କ୍ଷମା ମାଗିଲେ ସୁନକ

ଲଣ୍ଡନ,୨୦ ।୧: କ୍ଷମା ମାଗିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ସୁନକ ଗୁରୁବାର ଉତ୍ତର-ପଶ୍ଚିମ ଇଂଲଣ୍ଡରେ ଏକ ସ୍ଥାନରେ ଗାଡି ଚଲାଉଥିବା ସମୟରେ ସୋସିଆଲ ମିଡିଆ ଭିଡିଓ କରିବାକୁ କିଛି ସମୟ ଲାଗି ନିଜର ସିଟ ବେଲ୍ଟ ଖୋଲି ଦେଇଥିଲେ । ହେଲେ ଏହା ଏକ ଭୁଲ ଓ ସେଥିପାଇଁ ମୁଁ କ୍ଷମା ମାଗୁଛି ବୋଲି ସେ କହିଛନ୍ତି । ସୁନକଙ୍କ ଡାଉନିଂ ଷ୍ଟ୍ରିଟର ପ୍ରବକ୍ତା କହିଛନ୍ତି ସେ କେବଳ କିଛି ସମୟ ଲାଗି ସିଟ ବେଲ୍ଟ ହଟାଇ ଦେଇଥିଲେ ଓ ସେଥିପାଇଁ ସେ ତାଙ୍କର ଭୁଲ ସ୍ୱୀକାର କରିଛନ୍ତି ।
ସୂଚନାଯୋଗ୍ୟ, ବ୍ରିଟେନରେ ସିଟ ବେଲ୍ଟ ନ ଲଗାଇଲେ ୧୦୦ ପାଉଣ୍ଡ ଅନ ଦ ସ୍ପଟ ଜରିମାନା ଦେବାକୁ ପଡିଥାଏ । ଯଦି ମାମଲା କୋର୍ଟକୁ ଯାଏ ତେବେ ଏହି ଜରିମାନା ୫୦୦ ପାଉଣ୍ଡରୁ ଅଧିକ ହୋଇପାରେ । ହେଲେ ବୈଧ ଚିକିତ୍ସା ମାମଲାରେ ଏହା କୋହଳ କରାଯାଇଥାଏ । ସୁନକଙ୍କ ପ୍ରବକ୍ତା କହିଛନ୍ତି, ଏହା ଏକ ସଂକ୍ଷିପ୍ତ ଭୁଲ । ପ୍ରଧାନମନ୍ତ୍ରୀ ଗୋଟିଏ ଛୋଟିଆ କ୍ଲିପ ଶୁଟିଂ କରିବାକୁ ତାଙ୍କର ସିଟ ବେଲ୍ଟ ଖୋଲି ଦେଇଥିଲେ । ତେବେ ଏହାକୁ ନେଇ ପିଏମ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭୁଲ ଓ ମୁଁ ଏଥିପାଇଁ କ୍ଷମା ମାଗୁଛି । ପ୍ରବକ୍ତା କହିଛନ୍ତି, ପ୍ରଧାନମନ୍ତ୍ରୀ କୁହନ୍ତି ସମସ୍ତେ ସିଟ ବେଲ୍ଟ ବାନ୍ଧିବା ଜରୁରୀ ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଲାଗିପାରେ ୬ ମାସ ବିରାମ…

ମସ୍କୋ/କ୍ୱିଭ୍‌,୧୪।୧୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କିଛି ମାସ ବିରାମ ଲଗାଯାଇପାରେ। ଆମେରିକାର ଦୈନିକ ଖବରକାଗଜ ଦି ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ,...

ଚାଇନାରେ ହୋଇନି କୌଣସି ନୂଆ କରୋନା ସଂକ୍ରମଣ

ବେଜିଂ,୨୩।୫: ଜାନୁୟାରୀଠାରୁ ପ୍ରଥମ ଥର ପାଇଁ ଚାଇନାରେ କରୋନା ସଂକ୍ରମଣ ଶୂନରେ ପହଞ୍ଚିଛି। ଶନିବାର ଦେଶରେ କୌଣସି ନୂଆ କରୋନା ସଂକ୍ରମଣ ହୋଇ ନ ଥିବା...

ସଂସଦରେ ପଶିଗଲା ମୂଷା, ସିଟ୍‌ ଛାଡ଼ି ଦୌଡ଼ିଲେ ଏମ୍‌ପି; ଭାଇରାଲ ହେଉଛି ଭିଡିଓ

ମାଦ୍ରିଦ୍‌,୨୩ା୭: ସ୍ପେନ୍‌ର ସଂସଦରେ ଏକ ମୂଷା ଆତଙ୍କ ସୃଷ୍ଟି କରିଛି। ଫଳରେ ଏମ୍‌ପିମାନେ ସଂସଦ ଛାଡ଼ି ଦୌଡ଼ିବାରେ ଲାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ...

ମାର୍ଚ୍ଚରେ ଭାରତ ଆସିପାରନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ, ରାଇସିନା ଡାଏଲଗରେ ନେବେ ଭାଗ

ୱାଶିଂଟନ,୩୦ ।୧: ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟନି ବ୍ଲିଂକନ ମାର୍ଚ୍ଚରେ ଭାରତ ଆସିପାରନ୍ତି । ବ୍ଲିଂକନ ଏହି ସମୟରେ ରାଇସିନା ଡାଏଲଗରେ ଭାଗ ନେବାର ସମ୍ଭାବନା...

ସ୍ୟୁ ଚୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ…

ନାପିଦ୍ୱ, ୨୭।୪ : ମ୍ୟାନ୍‌ମାରର ଜୁଣ୍ଟା କୋର୍ଟ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛି। ତାଙ୍କ ବିରୋଧରେ ୬୦୦,୦୦୦...

ଆଣବିକ ଅସ୍ତ୍ର ପରସ୍ପର ଉପରେ ପ୍ରୟୋଗ ପାଇଁ ନୁହେଁ, ୫ ମହାଶକ୍ତିଙ୍କ ମିଳିତ ଘୋଷଣା…

ଓ୍ବାଶିଂଟନ, ୪।୧ : ୟୁରୋପ ଏବଂ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ୫ ମହାଶକ୍ତି ମିଳିତ ଭାବେ ସେମାନଙ୍କର ଆଣବିକ ଅସ୍ତ୍ର ସମ୍ବନ୍ଧରେ ଏକ...

ଡୋଜ୍‌ ନେଲା ପରେ ବି ହେଉଛି କରୋନା: ବଢୁଛି ଚିନ୍ତା…

ଓ୍ବାଶିଂଟନ/ଲଣ୍ଡନ/ନୂଆଦିଲ୍ଲୀ,୧୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଭାକ୍ସିନ୍‌ର ଦୁଇ...

ମାଲଦିଭିସରେ ପ୍ରଥମ କରୋନା ଜନିତ ମୃତ୍ୟୁ

ମାଲେ,୩୦।୪: କରୋନା ଭାଇରସ ସଂକ୍ରମଣରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଥିବା ବେଳେ ଗୁରୁବାର ମାଲଦିଭିସରେ ପ୍ରଥମ କରୋନା ଜନିତ ମୃତ୍ୟୁ...

Advertisement
Archives

Model This Week