବିପତ୍ତି ଭାବେ ଉଭା ହୋଇଛି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ହେଲେ ଏଥିରେ ସବୁଠାରୁ ବେଶୀ...

‘ମଣିପୁର ଫାଇଲ୍ସ’ ନିର୍ମାଣ କରିବାକୁ ବିବେକ ଅଗ୍ନିହୋତ୍ରୀଙ୍କୁ ୟୁଜର୍ସଙ୍କ ନିବେଦନ

ମୁମ୍ବାଇ: କାଶ୍ମୀର ଫାଇଲ୍ସ ପରି ହିଟ ମୁଭି ନିର୍ମାଣ କରିଥିବା ନିର୍ମାତା ବିବେକ ଅଗ୍ନିହୋତ୍ରୀ ମଧ୍ୟ ତାଙ୍କର ବେବାକ ଅନ୍ଦାଜ ପାଇଁ ବେଶ ଜଣାଶୁଣା। ସେ...

ରୋମିଙ୍କ ପୂର୍ବରୁ ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହୋଇଥିଲେ କପିଲ ଦେବ; ବିବାହ ବି କରିଥାନ୍ତେ…

ବମ୍ବେ: ଗତକାଲି ରିଲିଜ ହୋଇ ଚର୍ଚ୍ଚାରେ ବହୁ ପ୍ରତିକ୍ଷିତ ଫିଲ୍ମ ‘୮୩’। ଭାରତୀୟ କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ଜୀବନୀ ଉପରେ ଏହା ପର୍ଯ୍ୟବେଶିତ। ଅଭିନେତା...

‘ତୁମେ ଏମିତି ହସୁଥାଅ,ମୁଁ ତୁମକୁ ଏମିତି ଦେଖୁଥାଏ’

ବମ୍ବେ: ନିକଟରେ ପ୍ରେମିକାଙ୍କ ହାତ ଧରିଛନ୍ତି ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ଫର୍‌ହାନ ଅଖତର। ପ୍ରଥମ ସ୍ତ୍ରୀଙ୍କଠାରୁ ଅଲଗା ହେବା ପରେ ଶିବାନୀ ଦାଣ୍ଡେକରଙ୍କ ପ୍ରେମରେ...

‘କୁମ୍‌କୁମ୍‌ ଭାଗ୍ୟ’ ଛାଡ଼ିଲେ ଶିଖା…

ବମ୍ବେ: ଶୋ’ ଛାଡ଼ିଲେ ଶିଖା ସିଂହ। ଏକତା କପୁରଙ୍କ ଟେଲି ଧାରାବାହିକ ‘କୁମ୍‌କୁମ୍‌ ଭାଗ୍ୟ’କୁ ସେ ବାଏ ବାଏ କହିଛନ୍ତି। ଏହା ଜଣାପଡ଼ିବା ପରେ ପ୍ରଶଂସକମାନେ...

ବନ୍ୟାଘେରରୁ ଉଦ୍ଧାର ହେଲେ ମାଲାୟାଲମ ଅଭିନେତ୍ରୀ

ଶିମ୍‌ଲା,୨୦।୮: ଦେଶର ବହୁ ରାଜ୍ୟ ଏବେ ବନ୍ୟା ଘେରରେ ରହିଛି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫଶି ରହିଥିବା ମାଲାୟାଲମର ଜଣାଶୁଣା ଅଭିନେତ୍ରୀ ମଞ୍ଜୁ ଓ୍ବାରିୟର,...

Advertisement
Archives

Model This Week