ଟ୍ରାକ୍ଟର ଧକ୍କାରେ ପୋଲ ତଳକୁ ଖସି ଜଳିଗଲା ଭ୍ୟାନ

ଅମରପାଲି,୧୧।୧(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଜନକପୁର ନିକଟ ସୁରବାଲି ଯୋର ନିକଟରେ ଏକ ଟ୍ରାକ୍ଟର ଧକ୍କାରେ ପୋଲତଳକୁ ଖସି ଏକ ଭ୍ୟାନ ଜଳି ଯାଇଛି। ଭ୍ୟାନ ବୀରମହାରାଜପୁର ଥାନା ଅମରପାଲି ଗ୍ରାମର ନଟବର ରଣାଙ୍କ ବୋଲି ଜଣାପଡିଛି।

ଡ୍ରାଇଭର ଓ ନଟବରଙ୍କ ଜଣେ ସମ୍ପର୍କୀୟ ଓଡି-୧୫-କ୍ୟୁ ୩୩୭୧ ନମ୍ବର ବିଶିଷ୍ଟ ଏକ ଭ୍ୟାନ ଧରି ରେଢାଖୋଲ ଥାନା ଅନ୍ତର୍ଗତ ଭରତାପୁର ଗ୍ରାମକୁ ଯାଉଥିଲେ। ଜନକପୁର ନିକଟ ସୁରବାଲି ଯୋର ପୋଲ ନିକଟରେ ଭ୍ୟାନକୁ ରଖି ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଜନକପୁର ପାଶର୍‌ବରୁ ଏକ ଟ୍ରାକ୍ଟର ଦ୍ରୁତଗତିରେ ଆସି ଭ୍ୟାନକୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଫଳରେ ଭ୍ୟାନ ପୋଲ ତଳକୁ ଖସି ପଡି ଜଳି ଯାଇଥିଲା। ଖବର ପାଇ ବୀରମହାରାଜପୁର ଅଗ୍ନିଶମ ବାହିନୀ ଦମକଳ ସହ ଆସି ନିଆଁକୁ ଆୟତ୍ତ କଲାବେଳକୁ ଭ୍ୟାନ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରର ପତ୍ତା ମିଳପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ୱାର୍ଡ଼ ବୁଲି ସମସ୍ୟା ବୁଝିଲେ ବିଧାୟକ

ବାଲେଶ୍ୱର ଅଫିସ,୨୨।୬-ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ଗୁରୁବାର ସନ୍ଧ୍ୟାରେ ପୌରାଞ୍ଚଳର ୫ ଓ ୭ନମ୍ବର ୱାର୍ଡ଼ ପରିଦର୍ଶନ କରିଥିଲେ। ଉକ୍ତ ୱାର୍ଡ଼ଗୁଡିକରେ ଥିବା ପାନୀୟଜଳ,...

ଗୋଟିଏ ପରିବାରରୁ ୪ ବିଜୟୀ

ଆସିକା,୨୮ା୨(ଡି.ଏନ.ଏ.)  ଗଞ୍ଜାମ ଜିଲା ଆସିକା ବ୍ଲକରେ ଗତଥର ଅଧ୍ୟକ୍ଷ ଥିବା ହରେକୃଷ୍ଣ ମଲିକ ଓ ତାଙ୍କ ପରିବାରର ଅନ୍ୟ ୩ଜଣ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା...

ଲୋକଙ୍କ ଅଭିନବ ପ୍ରତିବାଦ: କାଦୁଅ ରାସ୍ତାରେ ଧାନ ବୁଣିଲେ

ସୋର, ୨୮ା୬(ଡି.ଏନ.ଏ.)-ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସକ ଯାଏ କେହି ନ ଶୁଣିବାରୁ ଉପାୟଶୂନ୍ୟ ହୋଇ ଗାଁ ଲୋକେ ଅଭିନବ ଉପାୟରେ...

ରାସ୍ତା ସମ୍ପ୍ରସାରଣ ପାଇଁ ଗଛକଟା

ବ୍ରହ୍ମପୁର ଅଫିସ୍‌,୧୫ା୭-ବାତ୍ୟା ପ୍ରଭାବିତ ଗଞ୍ଜାମ ଜିଲାରେ ସବୁଜିମା ପାଇଁ ସରକାରୀ ଏବଂ ବେସରକାରୀସ୍ତରରେ ପଦକ୍ଷେପ ନିଆଯାଉଛି। ସ୍କୁଲ ପିଲାଙ୍କୁ ‘ପିଲାଟିଏ ଗଛଟିଏ’ କାର୍ଯ୍ୟକ୍ରମ ଜରିଆରେ ଚାରାରୋପଣ...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ : ଉତ୍ତେଜନା, ରାସ୍ତାରୋକୋ

ଢେଙ୍କାନାଳ ଅଫିସ, ୧୨।୫- ଢେଙ୍କାନାଳ ସଦର ଥାନା ମଙ୍ଗଳପୁର ଗ୍ରାମରେ ଶୁକ୍ରବାର ରାତିରେ ଟ୍ରାକ୍ଟର ଧକ୍କାରେ ବାସୁଦେବ ବରାଳ(୨୪)ଙ୍କ ମୃତ୍ୟୁ ଘଟିଛି। ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ...

ଯୁକ୍ତ ୨ ପ୍ରଥମବର୍ଷ ପରୀକ୍ଷା ବାତିଲ

ବ୍ରହ୍ମପୁର ଅଫିସ,୨୦ା୧୨- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ଅର୍ଦ୍ଧବାର୍ଷିକ ପରୀକ୍ଷା କେବଳ ନାମକୁ ମାତ୍ର।...

ସ୍ତ୍ରୀଙ୍କୁ ହତ୍ୟା ଘଟଣା: ସ୍ବାମୀ ଗିରଫ

ଯୋଡ଼ା, ୭।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ଯୋଡାରେ ହୋଇଥିବା ଯୌତୁକଜନିତ ବଧୂହତ୍ୟା ଘଟଣାରେ ପୋଲିସ ମୃତ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ...

ବରଗଡ଼ରେ ଆଜି ୯୩ ନୂଆ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୭୦୭୮ରେ ପହଞ୍ଚିଲା

ବରଗଡ଼ ଅଫିସ,୭ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ପୁଣି ୯୩ ଜଣ ନୂଆ ଆକ୍ରାନ୍ତ ଜିଲାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ...

Advertisement
Archives

Model This Week