Posted inଜାତୀୟ

ନିର୍ବାଚନ ପ୍ରଚାର ପାଇଁ କୁକୁର ଦେହରେ ମାରିଲେ ପୋଷ୍ଟର

ରାଇ ବରେଲି, ୧୩ା୪- ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ଖୁବ୍‌ ଅନନ୍ୟ ଓ ଅଦ୍ଭୁଦ ଉପାୟ ଆପଣେଇବା କିଛି ନୂଆ କଥା ନୁହେଁ। କିନ୍ତୁ ନିର୍ବାଚନ ପ୍ରଚାର ଲାଗି ମାନବିକତା ଭୁଲି କୁକୁରଙ୍କ ବ୍ୟବହାର କରିବା କେଉଁ ଆଡ଼ୁ ଠିକ୍‌? ତେବେ ଏ ପ୍ରଶ୍ନ ଆମର ନୁହେଁ। କୁକୁର ଦେହରେ ପୋଷ୍ଟର ଲାଗିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସମାନେ ଏହି ପ୍ରଶ୍ନ କରୁଛନ୍ତି।

ଉତ୍ତର ପ୍ରଦେଶରେ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନ ଲାଗି ବୁଲା କୁକୁରଙ୍କ ଦେହରେ ପୋଷ୍ଟର ଲଗାଇ ପ୍ରଚାର କରୁଛନ୍ତି ଦୁଇ ଜଣ ପ୍ରାର୍ଥୀ। ଜଣେ ପ୍ରାର୍ଥୀ ରାଇ ବରେଲିର ହୋଇଥିବାବେଳେ ଅନ୍ୟ ଜଣେ ବାଲିଆ ଜିଲାର।

ଜଣେ ପ୍ରାର୍ଥୀ ନାମ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି, ଆଦର୍ଶ ଆଚରଣ ସଂହିତାରେ ବୁଲା କୁକୁରଙ୍କ ଦ୍ୱାରା ପ୍ରଚାର କରାଯାଇପାରିବ ନାହିଁ ବୋଲି ଉଲ୍ଲେଖ ନାହିଁ। ଆମେ ପଶୁଙ୍କ କୌଣସି ପ୍ରକାର କ୍ଷତି କରୁ ନାହୁଁ। ଆମେ କୁକୁରଙ୍କୁ ପ୍ରତ୍ୟେକ ଦିନ ଖାଇବାକୁ ଦେଉଛୁ। ଆଉ ଏଭଳି ଉପାୟ ଦ୍ୱାରା ହିଁ ମତଦାତା ଆକୃଷ୍ଟ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ର ଭାରତୀୟ ଦୂତାବାସ ପୋଲାଣ୍ଡକୁ ସ୍ଥାନାନ୍ତର ହେବ…

ନୂଆଦିଲ୍ଲୀ, ୧୩।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୮ ଦିନ ବିତିଗଲାଣି। ତେବେ ସ୍ଥିତିରେ ଉନ୍ନତି ପରିବର୍ତ୍ତେ ଏହା ଅଧିକ ସଙ୍କଟ...

ନୂଆବର୍ଷରେ କଶ୍ମୀରବାସୀଙ୍କୁ ସରକାରଙ୍କ ଉପହାର: ମଧ୍ୟରାତ୍ରୀରୁ ଆରମ୍ଭ ହେବ ଏସ୍‌ଏମ୍‌ଏସ୍‌ ସେବା

ଶ୍ରୀନଗର,୩୧।୧୨: ନୂଆବର୍ଷରେ ସରକାର କଶ୍ମୀରବାସୀଙ୍କୁ ଏକ ଉପହାର ଭେଟି ଦେବାକୁ ଯାଉଛନ୍ତି। ମଙ୍ଗଳବାର ମଧ୍ୟ ରାତ୍ରୀରୁ ଘାଟିରେ ପୁଣିଥରେ ଏସ୍‌ଏମ୍‌ଏସ୍‌ ସେବା ଆରମ୍ଭ କରାଯିବ। ଡିସେମ୍ବର...

ସବୁ ନିର୍ବାଚନ ଏକାକୀ ଲଢ଼ିବୁ: ମାୟାବତୀ

ନୂଆଦିଲ୍ଲୀ, ୨୫।୬: ଛୋଟ ହେଉ କି ବଡ଼, ଏଥର ସବୁ ନିର୍ବାଚନ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏକାକୀ ଲଢ଼ିବ ବୋଲି ଏହାର ସୁପ୍ରିମୋ ମାୟାବତୀ...

ଦେଶର ଝିଅମାନେ ଆଜି ରାଫାଲ ଯୁଦ୍ଧ ବିମାନ ଉଡ଼ାଉଛନ୍ତି: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ ,୧୨।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀରେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନ ନୂଆଦିଲ୍ଲୀର ଇନ୍ଦିରା...

ପଞ୍ଜାବରେ ମୋଦିଙ୍କ କୁଶ ପୁତ୍ତଳିକା ଦାହ: କଂଗ୍ରେସର ଡ୍ରାମା ବୋଲି କହିଲେ ନଡ୍ଡା

ନୂଆଦିଲ୍ଲୀ, ୨୬।୧୦: ପଞ୍ଜାବରେ ଦଶହରା ଅବସରରେ କୃଷି ଆଇନକୁ ବିରୋଧ କରୁଥିବା ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଏହାକୁ ନେଇ...

ଶିବସେନାର କଂଗ୍ରେସକୁ ଉପଦେଶ: ଅମରିନ୍ଦର-ସିଦ୍ଧୁଙ୍କୁ ଖୋସାମଦ କଲେ ଲାଭ ନାହିଁ ଆବଶ୍ୟକ ଫୁଲ ଟାଇମ ଅଧ୍ୟକ୍ଷ

ମୁମ୍ବାଇ,୧ ।୧୦: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ସାଙ୍ଗକୁ ସାରା ଦେଶରେ କଂଗ୍ରେସର ସ୍ଥିତି କିଛି ଭଲ ନ ଥିବା ବେଳେ ଏବେ ଦଳକୁ...

କଂଗ୍ରେସରେ ବିରୋଧର ସ୍ବର

ନୂଆଦିଲ୍ଲୀ, ୨୮।୨: ବିଭିନ୍ନ ନିର୍ବାଚନରେ କଂଗ୍ରେସ କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରିଆସୁଛି। ଏହାର ସମୀକ୍ଷା ପାଇଁ ଗତବର୍ଷ ଅଗଷ୍ଟରେ ଦଳର ୨୩ ଜଣ ଅସନ୍ତୁଷ୍ଟ...

ନାଗପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଗୋଟିଏ ପରିବାରର ଚାଲିଗଲା ୪ ଜୀବନ

ନାଗପୁର,୧୦।୯: ମହାରାଷ୍ଟ୍ରର ନାଗପୁର ସାକାରଦାରା ଓଭରବ୍ରିଜ୍‌ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ୩ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ଗୁଡ଼ିକ...

Advertisement
Archives

Model This Week