ଊର୍ଦ୍ଦୁ କବି ନାସିର ତୁରାବିଙ୍କ ପରଲୋକ

କରାଚୀ, ୧୨ା୧:ଭାରତ ଜନ୍ମିତ ପାକିସ୍ତାନର ଖ୍ୟାତାନାମା ଊର୍ଦ୍ଦୁ କବି ନାସିର ତୁରାବିଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ‘ଦ ଡନ୍‌’ ଖବରକାଗଜରେ ପ୍ରକାଶ ପାଇଛି। ହାଇଦ୍ରାବାଦର ଡେକାନଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ପିତା ଆଲାମା ରସିଦ ତୁରାବି ଜଣେ ଜଣାଶୁଣା ଧର୍ମୀୟ ପଣ୍ଡିତ ଥିଲେ। ୧୯୪୭ରେ ଦେଶ ବିଭାଜନ ପରେ ରସିଦ୍‌ ପାକିସ୍ତାନ ଯାଇ କରାଚିରେ ଅବସ୍ଥାନ କରିଥିଲେ। କରାଚି ବିଶ୍ୱ ବିଦ୍ୟାଳୟରୁ ନାସିର ସାମ୍ବାଦିକତାରେ ସ୍ନାତକତ୍ତେର ଡିଗ୍ରୀ ହାସଲ କରିଥିଲେ। ‘ଓ୍ବ ହମ୍‌ ସଫର ଥା’ ତାଙ୍କ ପ୍ରସିଦ୍ଧ କବିତା ମଧ୍ୟରୁ ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନକୁ ଯୁଦ୍ଧାସ୍ତ୍ର ବିକ୍ରି ବନ୍ଦ

ଓ୍ବାଶିଂଟନ୍‌,୨୦ା୮: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବାକୁ ଯାଉଥିବାବେଳେ ଆମେରିକାର ଜୋ ବାଇଡେନ୍‌ ପ୍ରଶାସନ ଏହି ଦେଶକୁ ସମସ୍ତ ଯୁଦ୍ଧାସ୍ତ୍ର ବିକ୍ରି ବନ୍ଦ କରିଛି। ଏଥିସହ...

ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ବିକ୍ଷୋଭ: ପୋଲିସ ଗୁଳିରେ ୪ ମୃତ, ୫୦ ଆହତ

ଢାକା,୨୧ା୧୦: ମୁସ୍‌ଲିମ ବହୁଳ ବାଂଲାଦେଶର ଭୋଲା ଜିଲାରେ ଏକ ଆପତ୍ତିଜନକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ରବିବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହାକୁ...

ଆମେରିକା ଉପରେ ଋଣବୋଝ ପାଇଁ ଉଭୟ ଡେମୋକ୍ରାଟ-ରିପବ୍ଲିକାନ ଦାୟୀ: ନିକ୍କି ହାଲି…

ଓ୍ବାଶିଂଟନ,୮।୩ : ଆମେରିକାର ମୂଳ ଭାରତୀୟ ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହାଲି ଦେଶର ବର୍ଦ୍ଧିତ ଋଣବୋଝକୁ ନେଇ ପୁଣି ଥରେ ଡେମୋକ୍ରାଟ-ରିପବ୍ଲିକାନଙ୍କୁ ଟାର୍ଗେଟ କରିଛନ୍ତି। ଆମେରିକାର...

ଜେଲେନସ୍କିଙ୍କ କଡା ଅଭିଯୋଗ, ଏବେ ପର୍ଯ୍ୟନ୍ତ ଯୁଦ୍ଧରେ ୪୦୦ ଇରନୀ ଡ୍ରୋନ ବ୍ୟବହାର କରିଛି ରୁଷିଆ

କ୍ୱିଭ,୨୭ ।୧୦: ଦୀର୍ଘ ପ୍ରାୟ ୯ ମାସ ହେବ ଲାଗି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଏହା ଏବେବି ଥମିବାର ନାଁ ନେଉନି । ଆମେରିକା...

ଜଳବାୟୁକୁ ନେଇ ଚାଇନା-ଆମେରିକା ଟୁଇଟର କଳି

ବେଜିଂ, ୧୮।୮:ଜଳବାୟୁ ନୀତିକୁ ନେଇ ଶକ୍ତିଶାଳୀ ଆମେରିକା ଓ ଚାଇନା ଟୁଇଟରରେ କଳି ଆରମ୍ଭ କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ପାଲଟିଥିବା ସବୁଜଗୃହ ବାଷ୍ପ...

୨୦୨୭ ପୂର୍ବରୁ ଯୁଦ୍ଧ କରିପାରେ ଚାଇନା

ହଂକଂ,୮ା୧୨: ତାଇଓ୍ବାନ ପ୍ରତି ଚାଇନାର ଆକ୍ରୋଶ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ତାଇଓ୍ବାନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଚାଇନାର ପିପୁଲ୍ସ ଲିବରେଶନ...

ଛଅ ଆଫ୍ରିକୀୟ ଦେଶକୁ ଖୁବଶୀଘ୍ର ମାଗଣା ଶସ୍ୟ ଯୋଗାଇବେ ରୁଷିଆ ରାଷ୍ଟ୍ରପତି

ମସ୍କୋ,୫।୯: ରୁଷିଆ ଖୁବଶୀଘ୍ର ୬ଟି ଆଫ୍ରିକୀୟ ଦେଶକୁ ମାଗଣା ଶସ୍ୟ ଯୋଗାଇ ଦେବ ବୋଲି ଜଣାପଡିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନଙ୍କୁ...

ନେପାଳରେ ତେଜିଲା ରାଜନୈତିକ ସଙ୍କଟ

ନୂଆଦିଲ୍ଲୀ, ୨୦ା୧୧(ପି.ଟି.):ଭାରତ-ନେପାଳ ମଧ୍ୟରେ ନିକଟ ଅତୀତରେ ଦେଖାଦେଇଥିବା ବିବାଦ ଯୋଗୁ ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଥିଲା। ଏହାକୁ ସୁଧାରିବା ଲାଗି ଦୁଇଦେଶ ଉଦ୍ୟମ ଆରମ୍ଭ କରୁଥିବାବେଳେ...

Advertisement
Archives

Model This Week