Tag Archives: Dharitri Sports News

ସନ୍ନ୍ୟାସ ନେଇ ପ୍ରଶ୍ନ କରିବାରୁ ରାଗରେ ନିଆଁବାଣ ହୋଇଗଲେ ରୋହିତ ଶର୍ମା, ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଫେବୃଆରୀ ୬ରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯିବ। ଏହି ସିରିଜରେ ସମସ୍ତଙ୍କ ନଜର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ...

କାହାପାଇଁ କ୍ରିକେଟ ଖେଳନ୍ତି ହାର୍ଦ୍ଦିକ ପାଣ୍ଡ୍ୟା? Videoରୁ ଜଣାପଡ଼ିଲା ସତ

ନୂଆଦିଲ୍ଲୀ,୫।୨: ଦୀର୍ଘଦିନର ବ୍ୟବଧାନ ପରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ। ୨୦୨୩ରୁ ସେ ଦିନିକିଆ କ୍ରିକେଟ ଖେଳିନାହାନ୍ତି। ଏମିତିରେ ଫେବୃଆରୀ ୬ରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେଉଥିବା ଦିନିକିଆ ସିରିଜରେ ସେ ନଜର ଆସିବେ।...

ହଠାତ ବଦଳିଗଲା RCB ଜର୍ସି, ଏଣିକି…

ନୂଆଦିଲ୍ଲୀ,୫।୨: ଆଉ ଦେଢ଼ ମାସ ପରେ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପରବର୍ତ୍ତୀ ସିଜନ୍‌। ହେଲେ ମହିଳା ପ୍ରିମିୟର ଲିଗ (WPL) ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି।  ଆଉ ଦଶ ଦିନ ପରେ ଏହା ଆରମ୍ଭ ହୋଇଯିବାକୁ ଥିବା...

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସନ୍ନ୍ୟାସ ନେଇ ଚମକାଇଲେ ଏହି ଭେଟେରାନ୍‌ କ୍ରିକେଟର

ନୂଆଦିଲ୍ଲୀ,୩୧।୧: ଚାମ୍ପିଅନ୍ସ ଟ୍ରଫିର ଠିକ୍‌ ପୂର୍ବରୁ ଅବସର ଘୋଷଣା କରି ଚମକାଇଲେ ଜଣେ ଲୋକପ୍ରିୟ କ୍ରିକେଟର। ଫଳରେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରରେ ବ୍ରେକ ଲାଗିଛି। ସେ ହେଲେ ଆଫଗାନିସ୍ତାନ କ୍ରିକେଟର ଶାପୁର ଜାଦ୍ରାନ। ୩୭ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ...

ଭାରତୀୟ ଟିମ୍‌ରେ ଚାପେଲ ଯୁଗ ଭଳି ସ୍ଥିତି; ଡ୍ରେସିଂ ରୁମ୍‌ ଅବସ୍ଥା ଚିନ୍ତାଜନକ; ବର୍ଷିଲେ ହରଭଜନ…

ନୂଆଦିଲ୍ଲୀ,୧୭।୧: ମୁଖ୍ୟ କୋଚ୍‌ ଭାବେ ଗୌତମ ଗମ୍ଭୀର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଭାରତୀୟ ଟିମ୍‌ ପ୍ରଦର୍ଶନକୁ ନେଇ ସମାଲୋଚିତ ହେଉଛି। ଏଥିନେଇ ଡ୍ରେସିଂ ରୁମ୍‌ର ସ୍ଥିତି ବଦଳିବା ଭଳି ମନେ ହେଉଛି। କେତେବେଳେ ଖେଳାଳି ତ କେବେ ଖେଳାଳି-କୋଚ୍‌ଙ୍କ...

ଅବସରକୁ ନେଇ ଅଶ୍ୱିନଙ୍କ ବଡ଼ ବୟାନ, କହିଲେ ‘ମୁଁ ଆହୁରି ଖେଳିବାକୁ ଚାହୁଁଥିଲି ହେଲେ…’

ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍‌ର ଭେଟେରାନ୍‌ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫି ମଝିରେ ହଠାତ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଚମକାଇଥିଲେ। ତାଙ୍କର ଏଭଳି ବଡ଼ ନିଷ୍ପତ୍ତି ପଛରେ କ’ଣ କାରଣ ଥିଲା ଏହାକୁ...

ହୁମା କ୍ୟୁରେସିଙ୍କୁ ବିବାହ କଲେ ଶିଖର ଧାଓ୍ବନ!

ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟର ଶିଖର ଧାଓ୍ବନ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। ଗତ ବର୍ଷ କ୍ରିକେଟରଙ୍କ ଛାଡ଼ପତ୍ର ହେବା ପରେ ସେ ଏକାକୀ ଜୀବନ ବିତାଉଛନ୍ତି। ଏବେ ସୋସିଆଲ ମିଡିଆରେ ଶିଖର ଧାଓ୍ବନ ଏବଂ ହୁମା କ୍ୟୁରେସିଙ୍କ...

ବୁମ୍‌ରା ହେଲେ ଟେଷ୍ଟ ଟିମ୍‌ର ଅଧିନାୟକ, ମେଲବର୍ନ ଟେଷ୍ଟ ପରେ ବଡ଼ ଘୋଷଣା…

ନୂଆଦିଲ୍ଲୀ,୩୧।୧୨: ମେଲବର୍ନ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପରାଜୟ ପରେ ଅଧିନାୟକ ରୋହିତ ଶର୍ମାକୁ ହଟାଇବାକୁ ଲଗାତାର ଦାବି ହେଉଛି। ତାଙ୍କ ସ୍ଥାନରେ ଷ୍ଟାର ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକତ୍ୱ ଦେବା ଲାଗି ସମର୍ଥନ କରାଯାଉଛି।...

ପୁଣି ବିବାଦରେ ବିରାଟଙ୍କ ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ଓ୍ବାନ୍‌ 8 କମ୍ୟୁନ୍‌’, ବଡ଼ ଅବହେଳା ଯୋଗୁ ମିଳିଲା ନୋଟିସ୍‌

ବେଙ୍ଗାଲୁରୁ,୨୧।୧୨: ଅଷ୍ଟ୍ରେଲିଆ ଖବରଦାତାଙ୍କ ସହ କଥା କଟାକଟିକୁ ନେଇ ଚର୍ଚ୍ଚାରେ ଥିବା ଭାରତୀୟ କ୍ରିକେଟର ବିରାଟ କୋହଲି ବିବାଦ ଘେରକୁ ଆସିଛନ୍ତି। ବେଙ୍ଗାଲୁରୁରେ ଥିବା ତାଙ୍କର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ‘ଓ୍ବାନ୍‌ ୮ କମ୍ୟୁନ୍‌’କୁ ନଗର ନିଗମ ତରଫରୁ ନିୟମ ଉଲ୍ଲଂଘନ...

IPL 2025 ପୂର୍ବରୁ ଅଧିନାୟକ ହେଲେ ରିଙ୍କୁ ସିଂ, କ୍ୟାରିୟରରେ ପ୍ରଥମଥର ପାଇଁ…

ନୂଆଦିଲ୍ଲୀ,୨୦।୧୨: ଟିମ୍‌ ଇଣ୍ଡିଆର ଯୁବ କ୍ରିକେଟର ରିଙ୍କୁ ସିଂଙ୍କୁ ମିଳିଛି ନୂଆ ଦାୟିତ୍ୱ। ଆଇପିଏଲ୍‌ରେ ଜବରଦସ୍ତ ପ୍ରଦର୍ଶନ ପରେ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ସୁଯୋଗ ମିଳିଥିଲା। ସେ ଭାରତର ଟି୨୦ ଟିମ୍‌ରେ ନିଜ ସ୍ଥାନ ପକ୍କା କରିଛନ୍ତି। ଏବେ...

‘ବୁମ୍‌ରାଙ୍କୁ ଟେଷ୍ଟ କ୍ରିକେଟ ଖେଳିବା ଛାଡ଼ି ଦେବା ଉଚିତ’

ନୂଆଦିଲ୍ଲୀ,୧୪।୧୨: ଟେଷ୍ଟ କ୍ରିକେଟ ଖେଳିବା ଛାଡ଼ି ଦିଅନ୍ତୁ ଭାରତୀୟ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା। କ୍ରିକେଟରଙ୍କୁ କିଛି ଏଭଳି ପରାମର୍ଶ ଦେଇଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। ଦୀର୍ଘ ଦିନ ଧରି କ୍ରିକେଟ ଖେଳିବା ଲାଗି ତାଙ୍କୁ...

କ୍ରିକେଟ ମଇଦାନରେ WWE ଭଳି ଦୃଶ୍ୟ, ଫାଫ୍‌ ଡୁ ପ୍ଲେସିସ୍‌ଙ୍କୁ ଉଠାଇ ବାହାରେ ଫିଙ୍ଗିଲେ ବଲ ବଏ;Video

ଆବୁଧାବି,୩୦।୧୧: ଆବୁଧାବି ଟି୨୦ ଲିଗ୍‌ ୨୦୨୪ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ଏହି ଲିଗ୍‌ରେ ଗ୍ରୁପ୍‌ ଷ୍ଟେଜ୍‌ର ଅନ୍ତିମ ଦିନର ମୁକାବିଲା ଖେଳାଯାଇଥିଲା। ଏହାପରେ ଡିସେମ୍ବର ପହିଲାରେ ପ୍ଲେଅଫ୍‌ ମ୍ୟାଚ୍‌ ଆରମ୍ଭ ହେବ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଦକ୍ଷିଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri