Posted inଜାତୀୟ

ଦ୍ୱାଦଶ ବୋର୍ଡର ଇଂଲିଶ ପ୍ରଶ୍ନପତ୍ର ଲିକ୍‌: ୨୪ଟି ଜିଲାରେ ପରୀକ୍ଷା ବାତିଲ

ଲକ୍ଷ୍ନୌ,୩୦।୩: ଉତ୍ତରପ୍ରଦେଶ ବୋର୍ଡ ପରୀକ୍ଷାରେ ଦ୍ୱାଦଶର ଇଂଲିଶ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ଏନେଇ ଖବର ମିଳିବା ପରେ ୨୪ଟି ଜିଲାରେ ଇଂଲିଶ ପରୀକ୍ଷାକୁ ବାତିଲ କରାଯାଇଛି। ବୁଧବାର ଦ୍ୱିପ୍ରହର ୨ଟାରେ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ପ୍ରଶ୍ନପତ୍ର ଲିକ୍‌ ଯୋଗୁ ପରୀକ୍ଷା ହୋଇ ପାରି ନ ଥିଲା। ତେବେ ଅବଶିଷ୍ଟ ୫୧ଟି ଜିଲାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବୋର୍ଡ ପରୀକ୍ଷା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ବିଭାଗର ଏସିଏସ୍‌ ଆରାଧନା ଶୁକ୍ଲା କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବଲିଆରେ ଏହି ପ୍ରଶ୍ନପତ୍ର ଲିକ୍‌ ହୋଇଛି। ଅନ୍ୟପଟେ ବାତିଲ ହୋଇଥିବା ପରୀକ୍ଷାର ପରବର୍ତ୍ତୀ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଖୁବ୍‌ଶୀଘ୍ର ଏନେଇ ଏକ ବିଜ୍ଞପ୍ତି ଜାରି କରାଯିବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିନୟ କୁମାର ପାଣ୍ଡେ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସରକାର ପରିବର୍ତ୍ତନ ପାଇଁ ଏକାଠି ହୁଅ: ପାଓ୍ବାର

ଫତେହାବାଦ (ହରିୟାଣା), ୨୬।୯ (ପି.ଟି.): ୨୦୨୪ରେ ସରକାର ବଦଳାଇବାକୁ ହେଲେ ସବୁ ବିରୋଧୀ ଦଳ ଏକାଠି କାମ କରିବା ସମୟ ଆସିଛି ବୋଲି ଏନ୍‌ସିପି ଅଧ୍ୟକ୍ଷ...

କେ. ପରାଶରନ୍‌ ହେବେ ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ

ନୂଆଦିଲ୍ଲୀ/ଲକ୍ଷ୍ନୌ,୬ା୨: ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ବିବାଦ ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରିଥିବା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ କେ. ପରାଶରନ୍‌ (୯୨) ରାମ ମନ୍ଦିର ନିର୍ମାଣ...

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ

ନୂଆଦିଲ୍ଲୀ,୧୧ା୭: ଜୁନ୍‌ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ଜେଇଇ ମେନ ସେସନ-୧ ପରୀକ୍ଷାର ରେଜଲ୍ଟ ସୋମବାର ପ୍ରକାଶ ପାଇଛି ।  ଏନ୍‌ଟିଏର ଅଫିସିଆଲ ଓ୍ବେବ୍‌ସାଇଟ୍‌ jeemain.nta.nic.inରେ...

ଗାନ୍ଧୀ ପରିବାର ବାହାରୁ ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୮।୮: କଂଗ୍ରେସ ସଂଗଠନରେ ଖୁବ୍‌ଶୀଘ୍ର ବଡ଼ ପରିବର୍ତ୍ତନ ନେଇ ବିଚାରବିମର୍ଶ ଚାଲିଛି। ସାଧାରଣ ସମ୍ପାଦକ ଏବଂ ରଜ୍ୟ ପ୍ରଭାରୀ ସ୍ତରରେ ଅଦଳବଦଳ ହେବା ସହ...

ମୋଦିଙ୍କ ଗୃହରାଜ୍ୟର ୫୬୦ ଧୀବର ପାକିସ୍ତାନ ଜେଲରେ ବନ୍ଦୀ: ବିଧାନସଭାରେ ସରକାରଙ୍କ ଜବାବ…

ଅହମଦାବାଦ,୭।୩ : ବିଧାନସଭାରେ ଗୁଜରାଟ ସରକାର ସୂଚନା ଦେଇଛନ୍ତି ଯେ ରାଜ୍ୟର ୫୬୦ ଧୀବର ପାକିସ୍ତାନ ଜେଲରେ ଅଛନ୍ତି। ସେମାନେ ଭୁଲରେ ଭାରତୀୟ ସାମୁଦ୍ରିକ ସୀମା...

ମୋଦିଙ୍କ କ୍ୟାବିନେଟରେ ଜ୍ୟୋତିରାଦିତ୍ୟ ସବୁଠୁ ଧନୀ ମନ୍ତ୍ରୀ, ଜାଣନ୍ତୁ ସମ୍ପତ୍ତି କେତେ

ନୂଆଦିଲ୍ଲୀ, ୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ସମ୍ପ୍ରସାରିତ କରିଥିବା କ୍ୟାବିନେଟରେ ୪୨ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ଆପରାଧିକ ମାମଲା ରହିଥିବା ଜଣାପଡ଼ିଛି। ଗତ ବୁଧବାର...

ଜାରି ହେଲା ୨୦୨୩ର ଶକ୍ତିଶାଳୀ ପାସପୋର୍ଟ ତାଲିକା, ଜାପାନ ଶୀର୍ଷରେ- ଭାରତ ୮୫ତମ ସ୍ଥାନରେ…

ଲଣ୍ଡନ/ନୂଆଦିଲ୍ଲୀ,୧୧।୧ : ଲଣ୍ଡନର ଫାର୍ମ ହେଲନ ଆଣ୍ଡ ପାର୍ଟନର୍ସ ଦ୍ୱାରା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ମାନ୍ୟତା ପ୍ରକାଶ ପାଇଛି। ୨୦୨୩ ବର୍ଷ ପାଇଁ ଜାରି...

ବିକଶିତ ସହର ଏକବିଂଶ ଶତାବ୍ଦୀରେ ଭାରତର ଏକ ନୂତନ ପରିଚୟ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୩ : ସହରୀ ଯୋଜନା, ବିକାଶ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ବଜେଟ ପରବର୍ତ୍ତୀ ୱେବନାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି ଯେ ନୂତନ...

Advertisement
Archives

Model This Week