ଓ୍ବେବ୍‌ ସିରିଜ୍‌ରେ ଊର୍ମିଲା

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଭାବେ ଜଣାଯାଉଥିବା ଊର୍ମିଲା ମାତୋଣ୍ଡକର ଏବେ ଓ୍ବେବ୍‌ ସିରିଜ୍‌ରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଏକ ଥ୍ରିଲର, ସସ୍‌ପେନ୍ସ ସିରିଜ୍‌ ତିଓ୍ବାରି ଜରିଆରେ ସେ ଓଟିଟି (ଓଭର୍‌ ଦ ଟପ୍‌) ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏକ ମା’ ଝିଅଙ୍କ ଜୀବନୀ କାହାଣୀ ଉପରେ ଏହା ଆଧାରିତ ହୋଇଥିବାବେଳେ ସିରିଏଲ୍‌ର ସଂଳାପ ଊର୍ମିଲାଙ୍କୁ ପସନ୍ଦ ଆସିଥିବା କାରଣରୁ ସେ ଏଥିରେ କାମ କରିବା ପାଇଁ ରାଜି ହୋଇଥିବା କହିଛନ୍ତି। ଫିଲ୍‌ମ ନିର୍ଦ୍ଦେଶକ ସୌରଭ ବର୍ମା ଏହାର ନିର୍ଦ୍ଦେଶନା ଦେବେ । ତେବେ ଏହି ସିରିଜ୍‌କୁ ଦର୍ଶକ ନିଜ ପରିବାର ସହ ଏକାଠି ବସି ଉପଭୋଗ କରିପାରିବେ ବୋଲି ସେ କହିଛନ୍ତି। ଦୀର୍ଘଦିନ ପରେ ଊର୍ମିଲା ପୁଣିଥରେ ମନୋରଞ୍ଜନ ଜଗତକୁ ଫେରିବାବେଳେ ୫ରୁ ୭ ବର୍ଷ ମଧ୍ୟରେ ସେ ୫୦ରୁ ଊର୍ଦ୍ଧ୍ୱ ଫିଲ୍ମ ଅଫର୍‌ ରିଜେକ୍ଟ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କରନ୍‌ କୁନ୍ଦ୍ରାଙ୍କ ଉପରେ ବର୍ଷିଲେ କୁଶାଲ; ସମିତା ସେଟ୍ଟୀଙ୍କୁ ‘ଆଣ୍ଟି’ କହିବାକୁ ନେଇ…

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ବିଗ୍‌ବସ୍‌-୧୫। ଓଟିଟିରେ ଶୋ’ ପ୍ରଥମ ଥର ପାଇଁ ନଜର ଆସିବା ପରେ ଦର୍ଶକଙ୍କ ନଜର ଏହା ଉପରେ ରହିଥିଲା। ଏବେ ପ୍ରତିଯୋଗୀଙ୍କ...

ଦୀପାବଳିକୁ ଅପେକ୍ଷା

ସଲମାନ୍‌ ଖାଁ ଚଳିତ ବର୍ଷ ଦୀପାବଳିକୁ ଅପେକ୍ଷା କରିଛନ୍ତି। କାହିଁକି ଜାଣନ୍ତି ? ଏବର୍ଷ ଦୀପାବଳିରେ ତାଙ୍କ ଅଭିନୀତ ତଥା ଚର୍ଚ୍ଚିତ ‘ଟାଇଗର ୩’ ରିଲିଜ...

ଆତ୍ମହତ୍ୟା କଲେ ଅଭିନେତ୍ରୀ

ବଙ୍ଗଳା ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀ ଦେ’ ଆତ୍ମହତ୍ୟା କରିଛନ୍ତି। କୋଲକତାର ଗାରଫାସ୍ଥିତ ଫ୍ଲାଟରେ ସେ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଛି। ବଙ୍ଗଳା ଟିଭି...

ଅଭିନେତ୍ରୀ ପାୟଲ ଗିରଫ

ଅହମଦାବାଦ,୨୫।୬: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଶୁକ୍ରବାର ଅହମଦାବାଦ ସେଟେଲାଇଟ ପୋଲିସ ଗିରଫ କରିଛି। ପାୟଲ ସୋସାଇଟିର ଲୋକଙ୍କ ସହ ବାରମ୍ବାର ଝଗଡ଼ା କରିବା ଓ ଚେୟାରମ୍ୟାନଙ୍କୁ...

ଖୋଲା ଜିପ୍‌ରେ ସଫାରୀ ପାଇଁ ବାହାରିଲେ ସଲମାନ୍‌

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ ପ୍ରକୃତିକୁ ବହୁତ ଭଲ ପାଆନ୍ତି। ଯେତେବେଳେ ବି ସୁଯୋଗ ମିଳେ ସଲମାନ ପ୍ରକୃତି ମଧ୍ୟରେ ସମୟ ବିତାଇବାକୁ ପସନ୍ଦ କରନ୍ତି।...

‘ହେରା ଫେରି ୩’ରେ କାର୍ତ୍ତିକ ନୁହେଁ ବରଂ ରାଜୁ ଭୂମିକାରେ ନଜର ଆସିବେ ଅକ୍ଷୟ, ଫିଲ୍ମର ଶୁଟିଂ ଆରମ୍ଭ

ମୁମ୍ବାଇ: ଫିଲ୍ମ ‘ହେରା ଫେରି ୩’ ଦର୍ଶକ ଅପେକ୍ଷା କରି ରହିଛନ୍ତି। ଏହି ସମୟରେ ଫିଲ୍ମକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବାସ୍ତବରେ, ‘ଭୁଲ...

ନିଜ ପ୍ରିୟ ଖାଦ୍ୟ ଦେଖି ଏମିତି ହେଲେ କରୀନା: ପ୍ରଶଂସକ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତ୍ରୀ କରୀନା କପୁର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରଶଂସକଙ୍କ ସହ ସର୍ବଦା ଯୋଡି ହୋଇ ରହିବାକୁ ଚେଷ୍ଟା କରନ୍ତି। ପ୍ରତିଦିନ ଫଟୋ...

ଏହି କାରଣରୁ ଫ୍ଲପ୍‌ ହୋଇଥିଲା ଫିଲ୍ମ ‘ଶମଶେରା’

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କର ନୂଆ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଏବେ ଚର୍ଚ୍ଚାରେ। ଫିଲ୍ମଟି ଆସନ୍ତା ୯ରେ ରିଲିଜ୍‌ ହେବାକୁ...

Advertisement
Archives

Model This Week